ଆମାଜନ୍ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ ୨୦୨୩ ଆରମ୍ଭ ହୋଇଯାଇଛି । ଯେଉଁଥିରେ ସ୍ମାର୍ଟୱାଚ୍ କିଣିବା ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ ଏତେ ଅଧିକ ରହିଛି ଯେ, ଗ୍ରାହକମାନେ ଅଧାରୁ ବି କମ୍ ମୂଲ୍ୟରେ AMOLED ଡିସପ୍ଲେ ସ୍ମାର୍ଟୱାଚ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସ୍ମାର୍ଟୱାଚ୍ରେ ଆମାଜନ୍ ଭାରି ଡିସକାଉଣ୍ଟ ଦେଉଛି ।Noiseର ଏହି ସ୍ମାର୍ଟୱାଚ୍ ୧,୯୯୯ ଟଙ୍କାରେ ମିଳୁଛି । ଏଥିରେ ୧.୭୮ ଇଞ୍ଚର AMOLED ରାଉଣ୍ଡ ଡିସପ୍ଲେ, ଫଙ୍କ୍ସନାଲ୍ କ୍ରାଉନ୍ ଏବଂ ଷ୍ଟେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର ଅଛି । ଏହି ଘଣ୍ଟା ସାମାନ୍ୟ ବ୍ୟବହାରରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ । ଏହାର ପ୍ରକୃତ ମୂଲ୍ୟ ହେଉଛି ୭,୯୯୯ ଟଙ୍କା ଯେଉଁଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି ।ଆମାଜନରେ boAt Xtend Plusର ଦାମ୍ ୧,୯୯୯ ଟଙ୍କା ରହିଛି । ଏଥିରେ ୧.୭୮ ଇଞ୍ଚର AMOLED ଡିସପ୍ଲେ, ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋଡ୍, ଷ୍ଟ୍ରେସ୍ ଟ୍ରାକିଂ ସହିତ ଅଲେଓ୍ଵଜ୍ ଅନ୍ ଡିସପ୍ଲେ ଏବଂ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର ଅଛି । ଏହି ଓ୍ଵାଚରେ ୭୦୦ ନିଟ୍ସ ବ୍ରାଇଟନେସ୍ ମିଳିଥାଏ । ଏବଂ ସାମାନ୍ୟ ବ୍ୟବହାର କଲେ ଏହା ୭ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ । ଏହାର ପ୍ରକୃତ ପ୍ରାଇସ୍ ୮,୯୯୯ ଟଙ୍କା କିନ୍ତୁ ଡିସକାଉଣ୍ଟ ପରେ ଏହା ଏତେ ଶସ୍ତାରେ ମିଳୁଛି ।Fire-Boltt Visionary ୨,୧୯୯ ଟଙ୍କାରେ ମିଳୁଛି । ଏଥିରେ ୧,୭୮ ଇଞ୍ଚର AMOLED ଡିସପ୍ଲେ, ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋଡ, ଅଲେଓ୍ଵଜ୍ ଅନ୍ ଡିସପ୍ଲେ ଏବଂ ଷ୍ଟ୍ରେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର୍ସ ମିଳିଥାଏ । ଏହି ଘଣ୍ଟାରେ ୭୦୦ ନିଟ୍ସ ବ୍ରାଇଟନେସ୍ ମିଳିଥାଏ ଏବଂ ସାମାନ୍ୟ ବ୍ୟବହାରରେ ଏହା ପାଞ୍ଚ ଦିନର ବ୍ୟାଟେରୀ ଲାଇଫ ଦେଇଥାଏ । ଆମାଜନରେ NoiseFit Haloର ଦାମ୍ ୨,୪୯୯ ଟଙ୍କା ରହିଛି । ଏଥିରେ ୧.୪୩ ଇଞ୍ଚର AMOLED ରାଉଣ୍ଡ ଡିସପ୍ଲେ ଏବଂ ଷ୍ଟ୍ରେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର ଅଛି ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post