ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଏନସିସି ମହାନିର୍ଦ୍ଦେଶକ

ଗୋପାଳପୁର: ଏନସିସି ମହାନିର୍ଦ୍ଦେଶକ ଲେପଟନାଣ୍ଟ ଜେନେରାଲ ଗୁରବୀର ପାଲ ସିଂ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଅନୁଷ୍ଠିତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶ ସେବା ମହତ ସେବା ଉପରେ ଆଲୋକପାତ କରିଛନ୍ତି ।…