Trending
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
- ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇଲେ କାଳିଆ ସାଆନ୍ତ,ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
- ରଥଯାତ୍ରାରେ ଅଘଟଣ , ମରିଚିକୋଟ ଛକରେ ଦଳାଚକଟାରେ ଜଣେ ମୃତ,150 ଆହତ
Browsing Category
World
All world wide news update will uploaded
ହର୍ମୁଜ ପ୍ରଣାଳୀ’ ଉପରେ ଲାଗିଥିବା ଆମେରିକୀୟ ନୌସେନା ପ୍ରତିବନ୍ଧକ ହଟାଇ ଦିଆଯାଇଛି – ଟ୍ରମ୍ପ
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ହଟିଲା ଆମେରିକାର ନୌସେନା ବ୍ଲକେଡ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ସ୍ତରର ବଡ଼ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି । ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଗତ କିଛି ସପ୍ତାହ ଧରି ସାମୁଦ୍ରିକ ବାଣିଜ୍ୟର ପ୍ରମୁଖ…
ନେପାଳରେ ସାଧାରଣତନ୍ତ୍ର ଦିବସରେ ଅଭିଭାଷଣ ଦେଲେନି ପ୍ରଧାନମନ୍ତ୍ରୀ ବାଲେନ ଶାହ
ଲୋକପ୍ରିୟ ର୍ୟାପରରୁ ନେପାଳର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ବାଲେନ୍ଦ୍ର ଶାହ (ବାଲେନ ଶାହ) ପୁଣି ଥରେ ନିଜ ଦେଶର ଏକ ବଡ଼ ପରମ୍ପରାକୁ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ନେପାଳ ଇତିହାସରେ ସେ ପ୍ରଥମ ଏଭଳି ପ୍ରଧାନମନ୍ତ୍ରୀ , ଯିଏ ସାଧାରଣତନ୍ତ୍ର ଦିବସରେ ଅଭିଭାଷଣ ଦେଇନାହାନ୍ତି।…
ଛାତ୍ରାବାସରେ ଅଗ୍ନିକାଣ୍ଡ,ପୋଡି ହୋଇ ୧୬ ଜଣ ଛାତ୍ରୀ,୭୯ ଜଣ ଆହତ
କେନ୍ୟା ନକୁରୁ କାଉଣ୍ଟିସ୍ଥିତ ଗିଲଗିଲର ଉତୁମିସି ଗାର୍ଲସ ଆକାଡେମୀ ଛାତ୍ରାବାସରେ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତ୍ରିରେ ଲାଗିଥିବା ନିଆଁ ଯୋଗୁ ୧୬ ଜଣ ଛାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ୭୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଏଠାରେ ଆମେରିକୀୟ ସୈନ୍ୟଙ୍କ ପାଇଁ କୌଣସି ସ୍ଥାନ ନାହିଁ- ମୋଜତାବା ଖେମିନି
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ଆମେରିକାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଉପସାଗରୀୟ ଦେଶଗୁଡ଼ିକ ଆଉ ଆମେରିକାର ସାମରିକ ବେସ୍ ପାଇଁ ସୁରକ୍ଷା କବଚ ସାଜିବେ ନାହିଁ ଏବଂ ଏଠାରେ ଆମେରିକୀୟ ସୈନ୍ୟଙ୍କ…
ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଙ୍କ ମଧ୍ୟରେ ଫାଟ ନେଇ ଏବେ ଚର୍ଚ୍ଚା
