Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
Browsing Category
Public
Public related news information updates will be here
ଆଇପିଏସ କୁଟ୍ଟେଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର।ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ…
ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ରାଷ୍ଟ୍ରପତିଙ୍କୁ ଉପହାର ପେଟି
ପୁରୀରେ ପ୍ରତିବର୍ଷ ଭଳି ଆୟୋଜିତ ହୋଇଛି 'ପଲ୍ଲିଶ୍ରୀ ମେଳା' । ‘ପଲ୍ଲୀ’ର ଅର୍ଥ ହେଉଛି ‘ଗାଁ’ ଏବଂ 'ଶ୍ରୀ' ଅର୍ଥ ହେଉଛି ‘ଲକ୍ଷ୍ମୀ’, ଅର୍ଥାତ୍ ‘ଗାଁର ଲକ୍ଷ୍ମୀ’ ଅର୍ଥାତ୍ ଯେଉଁମାନେ ଓଡ଼ିଶାର ପ୍ରତି ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ‘ପଲ୍ଲିଶ୍ରୀ…
ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍ର ପରିମାଣ,ହଟିବ ୨୪୯ ବିବାଦୀୟ ପୋଷ୍ଟ
ସାମାଜିକ ଗଣମାଧ୍ୟମରେ ବଢ଼ି ଚାଲିଛି ଆପତ୍ତିଜନକ ପୋଷ୍ଟ୍ର ପରିମାଣ। ଏହା ସହିତ ଏହି ନିର୍ବାଚନ ସମୟରେ ରାଜନୀତି ସମ୍ବନ୍ଧୀୟ ହେଟ୍ ସ୍ପିଚ୍, ବିବାଦୀୟ/ମିଛ ଭିଡିଓ ନିର୍ବାଚନୀ ମାହୋଲକୁ ବିଗାଡ଼ିବାରେ ଯଥେଷ୍ଟ ଆଶଙ୍କା ରହିଛି। ଏବେ ସମାଜିକ ଗଣମାଧ୍ୟମରେ ନେତାମାନଙ୍କର ଡିପ୍ଫେକ୍ ପ୍ରସ୍ତୁତ…
ବିପଦମୁହାଁ ଦିଲ୍ଲୀ ସହର
ପୁଣିଥରେ ବିପଦମୁହାଁ ହେଉଛନ୍ତି ରାଜଧାନୀ ବାସୀ । ପୁଣିଥରେ ଦିଲ୍ଲୀର ପାଣି-ପବନରେ ଜହର ଭରିଯାଇଛି । ପୁଣିଥରେ ପ୍ରଦୂଷଣର ଶିକାର ହେଉଛନ୍ତି ଦିଲ୍ଲୀର ବାସିନ୍ଦା । ପ୍ରଦୂଷଣର ମାତ୍ରା ଏତେ ରହିଛି ଯେ, ଦିଲ୍ଲୀ ସହର ବର୍ତ୍ତମାନ ସାରା ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନ ପାଇଛି ।…
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ହଜାରେ ଟଙ୍କା ଲେଖାଏଁ ପାଇବେ SHG ସଦସ୍ୟା। ୭୦ଲକ୍ଷ ମହିଳା ପାଇବେ ଏହି ସହାୟତା, ୟୁନିଫର୍ମ ନିମନ୍ତେ ମିଳିବ ସହାୟତା ରାଶି।…
ଆଜି ରାଷ୍ଟ୍ରୀୟ ମତଦାତା ଦିବସ
ଆଜି ରାଷ୍ଟ୍ରୀୟ ମତଦାତା ଦିବସ । ଏହି ଉପଲକ୍ଷେ ଆଜି ବିଜେପି ଯୁବମୋର୍ଚ୍ଚା ‘ନମୋ ନବ ମତଦାତା ସମ୍ମିଳନୀ’ ଆୟୋଜନ କରୁଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶର ୫ ହଜାର ସ୍ଥାନରେ ପ୍ରାୟ ୫୦ ଲକ୍ଷ ଯୁବା ଭୋଟର୍ସଙ୍କୁ ଭର୍ଚୁଆଲି ସମ୍ବୋଧିତ କରିବେ । ବିଜେପିର ଲକ୍ଷ୍ୟ ରହିଛି ଏହା…
ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର
ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ନୂଆ ସୂର୍ଯ୍ୟ । ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ…
ପୁଣି ପଥ ଉତ୍ସବ
ପୁଣି ପଥ ଉତ୍ସବ ଆୟୋଜିତ ହୋଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ପଥ ଉତ୍ସବ। ଦିନ ୯ଟା ୩୦ ପର୍ଯ୍ୟନ୍ତ ପଥ ଉତ୍ସବ ଚାଲିଥିଲା। ଆଜିର କାର୍ଯ୍ୟକ୍ରମରେ ବଲିଉଡ୍ ଗାୟିକା ନିକିତା ଗାନ୍ଧୀ, ରାପର ବିଗ୍ଡିଲଙ୍କ ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନିଜର କମାଲ…
ରେଳ ଧାରଣା ଉଡ଼ାଇଦେଲେ ନକ୍ସଲ
ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ନକ୍ସଲଙ୍କ ହିଂସାକାଣ୍ଡ । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ସ୍ଥାନୀୟ ମନୋହରପୁର ନିକଟ ବିରୁୱାରେ ରେଳ ଧାରଣାକୁ ଉଡ଼ାଇ ଦେଇଛନ୍ତି ନକ୍ସଲ ପନ୍ଥୀ । ଗତକାଲି ବିଳମ୍ବିତ ରାତିରେ ଏମାନେ ରେଳ ଧାରଣାକୁ ଉଡ଼ାଇ…
ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ
ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ। ଭୁବନେଶ୍ବରରୁ ହାୱଡ଼ା ଯାଉଥିବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ। କୋଚ୍ ତଳେ ନିଆଁ ଲାଗିଯାଇଥିଲା। ବ୍ରେକ ସୁରୁ ବାହାରିଥିଲା ପ୍ରବଳ ଧୂଆଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କଟକ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ତଳୁ ନିଆଁ…