Browsing Category

World

All world wide news update will uploaded

ନେପାଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା: ଅତିକମରେ ୧୬୦ ଜଣଙ୍କ ମୃତ୍ୟୁ , ହଜାର ହଜାର ନିଖୋଜ

କାଠମାଣ୍ଡୁ: ନେପାଳର ରସୁୱା ଅଞ୍ଚଳରେ ବୁଧବାର ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଭୟାବହ ରୂପ ଧାରଣ କରିଛି। ଏହି ବିପର୍ଯ୍ୟୟରେ ଅତିକମରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଆକଳନ କରାଯାଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜଙ୍କ ମଧ୍ୟରେ ପ୍ରାୟ…

ଆମେରିକା ସେନାର ବିଭିନ୍ନ ସ୍ତରରେ ଦେଖା ଦେଇଛି ନେତୃତ୍ୱ ସଂକଟ

ଆମେରିକା ସେନାର ବିଭିନ୍ନ ସ୍ତରରେ ନେତୃତ୍ୱ ସଂକଟ ଦେଖା ଦେଇଛି। ଏହା ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ସେନା ପଶ୍ଚିମ ଏସିୟାରେ ଜାରି ଯୁଦ୍ଧରେ ସକ୍ରିୟ ରୂପେ ସାମିଲ ରହିଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏହି ଗୁରୁତର ସଂକଟ ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଙ୍କ…

ଚୀନ ଗସ୍ତରେ ଭାରତର ଏନଏସଏ,ସୀମା ବିବାଦର ସମାଧାନ ନିମନ୍ତେ ହେବ ଆଲୋଚନା

ଚୀନ ଗସ୍ତରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ ) ଅଜିତ ଡୋଭାଲ। ସେ ସୋମବାର ଚୀନ୍ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ଏବଂ ତିକ୍ତ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏକ ପ୍ରମୁଖ ବୈଠକ ଚାଲିଛି। ସେ…

ଜାପାନରେ ଭୂକମ୍ପର ଜୋରଦାର ଝଟକା,୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ

ଜାପାନରେ ରବିବାର ଭୋରୁ ଭୂକମ୍ପର ଜୋରଦାର ଝଟକା । ରାଜଧାନୀ ଟୋକିଓ ସମେତ ପୂର୍ବ ଜାପାନର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ତୀବ୍ରତା ୫.୯ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁଁ ୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ ହୋଇଥିବା ଅଧିକାରୀମାନେ ସୂଚନା…

ଆମେରିକା ଏବଂ କାନାଡା ମଧ୍ୟରେ ଚାଲିଥିବା ୩ ଦିନିଆ ବାଣିଜ୍ୟ ଆଲୋଚନା ସମ୍ପୂର୍ଣ୍ଣ ବିଫଳ,ଟ୍ରମ୍ପ ଲଗାଇଲେ ୫୦% ଶୁଳ୍କ

ଆମେରିକା ଏବଂ କାନାଡା ମଧ୍ୟରେ ଚାଲିଥିବା ୩ ଦିନିଆ ବାଣିଜ୍ୟ ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ମଧ୍ୟରାତ୍ରିରୁ କାନାଡାର ୨୦ ବିଲିୟନ ଡଲାର (ପ୍ରାୟ ୧.୯ ଲକ୍ଷ କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ଉପରେ ୫୦% ଶୁଳ୍କ ବା ଟାରିଫ୍ ଲାଗୁ…

ଆମେରିକା ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି , ପ୍ରଥମ ଥର ପାଇଁ ଦେଶର ଋଣ ୪୦ ଟ୍ରିଲିୟନ ଡଲାର ଟପିଛି

ଆମେରିକା ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ପ୍ରଥମ ଥର ପାଇଁ ଦେଶର ଋଣ ୪୦ ଟ୍ରିଲିୟନ ଡଲାର ଟପିଛି । ବୁଧବାର ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ ଏହି ତଥ୍ୟ ମିଳିଛି । ରିପୋର୍ଟରେ ଜଣା ପଡିଛି ଯେ, ଡୋନାଲ୍ଡ ଟ୍ରମ୍ପ୍ ଏବଂ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଋଣ ଭାର ସବୁଠୁ ଅଧିକ…

ହର୍ମୁଜ ପ୍ରଣାଳୀକୁ ସିଧାସଳଖ ଆମେରିକାର ଅଞ୍ଚଳ ବୋଲି ଏକ ନକ୍ସା ପୋଷ୍ଟ କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଟ୍ରୁଥ୍ ସୋସିଆଲ୍ ଏକ ନକ୍ସା ପୋଷ୍ଟ ପରି ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ଟ୍ରମ୍ପ ନୂଆ ନକ୍ସରେ ହର୍ମୁଜ ପ୍ରଣାଳୀକୁ ସିଧାସଳଖ ଆମେରିକାର ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ପୋଷ୍ଟ କରାଯାଇଥିବା ନକ୍ସାରେ ଇରାନ ଏବଂ ଓମାନ ମଧ୍ୟରେ…

ଆମେରିକାରେ ଝଡ଼ ବର୍ଷା ସହ ବନ୍ୟା, ଛଅ ମୃତ

ଆମେରିକାରେ ପ୍ରକୃତିର ତାଣ୍ଡବ । ଝଡ଼ ବର୍ଷା ସହ ବନ୍ୟା ଇଣ୍ଡିଆନାକୁ ନଷ୍ଟ କରିଦେଇଛି। ଯେଉଁଥିରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଇଣ୍ଡିଆନାପୋଲିସର ହ୍ୱାଇଟ୍ ନଦୀ ସର୍ବୋଚ୍ଚ ବନ୍ୟା ସ୍ତରକୁ ପହଞ୍ଚିଛି। ରାଜ୍ୟ ରାଜଧାନୀ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା କମିବ ବୋଲି ଆଶା…

ଓଲଟିଲା ଯାତ୍ରୀବାହୀ ବସ୍,୧୨ ମୃତ ୩୭ ଜଣ ଯାତ୍ରୀ ଆହତ

ହଙ୍ଗେରୀର ପୂର୍ବ ଭାଗରେ ଥିବା ଏକ ମୋଟରୱେରେ ଏକ ପୋଲାଣ୍ଡ-ପଞ୍ଜୀକୃତ ପର୍ଯ୍ୟଟକ ବସ୍ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଗୁରୁତର ଆହାତ ହୋଇଛନ୍ତି। ରବିବାର ସକାଳେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର (Peter Magyar) ନିଜ ଫେସବୁକ୍ ପୋଷ୍ଟ ମାଧ୍ୟମରେ…