Browsing Category

Sports

All sports related news will be uploaded

ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣର୍‌

ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣର୍‌ । ଗତ ରବିବାର ରାତିରେ ସେ ସିଡ୍‌ନିର ମାରୋବ୍ରାଠାରେ ମଦ୍ୟପାନ କରି ଗାଡ଼ିଚଳାଉଥିବା ବେଳେ ଧରା ପଡ଼ିଥିଲେ । ଦୁଇଥର ହୋଇଥିବା ପରୀକ୍ଷାରୁ ସେ ଅନୁମୋଦିତ ମାତ୍ରାଠାରୁ ଅଧିକ…

ପ୍ରଥମ ଦ୍ରୁତ ବୋଲର ଭାବରେ ୨୦୦ ୱିକେଟ୍ ହାସଲ କରିବାର ଗୌରବ ଲାଭ କରିଛନ୍ତି ଭୁବନେଶ୍ବର କୁମାର

ଆଇପିଏଲରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ବର ପ୍ରଥମ ଦ୍ରୁତ ବୋଲର ଭାବରେ ୨୦୦ ୱିକେଟ୍ ହାସଲ କରିବାର ଗୌରବ ଲାଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଭୁବନେଶ୍ୱର ଆୟୂଷ ମାହାତ୍ରେ ଏବଂ ପ୍ରଶାନ୍ତ ବୀରଙ୍କୁ ଆଉ କରିବା ପରେ ୨୦୦ ୱିକେଟ୍ କ୍ଲବରେ ସାମିଲ…

IPL ୨୦୨୬ ର ୧୦ମ ମ୍ୟାଚ- ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୫ ଓ୍ୱିକେଟରେ ଏସଆରଏଚକୁ ପରାସ୍ତ କରିଛି

ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଏବଂ ସନରାଇଜର୍ସ୍ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ବାଜିମାରିନେଇଛି । ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୫ ଓ୍ୱିକେଟରେ ଏସଆରଏଚକୁ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଦଳ ନିର୍ଧାରିତ…

ଆଇପିଏଲ୍‌ ଅଷ୍ଟମ ମ୍ୟାଚ୍‌ : ଆୟୋଜକ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟରେ ହରାଇଛି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍‌ ୧୮.୧…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୬ର ସପ୍ତମ ମ୍ୟାଚ୍‌: ପଞ୍ଜାବକୁ ୨୧୦ ରନ୍‌ର ଲକ୍ଷ୍ୟ ଦେଲା ଚେନ୍ନାଇ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୬ର ସପ୍ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ପଂଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ର ମୁକାବିଲା ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ପଞ୍ଜାବ କିଙ୍ଗ୍‌ସ ଧିମା ଓଭର ବୋଲିଂ ପାଇଁ ଅଧିନାୟକ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୬ର ମଙ୍ଗଳବାର ନ୍ୟୁ ଚଣ୍ଡିଗଡରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ୩ ୱିକେଟରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଥିଲା। ପଞ୍ଜାବ ବିଜୟୀ ହୋଇଥିଲେ ମଧ୍ୟ ଅଧିନାୟକ‌ ଶ୍ରେୟସ ଆୟରଙ୍କ ପାଇଁ ଭଲ ନଥିଲା। ସେ ଖେଳ ସମୟରେ ଆଘାତ ପ୍ରାପ୍ତ…

ଜୁଲାଇ ମାସରେ ଜିମ୍ବାଓ୍ୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ,ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ

ଜିମ୍ବାଓ୍ୱେ ଯିବ ଟିମ୍ । ଜୁଲାଇ ମାସରେ ଜିମ୍ବାଓ୍ୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ତିନୋଟି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ। ଟିମ୍ ଇଣ୍ଡିଆ ଜିମ୍ବାଓ୍ୱେ ଗସ୍ତ ନେଇ BCCI ପକ୍ଷରୁ ସୂଚନା ଦିଆଯାଇଛି ।୨୦୨୬ରେ ଜିମ୍ବାଓ୍ୱେ ଯିବ ଟିମ୍‌ ଇଣ୍ଡିଆ । ତିନି ମ୍ୟାଚ୍‌ ବିଶିଷ୍ଟ…

ଆଇପିଏଲ: ୮ ଓ୍ୱିକେଟରେ CSKକୁ ହରାଇଲା ରାଜସ୍ଥାନ ରୟାଲ୍ସ

ଆଇପିଏଲରେ ରାଜସ୍ଥାନ ରୟାଲ୍ସର ବାଜିମାତ ।  ୮ ଓ୍ୱିକେଟରେ CSKକୁ ହରାଇଲା । ୩୭ ବଲ ବାକିଥାଇ ୧୨୮ ରନ୍ କରି ମ୍ୟାଚି ଜିତିଥିଲା ଆରଆର । ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଇଂନିସ ଖେଳି ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଇନିଂସରେ ଥିଲା ୪ ଚୌକା ଓ ୫ ଛକ୍କା । ୧୭ ବଲରେ ୫୨ରନର ପାଳି…

ଆଇପିଏଲର ୧୯ତମ ସଂସ୍କରଣର ତୃତୀୟ ମ୍ୟାଚ: ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ

ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ ସାମସନଙ୍କୁ ଚଳିତ ସଂସ୍କରଣରେ…

ଆଜି ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ୍‌ : କେକେଆର୍‌ ବିପକ୍ଷରେ ଘରୋଇ ମୁମ୍ବଇ ମ୍ୟାଚ୍‌ ଖେଳିବ

ଆଇପିଏଲ୍‌ ଇତିହାସରେ ଯୁଗ୍ମ ସଫଳତମ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ୨୦୧୩ରୁ ୨୦୨୨ ମଧ୍ୟରେ ପାଞ୍ଚ ଥର ଟ୍ରଫି ଜିତିଥିଲା। ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍‌ସ ଗତବର୍ଷ ପ୍ଲେଅଫ୍‌​‌େ​‌ର ପହଞ୍ଚି ପଞ୍ଜାବ କିଙ୍ଗ୍‌ସଠାରୁ ପରାସ୍ତ ହୋଇଥିଲା। ତେଣୁ ପାଞ୍ଚ ବର୍ଷର ଟ୍ରଫି ମରୁଡ଼ି…