Browsing Category

Politics

All politics-related news information will be uploaded here in daily besis

ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜରାସ୍ତାକୁ ଓଲ୍ଲାଇବ ଛାତ୍ର କଂଗ୍ରେସ,ରାଜ୍ୟର ସମସ୍ତ ମହାବିଦ୍ୟାଳୟ ସମ୍ମୁଖରେ…

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓଲ୍ଲାଇବ ଛାତ୍ର କଂଗ୍ରେସ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ବିଭୁତି…

ସମ୍ମାନରେ କିଏ ହାତ ଲଗେଇଲେ ସେ ହାତ କୁ କାଟି ଫିଙ୍ଗି ଦେବାର ତାକତ ଅଛି – କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଷୋଦଗାର । କହିଲେ, ରାଉରକେଲାରେ ଅନ୍ୟ ଦଳରୁ ଆସି କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ମୁଁ ଦଳକୁ ରକ୍ତ ମାଂସ ଦେଇଛି । ଦଳ ମୋତେ ଯେତିକି…

ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ କୌଣସି ପ୍ରଭାବ ନାହିଁ : ମୋଦୀ ପୁଣି ଥରେ ସରକାର ଗଠନ କରି…

କ’ଣ ଚାହୁଁଛନ୍ତି ଦେଶବାସୀ । କେମିତି ଅଛି ଦେଶର ପଲିଟିକାଲ ମାହୋଲ । ସରକାରଙ୍କ ଉପରେ କେତେ ଖୁସି ଅଛନ୍ତି ଜନତା । ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ ପ୍ରଭାବ ପକାଇଛି ନା ନାହିଁ । ଏନେଇ ସର୍ଭେ କରିଛି ଇଣ୍ଡିଆ ଟୁଡେ-ସିଭୋଟର୍ । ଯେଉଁଥିରେ ଦେଶ ସହ ବିଭିନ୍ନ ରାଜ୍ୟରେ…

CJP କୁ ୪୩ ପ୍ରତିଶତ ଭୋଟରଙ୍କ ’ନା’

ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର ୫ ତାରିଖରେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚର ଆହୱାନ କରାଯାଇଛି। ଏହି ସମୟରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଲୋକଙ୍କୁ…

ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ,ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ

ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ମାସିକିଆ ଗ୍ରାଉଣ୍ଡ ଜିରୋ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ। ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ଯାଏଁ ଚାଲିବ ଏହି ଅଭିଯାନ ।…

ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କୁ ବିଜେପି ମୁଖ୍ୟାଳୟରେ ଭେଟିଲେ ମୋଦୀ , ଜେନେରେସନ୍‌-ଜେଡ୍‌’ଙ୍କ ସହ ଯୋଗାଯୋଗ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ…

କଂଗ୍ରେସର ନିଷ୍ପତ୍ତି ଜାତୀୟତା ବିରୋଧୀ: ଶାହା

କଂଗ୍ରେସ କାର୍ଯ୍ୟକାରିଣୀ କମିଟି  ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର କେବଳ ପ୍ରଥମ ଦୁଇଟି ପଙ୍‌କ୍ତି ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା…

ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର ,ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ,

 ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ । ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡିଆ , ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ସ୍ମଶାନ, ଗ୍ରାମୀଣ…

ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି –…

ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬' (MMDR Amendment Bill-2026) କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି…