ବଢ଼ିଲା ଆପ ନେତା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ:ବଢ଼ିଲା ଆପ ନେତା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି ।  ଦିଲ୍ଲୀ ମଦନୀତି ମାମଲାରେ ଇଡି ଦ୍ବାରା ଗିରଫ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ରିମାଣ୍ଡ ତିନିଦିନ ବଢ଼ାଇ ଦେଇଛନ୍ତି କୋର୍ଟ । ରିମାଣ୍ଡ ବଢ଼ାଇବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟରେ ଇଡି…

ନେତାନ୍ୟାହୁ ହମାସ ଆତଙ୍କବାଦୀଙ୍କୁ ଦେଲେ ଚେତାବନୀ

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଲୋକଙ୍କୁ ହତ୍ୟା କରୁଥିବା ବେଳେ ପ୍ରତିଶୋଧ ନେଉଛି ଇସ୍ରାଏଲ । ବିଶେଷ କରି ହମାସ ଆତଙ୍କବାଦୀମାନେ ଘରେ ପଶି ମହିଳା, ଶିଶୁ ବୃଦ୍ଧ କାହାକୁ ଛାଡୁନାହାଁନ୍ତି । ଇସ୍ରାଏଲ ର ମହିଳା ଏବଂ ସୈନ୍ୟଙ୍କୁ…

ନେଦରଲାଣ୍ଡ୍‌ସକୁ ୯୯ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ

ହାଇଦ୍ରାବାଦ:ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି ।  ନେଦରଲାଣ୍ଡ୍‌ସକୁ ୯୯ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ମିଚେଲ୍‌ ସାଣ୍ଟନରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍‌ରେ ଲଗାତାର ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୯…

ଇଂଲଣ୍ଡ-ବାଂଲାଦେଶ, ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା

ଚଳିତ ବିଶ୍ବକପ୍‌ରେ ପୂର୍ବାହ୍ନ ୧୦.୩୦ରେ ବିଜେତା ଇଂଲଣ୍ଡ ଭେଟିବ ବାଂଲାଦେଶକୁ ଏବଂ ଅପରାହ୍ଣ ୨.୩୦ରେ  ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍‌ ଧର୍ମଶାଳା ଏବଂ ଦ୍ବିତୀୟଟି ହାଇଦ୍ରାବାଦରେ ଖେଳାଯିବ। ପିଚ୍‌କୁ ନେଇ ଇଂଲଣ୍ଡ ଦ୍ବନ୍ଦ୍ବରେ ରହିଛି। ଜୋ ରୁଟ୍‌, ଜନି…