Browsing Category

Sports

All sports related news will be uploaded

ଟିମ୍ ଇଣ୍ଡିଆ ପାଇଁ ₹୧୩୧ କୋଟି ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

୨୦୨୬ ଟି୨୦ ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ଟାଇଟଲ । ଆଉ ଏହି ବିଜୟ ପରେ ଚାମ୍ପିଆନଙ୍କ ଉପରେ ହେଉଛି ଟଙ୍କା ବର୍ଷା । ପୁରସ୍କାର ସ୍ୱରୁପ ମିଳୁଛି କୋଟି କୋଟି ଟଙ୍କା । ବିଜୟ ପରେ, ବିସିସିଆଇ ଟିମ୍‌କୁ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛି । ବୋର୍ଡ ଟିମ୍ ଇଣ୍ଡିଆ ପାଇଁ ନଗଦ…

ମାର୍ଚ୍ଚ ୨୮ରୁ ଆଇପିଏଲ-୨୦୨୬

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(BCCI) ଟାଟା ଆଇପିଏଲ-୨୦୨୬ ପାଇଁ ତାରିଖ ସ୍ଥିର କରିଛି। ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ସିଜିନ୍ ଆନୁଷ୍ଠାନିକ ଭାବରେ ମାର୍ଚ୍ଚ ୨୮ରେ ଆରମ୍ଭ ହେବବୋଲି ପ୍ରସାରକ ଷ୍ଟାର ସ୍ପୋର୍ଟସ୍ ରବିବାର ନିଶ୍ଚିତ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିରୋଧରେ…

ଟି-୨୦ ବିଶ୍ଵକପ୍: ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଡିଫେଣ୍ଡିଂ ଚାମ୍ପିଅନ ହେବାର ରେକର୍ଡ ବଜାୟ ରଖିଲା ଦଳ

ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଡିଫେଣ୍ଡିଂ ଚାମ୍ପିଅନ ହେବାର ରେକର୍ଡ ବଜାୟ ରଖିଲା ଦଳ। ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଶ୍ଵ ଚାମ୍ପିଅନ ହୋଇଛି। ଭାରତ ପ୍ରଥମ ଦଳ ଭାବେ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଜିତିଛି। ୨୦୨୪ ଟି-୨୦ ବିଶ୍ଵକପ…

ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚ : ଟାଇଟଲ ପାଇଁ ଲଢ଼ିବେ ଭାରତ – ନ୍ୟୁଜିଲ୍ୟାଣ୍ଡ

ଫଟାଫଟ କ୍ରିକେଟ ମହାକୁମ୍ଭର ମହା ମୁକାବିଲା ଲାଗି ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରସ୍ତୁତ। ଆଜି ଉକ୍ତ ଷ୍ଟାଡିୟମରେ ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ। ଫାଇନାଲ ଲାଗି ଦୁଇ…

ଟି୨୦ ବିଶ୍ବକପ ବିଜେତା ଟିମକୁ ମିଳିବ ଏତିକି ଟଙ୍କା , ଜାଣିଲେ ଉଡ଼ିବ ହୋସ

ଆଇସିସି ଟି୨୦ ବିଶ୍ବକପ ୨୦୨୬ ଫାଇନାଲକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୮ରେ ଫାଇାନଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ହେବ । ଏହି ମ୍ୟାଚରେ କେବଳ ଟ୍ରଫି ନୁହେଁ ବରଂ କୋଟି କୋଟି ଟଙ୍କାର ପୁରସ୍କାର ରାଶି ରହିଛି । ସମସ୍ତ…

୮ରେ ମହାମୁକାବିଲା,ଭାରତ ବନାମ ନ୍ୟୁଜିଲାଣ୍ଡ

ଭାରତ ବନାମ ନ୍ୟୁଜିଲାଣ୍ଡ ।  ୮ରେ ମହାମୁକାବିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଟକ୍କର । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିସାରିଛି । କାଲି ଇିଂଲିସ ବାହାନୀକୁ ଧୂଳି ଚଟାଇ ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍…

ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି

ସଂଘର୍ଷପୂର୍ଣ୍ଣ, ହୃଦସ୍ପନ୍ଦନ ବଢାଇ ଦେଉଥିବା ମ୍ୟାଚରେ ବାଜି ମାରି ନେଲା ଭାରତ। ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇଛି। ଶେଷ ପର୍ଯ୍ୟନ୍ତ ଲଢି ହାରିଛି ଇଂଲଣ୍ଡ। ବିଜୟ ସହ ସୂର୍ଯ୍ୟବାହିନୀ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି।…

ଆଜି ୱାଙ୍ଖେଡେରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ତୃତୀୟ ଥର ସେମିରେ ଭାରତ-ଇଂଲଣ୍ଡ ଟକ୍କର ।  ଆଜି ୱାଙ୍ଖେଡେରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ ।  ଉଭୟ ଦଳରେ ରହିଛନ୍ତି ଅଭିଜ୍ଞ ଖେଳାଳି ।  ସେମିରେ ଭାରତୀୟ ଟିମକୁ T-20 ବିଶ୍ବକପରେ ଖେଳିଥିବା ୫ଟି ମ୍ୟାଚ ମଧ୍ୟରୁ ୩ଟିରେ ବିଜୟ ମିଳିଛି ।  ଟିମକୁ ୨୦୧୬ରେ ୱେଷ୍ଟଇଣ୍ଡିଜ…

ଭାରତ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କଲେ ପୂର୍ବତନ ପାକ୍ ବୋଲର ମହମ୍ମଦ ଅମିର୍

ଜିତିଛି ଭାରତ । ସହିପାରୁନି ପାକିସ୍ତାନ । ନକ୍ ଆଉଟ୍ ମୁକାବିଲାରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ଏହାକୁ ଗ୍ରହଣ କରିପାରି ନାହାଁନ୍ତି । ଭାରତ ସେମିରେ ପ୍ରବେଶ କରିଛି । କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପାକ୍…

ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ସେମିଫାଇନାଲ ରେ ଭାରତ

ସଞ୍ଜୁ ସାମସନଙ୍କ ସ୍ମରଣୀୟ ଅର୍ଦ୍ଧଶତକୀୟ ଇନିଂସ। ସୁପର-୮ର ଗୁରୁତ୍ଵପୂର୍ଣ୍ଣ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚ୍ ଜିତି ଭାରତ ଚତୁର୍ଥ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୬ର ସେମି ଫାଇନାଲରେ…