ଆଜିର ରାଶିଫଳ

ବୃଷ: ମନରେ କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କର ବିଦେଶ ଯିବା ସ୍ବପ୍ନ ପୂରା ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଯାନ କିଣିବା ଲାଗି ମନ ବଳିବ। ‌ ମିଥୁନ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। ଆପଣଙ୍କୁ ନିଜ ବନ୍ଧୁପରିଜନଙ୍କ ପୂରା ସହଯୋଗ ମିଳିବ। ବେପାରରେ ଲାଭ…

ତାରା ହରାଇଲେ ସାଢ଼େ ୪ଲକ୍ଷ ଟଙ୍କା

ଜୟପୁର: ସାଇବର ଅପରାଧି ବିଧାୟକ ତାରା ବାହିନୀପତିଙ୍କଠାରୁ ଠକି ନେଇଛନ୍ତି ୪ଲକ୍ଷ ଟଙ୍କା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜେ ସାଇବର ଅପରାଧିଙ୍କ ଶିକାର ହୋଇ ଟଙ୍କା ହରାଇଛନ୍ତି ବୋଲି କରିଛନ୍ତି। ମୁଣ୍ଡରେ ହାତ ବାଡେଇ ହେବା ସହ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରି ସାଇବର…

ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ଗିଲ

ଡେଙ୍ଗୁ କାରଣରୁ ଭାରତୀୟ କ୍ରିକେଟ୍ ଦଳର ତାରକା ଓପନର୍ ଶୁଭମନ ଗିଲ ଏବେ ଟିମରେ ନାହାନ୍ତି | ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଖେଳିନଥିବାବେଳେ ବର୍ତ୍ତମାନ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉପଲବ୍ଧ ହେବେ ନାହିଁ। ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ ୧୧ ଅକ୍ଟୋବରରେ ଦିଲ୍ଲୀର…

ରାଜସ୍ଥାନରେ ସରକାର ଗଢିପାରେ ବିଜେପି

ନୂଆଦିଲ୍ଲୀ: ଏବିପି-ନ୍ୟୁଜ ସି-ଭୋଟର ପକ୍ଷରୁ ଓପିନିୟନ ପୋଲ ବା ମତାମତ ସର୍ଭେର ଫଳାଫଳ ପ୍ରକାଶ ପାଇଛି ।ରାଜସ୍ଥାନରେ ଅଶୋକ ଗେହଲୋଟ୍ ବିରୋଧରେ ସରକାର ବିରୋଧୀ ହାଓ୍ବା ସୃଷ୍ଟି ହୋଇଛି । ଏହାର ଫାଇଦା ବିଜେପି ନେବାର ସମ୍ଭାବନା ରହିଛି । ରାଜସ୍ଥାନରେ ସି-ଭୋଟରର ଜନମତ ସର୍ଭେ ଅନୁଯାୟୀ,…