Browsing Category

Health

News related to complete physical, mental and social well-being

ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ,ଘରୋଇ ହସ୍ପିଟାଲକୁ ଶୋ’ କଜ୍ ନୋଟିସ୍…

ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ବିରୋଧରେ ଓଡ଼ିଶା ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାଞ୍ଚ ସମୟରେ ତ୍ରୁଟି ଚିହ୍ନଟ ହେବା ପରେ ଭୁବନେଶ୍ୱରସ୍ଥିତ…

ରାଖୀ ପୂର୍ଣ୍ଣିମା ପୂର୍ବରୁ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ହୋଇଛି ଯାଞ୍ଚ,ବିଭିନ୍ନ ମିଠା ଦୋକାନରେ BMC…

ରାଖୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ହୋଇଛି ଯାଞ୍ଚ । ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବିଶେଷକରି କେମିକାଲ୍ ଓ ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ବିକ୍ରି ହେଉଛି କି ନାହିଁ, ତା’ ଉପରେ ରହିଛି…

ସର୍ପଦଂଶକୁ ନୋଟିଫାଏବଲ୍ ଡିଜିଜ୍ ବା ଅଧିସୂଚିତ ରୋଗ ଭାବେ ଘୋଷଣା କଲେ ସରକାର

ଅନେକ ସମୟରେ ସାପ କାମୁଡ଼ିବା ପରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ରୋଗୀଙ୍କ ଜୀବନ ବିପଦରେ ପଡ଼ିଥାଏ । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ଏହା ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ସର୍ପଦଂଶକୁ ନୋଟିଫାଏବଲ୍ ଡିଜିଜ୍ ବା ଅଧିସୂଚିତ ରୋଗ ଭାବେ ଘୋଷଣା କରିଛନ୍ତି ।…

ମାର୍କେଟ ସାରା ବିଷ ପନିର,ଭୁବନେଶ୍ବରରେ ଏକ ମଲରେ ଚଢାଉ କଲା ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍

ପନିର ନୁହେଁ ପଏଜନ ।  ମାର୍କେଟ ସାରା ବିଷ ପନିର। ଭୁବନେଶ୍ବରରେ ଏକ ମଲରେ ଚଢାଉ ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍ ରେଡ୍ କରି ଥିଲା। ଅପମିଶ୍ରଣ ଜଣାପଡ଼ିବା ପରେ ମଲରେ ଥିବା ରେଷ୍ଟୁରାଣ୍ଟରେ ଚାଲିଛି ଯାଞ୍ଚ। ଗତକାଲି କଟକ ଓ ବ୍ରହ୍ମପୁରରେ ଚଢାଉ କରାଯାଇ ବିପୁଳ ପରିମାଣର ପନିର ନଷ୍ଟ…

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ,୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ…

ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି । ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ । ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲରେ ୬୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ…

ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଏଆଇ

ଶିଶୁଙ୍କ ପୋଷଣ ଜଗିବ ଏଆଇ। ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା।  ପୁଷ୍ଟିହୀନତା ସବୁବେଳେ ସବୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ, ଆଉ ଏଥିପାଇଁ ସରକାର  ବିଭିନ୍ନ ପନ୍ଥା ଆପଣାଇଥାନ୍ତି ।…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କଙ୍କ ହେଲା ଏଞ୍ଜିଓପ୍ଲାଷ୍ଟି,ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତା ଜେପି ନଡ୍ଡାଙ୍କ ଦିଲ୍ଲୀ ଏମ୍ସରେ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ଅଗଷ୍ଟ ୧୭ ତାରିଖରେ ଏହି…

ବର୍ଷାଋତୁ ରେ ଆଖି ସଂକ୍ରମଣ ସମସ୍ୟାରୁ କିପରି ମିଳିବ ମୁକ୍ତି

ବର୍ଷାଋତୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଥାଏ। ଏଥିସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ନେଇ ଆସିଥାଏ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆଖି ସଂକ୍ରମଣ । ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି, ଜଳ ଉତ୍ସ ଦୂଷିତ ହେବା ଏବଂ ବାହ୍ୟ ବାତାବରଣ ଅପରିଚ୍ଛନ୍ନ ହେବା ଆଶଙ୍କା…

ଜନ୍ମଦିନ କେକ୍ ରେ ଝିଟିପିଟି,୭ ଶିଶୁ ସମେତ ୧୧ ଲୋକ ଅସୁସ୍ଥ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମଲା ଝିଟିପିଟି ପଡ଼ିଥିବା ଏକ ଜନ୍ମଦିନ କେକ୍‌ ଖାଇବା ପରେ ୭ ଜଣ ଶିଶୁଙ୍କ ସମେତ ୧୧ ଜଣ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାତ ଜଣ ଅସୁସ୍ଥ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟ୍…

ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟ…

ଭୁବନେଶ୍ୱରର ବିଜେବି ନଗର ସ୍ଥିତ ନାଗେଶ୍ୱର ଟାଙ୍ଗିଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ନିର୍ମାଣ ହେବାକୁ ଯାଉଛି।  ରାଜ୍ୟରେ ଆୟୁର୍ବେଦିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।…