Browsing Category

Sports

All sports related news will be uploaded

ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ…

ଟିମ୍ ଇଣ୍ଡିଆ ଆଇପିଏଲ ସିଜିନ ସରିବା ପରେ ଆର୍ୟରଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ । ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୨୬ ଏବଂ ୨୮ ଜୁନରେ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ ।…

IPL ୨୦୨୬ : ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ ଈଶାନ୍ କିଶନ

IPL ର ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶାନ୍ କିଶନ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ । ସନରାଇଜର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ସନରାଇଜର୍ସର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତ ଥିବାରୁ…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରୁ କେଉଁ ପରିସ୍ଥିତିରେ ବାଂଲାଦେଶ ଓହରିଲା ସେ ନେଇ ଏକ ତଦନ୍ତ କମିଟି ଗଠନ କରିବେ ବାଂଲାଦେଶର…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରୁ କେଉଁ ପରିସ୍ଥିତିରେ ବାଂଲାଦେଶ ଓହରିଲା ସେ ନେଇ ଏକ ତଦନ୍ତ କମିଟି ଗଠନ କରିବେ ବାଂଲାଦେଶର ନୂଆ ସରକାର। ଏ ନେଇ କ୍ରୀଡ଼ା ମନ୍ତ୍ରୀ ଅମିନୁଲ୍‌ ହକ୍‌। ସେ କହିଛନ୍ତି ଯେ ସରକାର ଜାଣିବାକୁ ଚେଷ୍ଟା କରିବେ କେଉଁ କାରଣରୁ ବାଂଲାଦେଶ ଦଳ ବିଶ୍ବକପ୍‌ ଖେ​ଳିପାରିଲା…

ଆଜି କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ରିସେପ୍ସନ

ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ। ମାର୍ଚ୍ଚ ୧୪ ତାରିଖରେ ଉତ୍ତରାଖଣ୍ଡର ମସୁରୀରେ ତାଙ୍କ ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ବଂଶିକା ସିଂହଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ, ଲକ୍ଷ୍ନୌରେ ଏକ ଭବ୍ୟ ରିସେପ୍ସନର ଆୟୋଜନ କରାଯାଉଛି। ଯାହାର ପ୍ରସ୍ତୁତି ଏବେ…

ନିର୍ବାଚନ ପାଇଁ ଘୁଞ୍ଚି ପାରେ ଆଇପିଏଲ

ବିସିସିଆଇ ଆଇପିଏଲ ପାଇଁ ଖେଳସୂଚୀ ଜାରି କରିଛି । ନିର୍ବାଚନକୁ ନଜରରେ ରଖି ଏପ୍ରିଲ୧୨ତାରିଖ ଯାଏଁ ବିସିସିଆଇ ଖେଳସୂଚୀରେ ବିଭିନ୍ନ ମ୍ୟାଚ୍ ରହିଛି । ଯେଉଁଥିରେ୨୦ଟି ମୁକାବିଲା ଖେଳାଯିବ । ତେବେ ରବିବାର୪ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ…

‘ଗ୍ରାମୋଦୟ’ ଅଭିଯାନ ମାଧ୍ୟମରେ ୧୦ଟି ଜିଲ୍ଲାର ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯିବ…

ଓଡ଼ିଶାର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ  କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଗ୍ରାମୋଦୟ’…

ଆଇପିଏଲ୍‌-୧୯ – କେକେଆର୍‌ ର ନୂଆ ଜର୍ସି ଉନ୍ମୋଚିତ

ଚଳିତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌-୧୯ ପୂର୍ବରୁ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍‌ର ପୂର୍ବ ବିଜେତା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତା’ର ନୂଆ ଜର୍ସିକୁ ଶନିବାର ଉନ୍ମୋଚିତ କରିଛି। ନିଆରା ଡିଜାଇନ୍‌ର ସମ୍ଭାର ଥିବା ଏହି ଜର୍ସିର ଥିମ୍‌…

ପାକିସ୍ତାନୀ ଖେଳାଳିଙ୍କୁ ସନରାଇଜର୍ସ ଲିଡ୍ସ କିଣିବା ପରେ ବିସିସିଆଇ ଦେଲେ ଏହି ବୟାନ

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପ୍ରସଙ୍ଗରେ ଆମର କିଛି କରିବାର ନାହିଁ ବୋଲି କହିଲେ ରାଜୀବ ଶୁକ୍ଲା । ସନରାଇଜର୍ସ ଓ ପାକିସ୍ତାନୀ ଖେଳାଳି ବିବାଦରେ ବିସିସିଆଇର ବଡ଼ ବୟାନ । ଆଇପିଏଲ୍ ନୁହେଁ, ଏହା ବିଦେଶୀ ଲିଗ୍ ବୋଲି କହିଛନ୍ତି ରାଜୀବ ଶୁକ୍ଲା । ଇଂଲଣ୍ଡର ‘ଦି ହଣ୍ଡ୍ରେଡ୍’…

ଇରାନ୍‌-ଆମେରିକା ଯୁଦ୍ଧ କାରଣରୁ ଆଗାମୀ ଆଇପିଏଲ  ପ୍ରଭାବିତ ହେବାର ଆଶଙ୍କା

ତୀବ୍ରତର ହେଉଥିବା ଇରାନ୍‌-ଆମେରିକା ଯୁଦ୍ଧ କାରଣରୁ ଆଗାମୀ ଆଇପିଏଲ  ପ୍ରଭାବିତ ହେବାର ଆଶଙ୍କା ଜାତ ହୋଇଛି। ବିଶେଷ କରି ବିଦେଶୀ ଖେଳାଳିଙ୍କ ଆଗମନ, ଯାତାୟତ ସହିତ ଅନ୍ୟାନ୍ୟ ଲଜିଷ୍ଟିକ୍ସ ଆହ୍ବାନ ଆଇପିଏଲ୍‌ ଆୟୋଜନ କ୍ଷେତ୍ରରେ ପ୍ରତିବଂଧକ ସାଜିବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ଦୁବାଇ…

ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ ଆଇପିଏଲ,ପ୍ରଥମ ୨୦ ମ୍ୟାଚ୍‌ ଲାଗି ସୂଚୀ ଘୋଷିତ

ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ପ୍ରଥମ ୨୦ ମ୍ୟାଚ୍‌ ଲାଗି ସୂଚୀ ବୁଧବାର ଘୋଷିତ ହୋଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ‌୧୦ ଦଳ ଭାଗ‌ନେଉଥିଲା ‌ବେଳେ ମୋଟ ୮୪ ମ୍ୟାଚ୍‌ ଖେଳାଯିବ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳର…