Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
Sports
All sports related news will be uploaded
କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍ଡୋର୍ ଦୌଡ଼କୁଦ ପ୍ରତିଯୋଗିତା ଉଦ୍ଯାପିତ,ଓଡ଼ିଶାକୁ ୧୪ ପଦକ
କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍ଡୋର୍ ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶା ଖେଳାଳି ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୮ ପଦକ ଜିତିଛନ୍ତି। ଫଳରେ ଏହି ଦୁଇଦିନିଆ ପ୍ରତିଯୋଗିତାରେ ଓଡ଼ିଶା ୧୪ (୪…
ଆଜିଠୁ ଆରମ୍ଭ ହେବ ଆଇପିଏଲ୍ର ୧୯ତମ ସଂସ୍କରଣ: ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ମହାସମର । ଆଇପିଏଲ୍ର ୧୯ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଶନିବାର ଡିଫେଣ୍ଡିଂ ଚାମ୍ପିଅନରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯିବ । ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ…
ଚଳିତ ବର୍ଷ IPL ଉଦଘାଟନୀ ଉତ୍ସବ ହେବ ନାହିଁ , ଜାଣନ୍ତୁ ଏହାର କାରଣ
IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ସନ୍ଧ୍ୟା ସାଢେ ୭ଟାରେ ଏମ୍ ଚିନ୍ନାସ୍ବାାମୀ ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ନେଇ…
ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ, ଡିସେମ୍ବର ୨୪ରେ ଭାରତ ଓ ଶ୍ରୀଲଙ୍କା ମ୍ୟାଚ ଖେଳାଯିବ
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ବିପକ୍ଷରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ଏବଂ ୩ଟି…
୧୬ହଜାର କୋଟିରୁ ଅଧିକ ଟଙ୍କାରେ ଆରସିବିକୁ କ୍ରୟ କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ
ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇି ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି । ୧୬ହଜାର କୋଟିରୁ ଅଧିକ ଟଙ୍କାରେ ଆରସିବିକୁ କ୍ରୟ କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ।
ଆଇପିଏଲର ଦୁଇ ଲୋକପ୍ରିୟ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ…
ବିଦେଶୀ ଖେଳାଳିମାନେ ପାକିସ୍ତାନ ଆସନ୍ତୁ ନାହିଁ, ନହେଲେ ପରିଣାମ ଭୟଙ୍କର ହେବ-ଜମାତ-ଉଲ-ଅହରାରର ଆତଙ୍କବାଦୀ ସଂଗଠନ
ଆସନ୍ତା ୨୬ ମାର୍ଚ୍ଚରୁ ପାକିସ୍ତାନ ସୁପର ଲିଗ୍ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଖେଳାଳିମାନେ ବ୍ୟାଟ୍ ଧରିବା ପୂର୍ବରୁ ଆତଙ୍କବାଦୀମାନେ ନିଜର ‘ୱାର୍ମ-ଅପ୍’ ଶେଷ କରିସାରିଲେଣି । ଜମାତ-ଉଲ-ଅହରାରର ଆତଙ୍କବାଦୀ ସଂଗଠନ ଏକ ଚିଠି ଜାରି କରିଛି । ଏହି ଚିଠିରେ ସେମାନେ କହିଛନ୍ତି— “ବିଦେଶୀ…
ପାକିସ୍ତାନ ସୁପର ଲିଗ୍ ଅଧାରୁ ଛାଡ଼ି ଆଇପିଏଲ୍ ରେ ଯୋଗ ଦେଉଥିବାରୁ ଖେଳାଳିଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି…
ଆଇପିଏଲ୍ ପାଇଁ ପିଏସଏଲ୍ ଛାଡିଲେ ବିଦେଶୀ ଖେଳାଳି । ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ କଡ଼ା ଚେତାବନୀ । ପାକିସ୍ତାନ ସୁପର ଲିଗ୍ ଅଧାରୁ ଛାଡ଼ି ଆଇପିଏଲ୍ ରେ ଯୋଗ ଦେଉଥିବାରୁ ଖେଳାଳିଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି ପିସିବି ଅଧ୍ୟକ୍ଷ ମୋହସିନ ନକଭି । ନିକଟରେ ଶ୍ରୀଲଙ୍କାର…
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍ରେ ଜିତି ନେଇଛି
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍ରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୨-୨ ସମାନ ସ୍ତରକୁ ଆସିଛି। ପଞ୍ଚମ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ ବୁଧବାର ଖେଳାଯିବ।ରବିବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା…
ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ…
ଟିମ୍ ଇଣ୍ଡିଆ ଆଇପିଏଲ ସିଜିନ ସରିବା ପରେ ଆର୍ୟରଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ । ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୨୬ ଏବଂ ୨୮ ଜୁନରେ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ ।…
IPL ୨୦୨୬ : ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ ଈଶାନ୍ କିଶନ
IPL ର ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶାନ୍ କିଶନ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବ ନେବେ । ସନରାଇଜର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ସନରାଇଜର୍ସର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତ ଥିବାରୁ…