Browsing Category

Sports

All sports related news will be uploaded

ଆଇସିସି ଟେଷ୍ଟ ବୋଲର ମାନ୍ୟତା: ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି…

ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ରାଜୁତି ଶେଷ ହୋଇଛି। ବୁଧବାର ତାଙ୍କୁ ହଟାଇ ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି। ବୁମରା ଦୀର୍ଘ ୬୯୭ ଦିନ ଧରି…

ଭାରତ ପାଇଁ ୱିକେଟକିପର ଭାବେ ସର୍ବାଧିକ ଟେଷ୍ଟ ରନ୍ କରିବାରେ ଧୋନିଙ୍କୁ ପଛରେ ପକାଇଲେ ରିଷଭ ପନ୍ତ

ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ବ୍ୟାଟର ରିଷଭ ପନ୍ତ ଇତିହାସ ରଚିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଇତିହାସରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ଶୁବମନ ଗିଲଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ…

ଭାରତ ଏବଂ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ମ୍ୟାଚ: ରିଷଭ ପନ୍ତ ଆହତ

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ୱିକେଟକିପର-ବ୍ୟାଟର ରିଷଭ ପନ୍ତ ପଡ଼ିଆ ଛାଡ଼ିଛନ୍ତି। କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଇନିଂସର ୫୮ତମ ଓଭରରେ ଶ୍ରୀଲଙ୍କା ବୋଲର ଲାହିରୁ କୁମାରାଙ୍କର ଗୋଟିଏ ସର୍ଟ ବଲ୍ ପନ୍ତଙ୍କ wristରେ ବାଜିଥିଲା। ପନ୍ତ…

ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ-୨୦୨୬: ଭାରତକୁ ପରାସ୍ତ କରି ସେମିଫାଇନାଲରେ ନେଦରାଲାଣ୍ଡ୍‌ସ

ଏଫ୍‌ଆଇଏଚ୍‌ ମହିଳା ହକି ହକି ବିଶ୍ବକପ-୨୦୨୬ର ସେମିଫାଇନାଲରେ ନେଦରାଲାଣ୍ଡ୍‌ସ ପ୍ରବେଶ କରିଛି। ଶୁକ୍ରବାର ଆମଷ୍ଟଲଭିନରେ ଦ୍ବିତୀୟ ରାଉଣ୍ଡ ପୁଲ-ଇର ଖେଳାଯାଇଥିବା ମ୍ୟାଚରେ ନେଦରଲାଣ୍ଡ୍‌ସ ୨-୦ ଗୋଲରେ ଭାରତକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ପରାଜୟ ସହ ଭାରତର…

ଭାରତ ଏବଂ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ: ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ପରିର୍ତ୍ତନ,ବାଦ୍ ପଡ଼ିପାରନ୍ତି କୁଲଦୀପ ଯାଦବ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଅଗଷ୍ଟ ୨୩ ତାରିଖରେ ସିଂହଳୀ ସ୍ପୋର୍ଟସ କ୍ଲବ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ସ୍ଥିତି…

ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଗଲ୍ ଟେଷ୍ଟକୁ କବଜା କରିଛି ଭାରତ

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚକୁ ଜିତି ନେଇଛି ଗିଲ୍ ବାହିନୀ । ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଗଲ୍ ଟେଷ୍ଟକୁ କବଜା କରିଛି ଭାରତ । ଏହି ବିଜୟ ସହିତ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ…

ପାକିସ୍ତାନର ବିଶ୍ୱକପ୍ ଅଭିଯାନ ଶେଷ,ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି ଭାରତ

ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗନର ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି । ଭାରତ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ସେପଟେ ଏହି ପରାଜୟ ପାକିସ୍ତାନର ବିଶ୍ୱକପ୍ ଅଭିଯାନ ଶେଷ କରିଛି । ଦଳର ବିଜୟର…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କାକୁ ୩୭୨ ରନର ଟାର୍ଗେଟ ଦେଇଛି ଭାରତ

ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କାକୁ ୩୭୨ ରନର ଟାର୍ଗେଟ ଦେଇଛି ଭାରତ । ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ୍ କରିଥିବା ଭାରତୀୟ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନ୍ କରିପାରିଥିଲା । ଗିଲ୍ ବ୍ରିଗେଡ ଦ୍ବିତୀୟ ଇନିଂସରେ ମାତ୍ର ୧୯୩ ରନରେ…

ମହାନ ଫୁଟବଲରଙ୍କ କ୍ରିଷ୍ଟିଆନୋ ରୋନାଲ୍ଡୋ ଙ୍କ କ୍ୟାରିଅର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି,ଏନେଇ ଦେଲେ ସଙ୍କେତ

ଖୁବ୍ ଶୀଘ୍ର ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ । ପର୍ତ୍ତୁଗାଲର ଏହି ମହାନ ଫୁଟବଲରଙ୍କ କ୍ୟାରିଅର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ରୋନାଲ୍ଡୋ । ତାଙ୍କୁ ଷ୍ଟାଡିୟମରେ ଆଉ ମାତ୍ର ଅଳ୍ପ ଦିନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ୨୦୨୬-୨୭ପରେ ସେ…

ଭାରତ -ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ,ଭାରତ ୯ ୱିକେଟ୍ ହରାଇ ୪୬୦ ରନ୍ ସଂଗ୍ରହ କରିଛି

ଗାଲେରେ ଚାଲିଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୪୬୦ ରନ୍ ସଂଗ୍ରହ କରିଛି। ବର୍ଷା ପ୍ରଭାବିତ ଏହି ଦିନରେ ପିଚର ସ୍ଥିତି ବୋଲରଙ୍କ ପାଇଁ ଅଧିକ ଅନୁକୂଳ ଥିଲେ ମଧ୍ୟ ଭାରତୀୟ ଦଳ ଏକ ମଜଭୁତ ସ୍ଥିତିରେ…