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ପରିବାରରେ ବିବାଦ। ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଟ୍ରମ୍ପଙ୍କ ପାରିବାରିକ ସମସ୍ୟା। ଅନ୍ୟର ଦାମ୍ପତ୍ୟ ଜୀବନକୁ ଆକ୍ଷେପ କରୁଥିବା ଡୋନାଲ୍ଡ ଟ୍ରମ୍ପ ନିଜେ ପାରିବାରିକ ବିବାଦରୁ ମୁକ୍ତ ନୁହନ୍ତି। ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ତଥା ଫାଷ୍ଟ…
ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଇସ୍ରାଏଲ –…
ଇସ୍ରାଏଲୀ ସେନା ମୁଖ୍ୟ ଜେନେରାଲ ଆୟଲ ଜମିର ଉତ୍ତର କମାଣ୍ଡରେ ଏକ ସୁରକ୍ଷା ସମୀକ୍ଷା ସମୟରେ କହିଛନ୍ତି ଯେ, ଆବଶ୍ୟକ ହେଲେ ସେନା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନ…
ୟୁରେନିୟମର ଗଚ୍ଛିତ ଭଣ୍ଡାରକୁ ହ୍ରାସ କରିବା ସହ ହୋର୍ମୁଜ ଜଳ ମାର୍ଗକୁ ଖୋଲିବା ପାଇଁ ସମ୍ମତି ପ୍ରକାଶ କରିଛି ଇରାନ
ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ନୂତନ ଶାନ୍ତି ଚୁକ୍ତିକୁ ନେଇ କୂଟନୈତିକ ସ୍ତରରେ ଚୁକ୍ତି ଗୁଡିକ ସାମ୍ନାକୁ ଆସିଛି। ‘ଦ ନ୍ୟୁୟର୍କ ଟାଇମ୍ସ’ (NYT) ର ରିପୋର୍ଟ ଅନୁଯାୟୀ, ଇରାନ ନିଜର ସମୃଦ୍ଧ ୟୁରେନିୟମର ଗଚ୍ଛିତ ଭଣ୍ଡାରକୁ ହ୍ରାସ କରିବା ଏବଂ Strait of Hormuz କୁ ପୁଣି ଥରେ…
ଆମେରିକା ଦ୍ୱାରା ପୁଣି ନୂଆକରି ଆକ୍ରମଣ ଆଶଙ୍କାରେ ଇରାନ ତାର ଏୟାରସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା
ଆମେରିକା ଦ୍ୱାରା ପୁଣି ନୂଆକରି ଆକ୍ରମଣ ଆଶଙ୍କାରେ ଇରାନ ତାର ଏୟାରସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛି। ଏଥିମଧ୍ୟରେ ଦୁଇ ଦେଶଙ୍କ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସିବିଏସ୍ ନ୍ୟୁଜ୍ ଅନୁସାରେ ଇରାନ ଉପରେ ଆମେରିକା ପୁଣି ନୂଆକରି ଏକ ସାମରିକ…
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ସବୁଦିନ ପାଇଁ ଶେଷ ହୋଇପାରେ
ଇରାନ-ଆମେରିକା ମଧ୍ୟରେ ଆଲୋଚନା ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ଇରାନରେ ଶାନ୍ତି ଆଲୋଚନା ପାଇଁ ଏକ ଅନ୍ତିମ ପ୍ରୟାସ ଚାଲିଛି। ମାସ ମାସ ଧରି ପଶ୍ଚିମ ଏସିଆକୁ ଧ୍ୱଂସ କରିସାରିଥିବା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ସବୁଦିନ ପାଇଁ ଶେଷ ହୋଇପାରେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ…
ଇରାନ ଏବଂ ଆମେରିକା ମଧ୍ୟରେ ପରମାଣୁ ଚୁକ୍ତି ହେବାର ସମ୍ଭାବନା ସୃଷ୍ଟି
ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଓ ସାମରିକ ତିକ୍ତତା ମଧ୍ୟରେ ଏକ ପରମାଣୁ ଚୁକ୍ତି (Nuclear Deal) ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ଚୁକ୍ତିକୁ ନେଇ ତେହେରାନ (ଇରାନର ରାଜଧାନୀ) ଠାରୁ ଆରମ୍ଭ କରି ୱାଶିଂଟନ (ଆମେରିକାର ରାଜଧାନୀ) ପର୍ଯ୍ୟନ୍ତ…