Browsing Category

Business

All business-related news will news will upload

ଦେଶରେ ଶିଶୁ ଜନ୍ମହାର ହ୍ରାସ ,ଭାରତର ଜନସାଂଖ୍ୟିକ ଚିତ୍ରରେ ହେବ ବଡ଼ ପରିବର୍ତ୍ତନ

ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଯୁବ ଜନସଂଖ୍ୟା ଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି। ତେବେ ଦେଶରେ ଶିଶୁ ଜନ୍ମହାର ଦ୍ରୁତ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଭାରତର ଜନସାଂଖ୍ୟିକ ଚିତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ୍…

ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି,୨୦ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି

ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ କିଲୋପ୍ରତି ପିଆଜ ଦର ପ୍ରାୟ ୨୦ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି। ସେହିପରି ଗୋଟିଏ ମାସ ମଧ୍ୟରେ କୁଇଣ୍ଟାଲ ପ୍ରତି ପିଆଜର ହୋଲସେଲ୍ ଦର ୨୨ଶହ ଟଙ୍କାରୁ ବୃଦ୍ଧି ପାଇ ୪ହଜାର ଟଙ୍କା ଛୁଇଁଲାଣି। ଓଡ଼ିଶା…

ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି

ଅଗଷ୍ଟ ୧୪ ତାରିଖରେ ‌ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୭୧୬.୯୦ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୧୪.୧ ବିଲିଅନ ଡଲାରର ବୃଦ୍ଧି…

ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍‌ ସମ୍ପର୍କ ଗଭୀର,ମରିସସ୍‌ କୁ ୫ ବର୍ଷ ତେଲ ଯୋଗାଇବ ଆଇଓସିଏଲ୍‌

ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍‌ ସମ୍ପର୍କ ଗଭୀର ହୋଇଛି। ଏହି ଦେଶର ସଂପୂର୍ଣ୍ଣ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଆବଶ୍ୟକତା ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ୍‌) ପୂରଣ କରିବ। ଏ ନେଇ ଏକ ୫ ବର୍ଷିଆ ରାଜିନାମା ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହଙ୍କ ଦୁଇ…

ଭାଈଙ୍କୁ ରାକ୍ଷୀ ପଠାଉଥିବା ଭଉଣୀଙ୍କୁ ଝଟକା ଦେଇଛି ଭାରତୀୟ ଡାକ ବିଭାଗ,ପାର୍ସଲ ଓ ସ୍ପିଡପୋଷ୍ଟ ଦର ବଢେଇଲା ବିଭାଗ

ଦେଶରେ ରକ୍ଷାବନ୍ଧନ ପର୍ବର ଠିକ୍ ପୂର୍ବରୁ ଭାରତୀୟ ଡାକ ବିଭାଗ ଦେଶ ଓ ପ୍ରଦେଶରୁ ବାହାରେ ରହୁଥିବା ଭାଈଙ୍କୁ ରାକ୍ଷୀ ପଠାଉଥିବା ଭଉଣୀଙ୍କୁ ଝଟକା ଦେଇଛି। ଯଦି ଏହି ରକ୍ଷା ବନ୍ଧନରେ ଆପଣ ଭାଈଙ୍କୁ ପୋଷ୍ଟ ଅଫିସ ମାଧ୍ୟମରେ ରାକ୍ଷୀ, ମିଠେଇ ଅଥବା ଉପହାର ପଠାଇବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ…

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ଆମାଜନରେ ବିକ୍ରି, ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି…

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ବିକ୍ରି କରିବା ଏବଂ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଇ-କମର୍ସ ସଂସ୍ଥା ଆମାଜନ୍ (Amazon) ଉପରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଅଗଷ୍ଟ ୪, ୨୦୨୬ରେ…

