Browsing Category

Entertainment

All entertainment related news will be uploaded here

କ୍ରିତି ସାନନଙ୍କ ଡ୍ରେସକୁ ନେଇ ବିବାଦ: ରକ୍ଷା ବନ୍ଧନ ବିଜ୍ଞାପନକୁ ହଟାଇଲା ଜୁଏଲାରୀ ବ୍ରାଣ୍ଡ

ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କୁ ନେଇ ରକ୍ଷା ବନ୍ଧନ ବିଜ୍ଞାପନକୁ ହଟାଇଛି ଜୁଏଲାରୀ ବ୍ରାଣ୍ଡ । କ୍ରିତି ସାନନଙ୍କ ଡ୍ରେସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ୟୁଜରମାନେ ରକ୍ଷାବନ୍ଧନ ବିଜ୍ଞାପନରେ ପିନ୍ଧିଥିବା ଡ୍ରେସ ପାଇଁ କ୍ରିତି ସାନନଙ୍କୁ ଟ୍ରୋଲ୍ କରିଥିଲେ ।…

ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ,ଟାଙ୍କୁରି ଉଠିଗଲା ଲୋମ

ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପୌରାଣିକ କଥା ଓ ପୁରାଣ ଅନୁସାରେ, ଶୁକ୍ରାଚାର୍ଯ୍ୟ ଅସୁରମାନଙ୍କ ଗୁରୁ ଥିଲେ।…

ହସ୍ପିଟାଲରେ ହିରୋ ନମ୍ବର ୱାନ୍’ ଗୋବିନ୍ଦା, ଜାଣନ୍ତୁ କାରଣ

ବଲିଉଡର ‘ହିରୋ ନମ୍ବର ୱାନ୍’ ଗୋବିନ୍ଦା ଏବେ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଲଗାତାର ଲାଇମଲାଇଟରେ ଅଛନ୍ତି। ବିଶେଷ କରି ପତ୍ନୀ ସୁନୀତା ଆହୁଜାଙ୍କ ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଏବେ ଅଭିନେତା…

ଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ, ଲୋକେ ସୁରକ୍ଷିତ

ଦିଲ୍ଲୀର ଗ୍ରେଟର କୈଳାଶ-୧ରେ ଥିବା ସଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ । ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଏବଂ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ହତାହତ ହୋଇନାହିଁ । ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା…

ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି: ଚାଲିଗଲେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତ ଜଗତର ଜଣେ ଯୁଗାନ୍ତକାରୀ କଣ୍ଠଶିଳ୍ପୀ, ବିଶିଷ୍ଟ ଗାୟକ ପ୍ରଣବ ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟ ତଥା ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୮ ମସିହାରେ ଚଳଚ୍ଚିତ୍ର 'ଭକ୍ତ ଧ୍ରୁବ'…

ଇମ୍ରାନ୍ ହାଶମୀଙ୍କ ‘ଆୱାରାପନ୍ ୨’ଷଷ୍ଠ ଦିନରେ ୬.୭୫ କୋଟି ଟଙ୍କାର ବ୍ୟବସାୟ କରିଛି

ବକ୍ସ ଅଫିସରେ ଶିବମ୍ ପଣ୍ଡିତଙ୍କ ଏଣ୍ଟ୍ରି ଧମାକେଦାର ହେବାକୁ ଯାଉଛି । ହୁଏତ ସେ ନିଜେ ଏ କଥା ଭାବି ନଥିବେ । ସେହି ସମୟରେ ପ୍ରଥମ ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ କଲ୍ଟ ଫିଲ୍ମର ମାନ୍ୟତା ମିଳିଥିଲା । ସେହିପରି ଇମ୍ରାନ୍ ହାଶମୀଙ୍କ ଏହି ଫିଲ୍ମର…

ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ବିରାମ,ଏବେ ଦୁହେଁ…

ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ବିରାମ ଲାଗିଛି । ଗତ କିଛିଦିନ ହେଲାଣି ଦୁହେଁ ପରସ୍ପରକୁ ନେଇ ବୟାନବାଜି କରୁଥିଲେ । ଏହାରି ଭିତରେ ସୁନୀତା ଆହୁଜା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ନଜର…

‘ଆୱାରାପନ୍ ୨’କୁ ବକ୍ସ ଅଫିସରେ ଭଲ ସଫଳତା ମିଳିବା ପରେ ପୁଣି ଥରେ ଜନ୍ନତ-୩’ରେ ନଜର ଆସିବେ ଇମ୍ରାନ ହାସମି

ବଲିଉଡ୍ ଅଭିନେତା ଇମ୍ରାନ ହାସମି ଏବେ ଚର୍ଚ୍ଚାରେ। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ‘ଆୱାରାପନ୍ ୨’କୁ ବକ୍ସ ଅଫିସରେ ଭଲ ସଫଳତା ମିଳିଛି। ଫିଲ୍ମଟି ମାତ୍ର ଦୁଇ ଦିନ ମଧ୍ୟରେ ୫୦ କୋଟିରୁ ଅଧିକ ନେଟ୍ ଆୟ କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଇମ୍ରାନଙ୍କ ଆଉ ଏକ ଲୋକପ୍ରିୟ ଫିଲ୍ମ…

ବଲିଉଡର ତିନି ପ୍ରମୁଖ ସୁପରଷ୍ଟାର ଙ୍କୁ ପାନ ମସଲା ବିଜ୍ଞାପନ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କଲା FDA)

ବଲିଉଡର ତିନି ପ୍ରମୁଖ ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ସମସ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ପାନ ମସଲା ବିଜ୍ଞାପନ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହି…

କୌନ୍ ବନେଗା କରୋଡ଼ପତି ହଟ୍ ସିଟ୍‌ରେ ‘ବିଶ୍ୱର ସବୁଠାରୁ ଛୋଟ ଡାକ୍ତର’, ପ୍ରକାଶ କଲେ ଜୀବନର ଭାବପ୍ରବଣ ଘଟଣା

କୌନ୍ ବନେଗା କରୋଡ଼ପତି ସିଜନ୍ ୧୮ର ସଦ୍ୟ ପ୍ରସାରିତ ଏପିସୋଡରେ ହୋଷ୍ଟ ଅମିତାଭ ବଚ୍ଚନ ଗ୍ରାଣ୍ଡ ଏଣ୍ଟ୍ରି କରି ଦର୍ଶକଙ୍କୁ ସ୍ୱାଗତ କରିଥିଲେ । ଏହାପରେ ହୋଇଥିଲା ଫାଷ୍ଟେଷ୍ଟ ଫିଙ୍ଗର୍ ଫର୍ଷ୍ଟ ରାଉଣ୍ଡ। ଏହି ରାଉଣ୍ଡରେ ଗୁଜରାଟର ଗୋର୍ଖୀ ଗାଁର ଗଣେଶ ବାରେୟା ହଟ୍ ସିଟ୍‌ରେ ବସିବାର ସୁଯୋଗ…