Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
Browsing Category
Defence
News related to Ministry of Defence (GOI)
ଟ୍ରମ୍ପଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ‘ଭିତ୍ତିହୀନ”: ଇରାନ
ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଟ୍ରମ୍ପଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ‘ଭିତ୍ତିହୀନ” ବୋଲି ଖାରଜ କରି ଭାରତରେ ଥିବା ଇରାନୀ ଦୂତାବାସ କହିଛି ଯେ,…
NEET-UG ପରୀକ୍ଷା: ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯିବ
NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର…
ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ,ମୁଖ୍ୟ ଲକ୍ଷ୍ୟ ‘JAI’ ଭିଜନ୍
ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ । ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇେଛନ୍ତି । ଗତକାଲି ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜେନେରାଲ୍ ରାଜା ସୁବ୍ରମଣୀ ଦାୟିତ୍ୱ ନେଇଛନ୍ତି । ଗତ ୯ ତାରିଖରେ…
ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ଟ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଶେଷ ,3 ସେନା ପକ୍ଷରୁ ଦିଆଗଲା ଗାର୍ଡ଼ ଅଫ ଅନର
ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ଟ (ସିଡିଏସ୍) ଅନିଲ ଚୌହାନଙ୍କ କାର୍ଯ୍ୟକାଳ ୩୦ ମେ ଶନିବାର ସମାପ୍ତ ହୋଇଛି। ଦୀର୍ଘ ଚାରି ଦଶନ୍ଧୀରୁ ଅଧିକ ସମୟର ସୈନ୍ୟ ସେବା ପରେ ଔପଚାରିକ ରୂପେ ସେ ବିଦାୟ ଗ୍ରହଣ କରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳକୁ ଅତ୍ୟନ୍ତ ସନ୍ତୋଷଜନକ ଓ ଉଲ୍ଲେଖନୀୟ ବୋଲି କହିଛନ୍ତି। ତେବେ…
ପୂର୍ବ ଲଦାଖରେ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ , ବର୍ତ୍ତିଲେ ବରିଷ୍ଠ ଅଧିକାରୀ,ଦୁଇ ପାଇଲଟ୍ ଆହତ
ପୂର୍ବ ଲଦାଖରେ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବରିଷ୍ଠ ସାମରିକ ଅଧିକାରୀ ବର୍ତ୍ତି ଯାଇଛନ୍ତି। ଦୁଇ ଜଣ ପାଇଲଟ୍ ଆହତ ହୋଇଥିବା ଜଣାପଡ଼ିଛି। ସେନା ଏପର୍ଯ୍ୟନ୍ତ ଦୁର୍ଘଟଣାର ନିଶ୍ଚିତ କରିନାହିଁ।ପାଗ ସମ୍ପୂର୍ଣ୍ଣ ସ୍ୱଚ୍ଛ ଥିଲା, ତେଣୁ ଦୁର୍ଘଟଣାର କାରଣ…
ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ
ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଗୋଟିଏ ବର୍ଷ ମଧ୍ୟରେ ଏହା ଦ୍ବିତୀୟ ବିମାନ ଦୁର୍ଘଟଣା । ପୂର୍ବରୁ ଅଜିତ ପାୱାରଙ୍କର ଏହି ବିମାନ ବନ୍ଦରରେ ପ୍ଳେନ କ୍ରାସ ହେବା ଫଳରେ ପ୍ରାଣହାନୀ ହୋଇଥିଲା । ତେବେ ସେହି ବାରାମତୀ ବିମାନବନ୍ଦର ନିକଟରେ ଆଜି ସକାଳେ…
CDS ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି
ନୂଆ CDS ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି CDS ଭାବେ ନିଯୁକ୍ତ ହୋଇଛନ୍ତି । ନୂଆ ଚିଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ କଲେ ଭାରତ ସରକାର । ସାମରିକ ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ବର୍ତ୍ତମାନ CDS ଅଛନ୍ତି ଜେନେରାଲ ଅନୀଲ ଚୌହ୍ବାନ । ମେ’୩୦ରେ…
ଭାରତର ପ୍ରଥମ ସ୍ୱଦେଶୀ TARA ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ
ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ । ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ-DRDO ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଓଡ଼ିଶା ଉପକୂଳରେ TACTICAL ADVANCED RANGE AUGMENTATION -TARA ନାମକ ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ଉଡ଼ାଣ…
ପାଣି ଟାଙ୍କି ଉପରୁ ୨ ଜଣ ପିଲାଙ୍କୁ ବଞ୍ଚାଇଲା ବାୟୁସେନା
ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର Mi-17 V5 ହେଲିକପ୍ଟର । କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା ଦିଏନାହିଁ, ବରଂ ବିପତ୍ତି ସମୟରେ ସାଧାରଣ…
ରୁଷରୁ ଭାରତ ଆସୁଛି ବହୁ ପ୍ରତୀକ୍ଷିତ ଚତୁର୍ଥ S-400
‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିବାକୁ ଯାଉଛି। ଆଉ ଏହାର ଠିକ୍ ପୂର୍ବରୁ ଭାରତ ବାୟୁ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷ ବହୁ ପ୍ରତୀକ୍ଷିତ ଚତୁର୍ଥ S-400 ଏୟାର ଡିଫେନ୍ସ ସିଷ୍ଟମ ଭାରତ ପଠାଇଛି। ଏହା ମେ ମାସ ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବନ୍ଦରରେ…