ବଢୁଛି ‘ବଡ଼ ଟାଇଟଲ୍’, କିନ୍ତୁ ବଢୁନି ଦରମା

ଭାରତରେ କର୍ମଚାରୀଙ୍କ ଚାକିରିର ପଦବୀ ଓ ଦରମା ମଧ୍ୟରେ ବଢୁଥିବା ଅସଙ୍ଗତିକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଅନେକ ପେସାଦାରଙ୍କ ମତରେ, ସେମାନଙ୍କୁ ମିଳିଥିବା ଚାକିରିର ଟାଇଟଲ୍ ବା ପଦବୀ ସେମାନଙ୍କ ଦରମାକୁ ପ୍ରତିଫଳିତ କରୁନାହିଁ। ଫଳରେ କାର୍ଯ୍ୟକ୍ଷେତ୍ରରେ ସ୍ୱୀକୃତି ଓ ପୁରସ୍କାର…

ଆସନ୍ତା ବର୍ଷ ଦର ବୃଦ୍ଧିର ବନ୍ୟା ଆସିବ ବୋଲି ଚେତାବନୀ ,ଭାରତ ସରକାରଙ୍କ ଉପରେ ୩ ଲକ୍ଷ କୋଟିର ସବ୍‌ସିଡି ବୋଝ ବଢ଼ିବ

ଭାରତରେ ଦରମା ବଢ଼ୁନି ହେଲେ ଦରଦାମ ବଢ଼ି ଚାଲିଛି। ଏଥିପାଇଁ ଭାରତୀୟ ଜନତା କଷ୍ଟରେ ଥିବା ବେଳେ ଆସନ୍ତା ବର୍ଷ ଦର ବୃଦ୍ଧିର ବନ୍ୟା ଆସିବ ବୋଲି ଚେତାବନୀ ମିଳିଲାଣି। ଏହି ହାଇ ଆଲର୍ଟ ଜାରି କରିଛି ମଲ୍ଟିନ୍ୟାସନାଲ ଫାଇନାନ୍ସିଆଲ୍ ସର୍ଭିସେଜ୍ ଫାର୍ମ ଜେପି ମୋର୍ଗାନ। ଭାରତ ସରକାରଙ୍କ ଉପରେ ୨୦୨୭…

୨୦୩୬ ସୁଦ୍ଧା ୨୦ ଟ୍ରିଲିୟନ ଡଲାର ରେ ପହଞ୍ଚିବ ଭାରତର ଅର୍ଥନୀତି

୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିୟନ ଡଲାର ଅର୍ଥନୀତି ପାଲଟିବାର ସମ୍ଭାବନା ରହିଛି। ଆବଶ୍ୟକ ଆର୍ଥିକ ସୁଧାର ଓ ଦ୍ରୁତ ଅଭିବୃଦ୍ଧି ଧାରାକୁ ଜାରି ରଖିପାରିଲେ ଏଭଳି ମହତ୍ବାକାଂକ୍ଷୀ ଲକ୍ଷ୍ୟ ପୂରଣ ହୋଇପାରିବ। ଦେଶର ଟଙ୍କା ଆଧାରିତ ଆର୍ଥକ ବୃଦ୍ଧି ୧୪.୨% ଏବଂ ପ୍ରତିବର୍ଷ ଟଙ୍କା ମୂଲ୍ୟରେ ୩ରୁ…

ଜେନ୍ ଜିଙ୍କ ଖର୍ଚ୍ଚ କେବଳ ମଉଜମସ୍ତି ମଧ୍ୟରେ ସୀମିତ ନୁହେଁ, ସେମାନେ ନିଜ ଦରମାର ବଡ଼ ଅଂଶ ପରିବାରର ଦାୟିତ୍ୱରେ…

ଜେନ୍ ଜି। ଦେଶର ଯୁବପିଢ଼ି। ଲାଇଫ ଷ୍ଟାଇଲ, ନୂଆ ଟ୍ରେଣ୍ଡ ଏବଂ ଚିନ୍ତାଧାରାକୁ ନେଇ ସବୁବେଳେ ଚର୍ଚ୍ଚାରେ। ଅନେକ ସମୟରେ ଧାରଣା ରହିଥାଏ ଯେ, ଆଜିର ଯୁବପିଢ଼ି ନିଜ ରୋଜଗାରର ଅଧିକାଂଶ ଟଙ୍କା ବୁଲାବୁଲି, ବ୍ରାଣ୍ଡେଡ୍ ପୋଷାକ ଓ ମହଙ୍ଗା ସଉକରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବିକ ଏହା ସତ…