Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
economi
ପିଏମ୍-ଭିବିଆର୍ୱାଇ: ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’(ପିଏମ୍-ଭିବିଆର୍ୱାଇ) ଆରମ୍ଭ କରିବେ। ସେ ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ। ସେହି ଯୋଜନା ଅଧୀନରେ ଓଡ଼ିଶାର ୧୪,୪୩୦ ଜଣ ପ୍ରଥମ ଥର ନିଯୁକ୍ତି…
ଷ୍ଟକ୍ ବଜାରରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି
ଗତ ସପ୍ତାହରେ ଷ୍ଟକ୍ ବଜାରରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏଥିରେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ ଲାଭ ସହିତ ଏହି ତାଲିକାରେ ସବୁଠୁ ଉପରେ ରହିଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟ ସବୁଠୁ…
ଗୁଜରାଟ ଜାମନଗରରେ ତିଆରି ହେବ ଦେଶର ପ୍ରଥମ ଏଆଇ ଡାଟା ସେଣ୍ଟର
କୃତ୍ରିମ ବୁଦ୍ଧିମତା ବା AI ରେସରେ ଭାରତ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ସବୁ ପ୍ରକାର ଚେଷ୍ଟା ବି ଜାରି ରହିଛି। ସରକାରୀ ସ୍ତରରୁ ବେସରକାରୀ... ସବୁଠି ଏଆଇକୁ ଗୁରୁତ୍ବ ଦିଆଯାଉଛି। ଆଉ ଏସବୁ ପ୍ରୟାସ ଏବଂ ଉଦ୍ୟମ ଭିତରେ ଆସିଛି ବଡ଼ ଖବର। ଗୁଜରାଟ ଜାମନଗରରେ…
ଏସୀୟ ବଜାରଗୁଡ଼ିକରେ ବଡ଼ ଧରଣର ପତନ,ସେନସେକ୍ସରେ ୭୧୯.୦୮ ପଏଣ୍ଟ ହ୍ରାସ ଘଟିଛି
ମଧ୍ୟପ୍ରାଚ୍ୟରେ ଚଢୁଥିବା ଅଶାନ୍ତି ଦ୍ଵାରା ଏସୀୟ ବଜାରଗୁଡ଼ିକରେ ବଡ଼ ଧରଣର ପତନ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଘରୋଇ ବଜାରରେ ବି ଅନୁଭୂତ ହୋଇଛି। ସପ୍ତାହର ପ୍ରଥମ କାରବାର ଦିବସରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସରେ ୭୧୯.୦୮ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୭୩,୫୨୪.୨୬…
ଜୁନ୍ 18 ତାରିଖରେ ବଜାରରେ ଲଞ୍ଚ ହେବ OnePlus Turbo 6x
ଖୁବ ଶୀଘ୍ର ଲଞ୍ଚ କରିବ OnePlus ର ଏକ ଜବରଦସ୍ତ ସ୍ମାର୍ଟଫୋନ । କମ୍ପାନୀ ଆନୁଷ୍ଠାନିକ ଭାବରେ OnePlus Turbo 6x ର ଲଞ୍ଚ ଡେଟ କାନଫର୍ମ କରିଛି । ଏହି ଫୋନଟି ଚଳିତ ମାସରେ ଲଞ୍ଚ ହେବ। କମ୍ପାନୀ ଏହାକୁ ରିବ୍ରାଣ୍ଡ କରି ଭାରତରେ ଲଞ୍ଚ କରିପାରେ। ଏହି OnePlus ଫୋନଟି ବଜେଟ ମୂଲ୍ୟ ସୀମାରେ…
ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଛା ପ୍ୟାକେଜିଂ ଉପରେ ରୋକ ଲଗାଇଲେ ସରକାର
ସରକାର ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଛା ପ୍ୟାକେଜିଂ ଉପରେ ରୋକ ଲଗାଇଛନ୍ତି। ଏଣିକି କମ୍ପାନୀମାନଙ୍କୁ ୨୦୦ଗ୍ରାମରୁ ଆରମ୍ଭ କରି ୨୦ କେଜି ପ୍ୟାକ୍ ରେ ଖାଦ୍ୟ ତୈଳ ବିକ୍ରୟ କରିବାକୁ ପଡିବ। ଏଥିରେ କମ୍ପାନୀମାନଙ୍କୁ ୨୦୦ ଗ୍ରାମ, ୫୦୦ଗ୍ରାମ, ୧ କେଜି, ୨କେଜି,୩କେଜି, ୪ କେଜି, ୫ କେଜି,୧୫ କେଜି…
ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍,ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ
ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍ । ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୋଟ୍ ଛପା ଖର୍ଚ୍ଚ କମାଇବାକୁ ଆରବିଆଇର ବଡ଼ ପ୍ଲାନ୍ । ପ୍ରଥମେ ଆସିବ ୧୦ ଓ ୨୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBI ଦେଶରେ ପଲିମର ନୋଟ୍ ପ୍ରଚଳନ ପାଇଁ ଏକ ଦଶନ୍ଧି ପୁରୁଣା…
ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ
ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଗୁରୁତ୍ବପୂର୍ଣ୍ଣ ସୁଧ ହାର ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରାନୀତି…
ଦକ୍ଷିଣ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କୋଠାକୁ ୧୬୦୧ କୋଟି ଟଙ୍କାରେ କିଣିଲେ ମହାରାଷ୍ଟ୍ର ସରକାର
ଦକ୍ଷିଣ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କୋଠାକୁ ୧୬୦୧ କୋଟି ଟଙ୍କାରେ ମହାରାଷ୍ଟ୍ର ସରକାର କିଣିଛନ୍ତି। । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ଉପସ୍ଥିତିରେ ଏହି କାରବାର ହୋଇଛି। ନରିମାନ ପଏଣ୍ଟ୍ର ୨୩ ମହଲା ବିଶିଷ୍ଟ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏହି କୋଠାକୁ…
ଦେଶର ୭୫.୫ ଲକ୍ଷରୁ ଅଧିକ ଉଠାଦୋକାନୀ ପିଏମ୍ ସ୍ୱନିଧି ଯୋଜନାରେ ଉପକୃତ
ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ଅଣୁଋଣ ଯୋଜନା 'ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି' ବା ପିଏମ୍-ସ୍ୱନିଧି, ସୁଲଭ ଏବଂ ଗ୍ୟାରେଣ୍ଟି-ମୁକ୍ତ ଋଣ, ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠାଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ…