ବାହାନଗା ରେଳ ଦୁର୍ଘଟଣାର ଶିକାର ୨୮ପରିଚୟହୀନ ଶବ ଦାହ
ଭୁବନେଶ୍ବର: ଦୀର୍ଘ ସାଢ଼େଚାରି ମାସ ପରେ ଏମ୍ସ ଶବସଂରକ୍ଷଣ ଗୃହରେ ପଡ଼ି ରହିଥିବା ବାହାନଗା ରେଳ ଦୁର୍ଘଟଣାର ଶିକାର ୨୮ପରିଚୟହୀନ ଶବକୁ ଦାହ କରାଯାଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ରେ ବିଏମ୍ସିର ସ୍ବତନ୍ତ୍ର ବାହନ ଜରିଆରେ କଣ୍ଟେନର ସହିତ ପ୍ରଥମ ୩ଟି ଶବକୁ ଏମ୍ସରୁ ଭରତପୁର ମଶାଣିକୁ…