Browsing Category

Culture

ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ ରାଖୀ

ଆଜି ପବିତ୍ର ରାଖୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ…

ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ସମ୍ଭାବନା,ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ…

ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ସମ୍ଭାବନା । କଟକ ବାଲିଯାତ୍ରା – ୨୦୨୬ର ଆୟୋଜନକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଉପର ପଡ଼ିଆରେ…

ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ,ରଥ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା…

ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି ।…

ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା,ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ…

ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ।  ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ କାର୍ଯ୍ୟକାରୀ ହେବ ଯୋଜନା । ସୋମବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବୈଠକ ପରେ ଆଇନ ମନ୍ତ୍ରୀ କହିଛନ୍ତି…

ଆଜି ଶ୍ରାବଣ ମାସର ଶେଷ ସୋମବାର,ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ

ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି । ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ହରହର ମହାଦେବଙ୍କ ଧ୍ୱନି । ଭୋଳାବାବାଙ୍କ ଆଶୀର୍ବାଦ ପାଇବା ପାଇଁ ହାତରେ କଳସ ଓ କାନ୍ଧରେ ବାହୁଙ୍ଗି ଧରି ମାଇଲ୍ ମାଇଲ୍ ବାଟ ଚାଲି…

ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ,ସାତଦିନ ଧରି ଚାଲିବ

ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ ।…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ନନ୍ଦନକାନନ କୁ ଆସୁଛନ୍ତି ରେଡ୍ କଙ୍ଗାରୁ

ନନ୍ଦନକାନନରୁ ଖୁସି ଖବର। ଆସୁଛନ୍ତି ନୂଆ ବିଦେଶୀ ଅତିଥି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ…

ଗହ୍ମା ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ,୨୭ ତାରିଖରେ ସାଧାରଣ ଲୋକେ ରକ୍ଷା ବନ୍ଧନ ପାଳନ କରିବା ସହ ଶ୍ରୀମନ୍ଦିରରେ ୨୮…

ପବିତ୍ର ରାଖି ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ । ଆସନ୍ତା ୨୭ ତାରିଖ ସକାଳ ୯ଟା ୭ଟାରୁ ପୂର୍ଣ୍ଣିମା ତିଥି ଲାଗୁଥିବା ବେଳେ ଜନସାଧାରଣ ରକ୍ଷା ବନ୍ଧନ କାର୍ଯ୍ୟ କରି ପାରିବେ । ୨୭ ତାରିଖ ସକାଳ ୯ ଟା ୭ ରୁ ୨୮ ତାରିଖ ସକାଳ ୯ଟା ୪୫ ଯାଏ ପୂର୍ଣ୍ଣମୀ ତିଥି ରହିଛି ବୋଲି…

ଶ୍ରାବଣ ୩ୟ ସୋମବାରରେ ଅଘଟଣ, ଦଳାଚକଟାରେ 7 କାଉଡ଼ିଆଙ୍କ ମୃତ୍ୟୁ ଓ ଅନେକ ଆହତ

ଶ୍ରାବଣ ୩ୟ ସୋମବାରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଏଠାରେ ବର୍ଷକୁ ଥରେ ଖୋଲୁଥିବା ନାଗଚନ୍ଦ୍ରେଶ୍ବର ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାରି ଭିତରେ ମନ୍ଦିର ପରିସରରେ ଦଳାଚକଟା ସ୍ଥିତି ଦେଖାଦେଇଛି । ହରସିଦ୍ଧି ମନ୍ଦିର…

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର, ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼। ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ। ଜଳଲାଗି ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ। ଶୈବପୀଠରେ ଜଳଲାଗି କରିବାକୁ କାଉଡିଆଙ୍କ ପ୍ରବଳ ସମାଗମ ହୋଇଛି। ଲିଙ୍ଗରାଜ…