Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Sports
All sports related news will be uploaded
ଟ୍ବେଣ୍ଟି୨୦ ବିଶ୍ବକପ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଲଢେଇ
ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଗତଥରର ଚମ୍ପିଆନ୍ ଭାରତ ଗ୍ରୁପ୍ ପର୍ଯ୍ୟାୟେର ସମସ୍ତ ମ୍ୟାଚ୍ ଜିତିବା ପରେ ସୁପର ୮ରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ରେ ହାରିଥିଲା। ହେଲେ ୱେଷ୍ଟଇଣ୍ଡିଜ୍କୁ ଦକ୍ଷିଣ ଆଫ୍ରିକା ହରାଇବା ପରେ ନେଟ୍ ରନ୍ରେଟ୍ର ସମୀକରଣ ଆଉ ନାହିଁ। ଆଜି ହେବାକୁ…
ଟି-୨୦ ବିଶ୍ୱକପ: ସେମିଫାଇନାଲ୍ ଦୌଡ଼ରେ ପାକିସ୍ତାନ,ଶ୍ରୀଲଙ୍କା ବିପକ୍ଷରେ ଆବଶ୍ୟକ ବଡ଼ ବିଜୟ
ସେମିଫାଇନାଲ୍ ଦୌଡ଼ରେ ପାକିସ୍ତାନ । ଶ୍ରୀଲଙ୍କା ବିପକ୍ଷରେ ଆବଶ୍ୟକ ବଡ଼ ବିଜୟ । ଟି-୨୦ ବିଶ୍ୱକପରେ ପାକିସ୍ତାନର ସେମିଫାଇନାଲ୍ ଆଶା ଏବେ ଉଜ୍ଜୀବିତ । ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିବା ପରେ ପାକିସ୍ତାନ ପାଇଁ ଏବେ ସମୀକରଣ ସ୍ପଷ୍ଟ ହୋଇଯାଇଛି ।
ଆଜି ଶ୍ରୀଲଙ୍କା ବିପକ୍ଷରେ ହେବାକୁ…
ପାକିସ୍ତାନକୁ ପରାସ୍ତ କରିବ ବୋଲି ଚ୍ୟାଲେଞ୍ଜ୍ ଦେଇଛି ଶ୍ରୀଲଙ୍କା
ସୁପର ୮ରେ ଫେଲ୍ ମାରିଛି ଶ୍ରୀଲଙ୍କା । ଦଳ ସେମି ଫାଇନାଲ ରେସକୁ ଏକ ପ୍ରକାର ବାଦ୍ ପଡିଛି । ଟିମ୍ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡଠୁ ପରାସ୍ତ ହୋଇଛି । ଶେଷ ମୁକାବିଲାରେ ଶ୍ରୀଲଙ୍କା ପାକିସ୍ତାନକୁ ଭେଟିବ । ତେବେ ଏହି ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିବ ବୋଲି ଚ୍ୟାଲେଞ୍ଜ୍…
ଜିମ୍ବାଓ୍ଵେ ବିପକ୍ଷରେ ଭାରତର ଦମଦାର ବିଜୟ
ସୁପର-୮ର ‘କର ବା ମର’ ମ୍ୟାଚରେ ଭାରତ ଧମାକାଦାର ବିଜୟ। ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ୭୨ ରନରେ ହରାଇଛି ସୂର୍ଯ୍ୟ ବାହିନୀ । ଏହି ମୁକାବିଲା ଜିତିବା ସହ ଭାରତର ସେମି ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ଵେ ୬…
ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲ ରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା
ପେସରଙ୍କ ଘାତକ ବୋଲିଂ ଏବଂ ଅଧିନାୟକ ଏଡେନ ମାରକ୍ରମଙ୍କ ଅପରାଜିତ ୮୧ ରନ୍ର ଇନିଂସ ବଳରେ ଗୁରୁବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍ର ସୁପର-୮ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୯ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଧାର୍ଯ୍ୟ ୧୭୭ ରନର ଟାର୍ଗେଟକୁ ଦ.…
ଟି-୨୦ ବିଶ୍ବକପ: ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ
ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ! ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଜିମ୍ବାୱେକୁ ଭାରତ ହରାଇବାକୁ ପଡ଼ିବ । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ପାଇଁ ଅଗ୍ନିପରୀକ୍ଷା । ପୂର୍ବରୁ ଟି-୨୦ ବିଶ୍ବକପ ଦାବିଦାର କୁହାଯାଉଥିବା ଭାରତ ସୁପର-୮…
ଟ୍ବେଣ୍ଟି୨୦ ବିଶ୍ବକପ୍ : ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ
ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ପ୍ରଥମ ଦଳ ଭାବେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ। ଗୋଟିଏ ମ୍ୟାଚ୍ ବାକିଥାଇ ପୂର୍ବତନ ଚମ୍ପିଆନ୍ ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି। ମଙ୍ଗଳବାର ସୁପର ୮ଗ୍ରୁପ୍-୨ ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ହ୍ୟାରୀ ବ୍ରୁକ୍ ଏକା ଦଳକୁ ୨…
ସୁପର-୮ରେ ବିଫଳ ଭାରତ: ୧୧୧ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ
ଅପରାଜେୟ ଭାରତ ସୁପର-୮ରେ ବିଫଳ । ସୁପର-୮ର ପ୍ରଥମ ମ୍ୟାଚରେ ଅତି ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଟିମ୍ । ୧୮.୫ ଓଭରରେ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଆଉ ଏହା ସହ ଦକ୍ଷିଣ ଆଫ୍ରିକା ୭୬ ରନର ବିଶାଳ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟିଂ ପରେ ଘାତକ…
ପୁରୁଷ ଟି୨୦ ବିଶ୍ବକପ: ଆଜି ଠୁ ସୁପର ଏଇଟ୍ସ ପର୍ଯ୍ୟାୟ,ପାକିସ୍ତାନ-ନ୍ୟୁଜିଲାଣ୍ଡକୁ ଭେଟିବ
ପୁରୁଷ ଟି୨୦ ବିଶ୍ବକପ ଦଶମ ସଂସ୍କରଣ-୨୦୨୬ର ସୁପର ଏଇଟ୍ସ ପର୍ଯ୍ୟାୟ ଶନିବାରଠାରୁ ଖେଳାଯିବ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡ଼ିୟମରେ ଶନିବାର ଗ୍ରୁପ-୨ର ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡକୁ ଭେଟିବ। ଉକ୍ତ ମ୍ୟାଚ ରାତି ୭ଟାରେ ଖେଳାଯିବ। ସଲମାନ ଅଲ୍ଲୀ ଆଗାଙ୍କ ନେତୃତ୍ବାଧିନ ପାକିସ୍ତାନ…
ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଜିମ୍ବାୱେ
କ୍ରିକେଟ ଏକ ଅନିଶ୍ଚିତତାର ଖେଳ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଟି 20 ବିଶ୍ବକପ । ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ…