Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
World
All world wide news update will uploaded
ମେ’ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଗ୍ରସ୍ତ, ବିଶ୍ୱର ସାମ୍ପ୍ରତିକ…
ଆସନ୍ତା ମେ’ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ କରିବେ। ସୋମବାର ବେଜିଂ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କର ଏହା ପ୍ରଥମ…
ହର୍ମୁଜ ପ୍ରଣାଳୀରେ ଟୋଲ ଅସୁଲ ନିମନ୍ତେ ଏକ ପ୍ରାଧିକରଣ ଗଠନ କରିଛି ଇରାନ, ଚୀନ୍ ମୁଦ୍ରାରେ ନେବ ଟୋଲ ଟ୍ୟାକ୍ସ
ଏକ ସିପିଂଜର୍ଣ୍ଣାଲ ଅନୁସାରେ ହର୍ମୁଜ ପ୍ରଣାଳୀରେ ଜାହାଜଙ୍କୁ ଯାତାୟାତ ଅନୁମତି ଦେବା ପାଇଁ ଓ ସେମାନଙ୍କ ଠାରୁ ଟୋଲ ଅସୁଲ ନିମନ୍ତେ ଇରାନ ଏକ ପ୍ରାଧିକରଣ ଗଠନ କରିଛି। ସିପିଂ ଓ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କିତ ଖବର ଓ ସୂଚନା ପ୍ରଦାନ କରୁଥିବା ଉଦ୍ୟୋଗ ପତ୍ରିକା ‘ଲୟଡସ ଲିଷ୍ଟ’ କହିଛି ଯେ…
ବିଳାସପୂର୍ଣ୍ଣ ଜାହାଜ ମଧ୍ୟରେ ହାନ୍ତା ଭାଇରସର ପ୍ରକୋପ ଦେଖାଦେଇଛି, ସମଗ୍ର ବିଶ୍ୱରେ ଏବେ ଚିନ୍ତା ରେ
କ୍ରୁଜ ସିପରେ ହାନ୍ତାଭାଇରସ୍ ଆତଙ୍କ । ବିଦେଶୀ ସମୁଦ୍ରରେ ଏକ ବିଳାସପୂର୍ଣ୍ଣ ଜାହାଜ ମଧ୍ୟରେ ହାନ୍ତା ଭାଇରସର ପ୍ରକୋପ ଦେଖାଦେଇଛି, ଯାହା ଏବେ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଜାହାଜରେ କାର୍ଯ୍ୟରତ ଥିବା ଦୁଇଜଣ ଭାରତୀୟ କ୍ରୁ ସଦସ୍ୟ ମଧ୍ୟ…
ଆମେରିକା ଓ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକ ଯୋଗୁଁ ଇରାନର ବିମାନବନ୍ଦର ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଇରାନର ଷ୍ଟେଟ ମିଡିଆ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଆମେରିକା ଓ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକ ଯୋଗୁଁ ଇରାନର ବିମାନବନ୍ଦର ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି…
ପୁଣି ଥରେ ସାମ୍ନାକୁ ଆସିଛି ଏପଷ୍ଟେଇନ୍ ପ୍ରସଙ୍ଗ,ସୁଇସାଇଡ୍ ନୋଟକୁ ଜାରି କରିଛି ୟୁଏସ୍ ପ୍ରଶାସନ
ପୁଣି ଥରେ ସାମ୍ନାକୁ ଆସିଛି ଏପଷ୍ଟେଇନ୍ ପ୍ରସଙ୍ଗ । ଏବେ ଜାରି କରାଯାଇଛି ମୃତ୍ୟୁ ପୂର୍ବର ନୋଟ୍ । ଅର୍ଥାତ ସୁଇସାଇଡ୍ ନୋଟକୁ ଜାରି କରିଛି ୟୁଏସ୍ ପ୍ରଶାସନ । ବୁଧବାର ଆମେରିକା ଫେଡେରାଲ୍ ଜଜ୍ ଚର୍ଚ୍ଚିତ ଜେଫରୀ ଏପଷ୍ଟେଇନ୍ ର ସୁଇସାଇଡ୍ ନୋଟକୁ ସର୍ବସମ୍ମୁଖକୁ ଆଣିଛନ୍ତି ।
କ’ଣ ଅଛି…
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି ଆମେରିକା
ହ୍ୱାଇଟହାଉସ ଅନୁସାରେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ତଥା ବିସ୍ତୃତ ପରମାଣୁ ବାର୍ତ୍ତା ନିମନ୍ତେ ରୂପରେଖ ପ୍ରସ୍ତୁତି ଲାଗି ଏକ ପୃଷ୍ଠାର ଜ୍ଞାପନ ମାଧ୍ୟମରେ ଉଭୟ ଦେଶ ଏବେ ବୁଝାମଣାର ନିକଟତର ହେଉଛନ୍ତି। ଆମେରିକୀୟ ଗଣମାଧ୍ୟମ ଏକ୍ସିୟୋସ୍ ବୁଧବାର ଏ ନେଇ ଦୁଇ ଆମେରିକୀୟ ଅଧିକାରୀ ଓ…
ବାଣ ଫ୍ୟାକ୍ଟ୍ରିରେ ବିସ୍ପୋରଣ,୨୬ ମୃତ
ଚାଇନାରେ ଭୟଙ୍କର ବିସ୍ଫୋରଣ । ଚୀନର ହୁନାନ ପ୍ରାନ୍ତରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ପୋରଣ ହୋଇଛି । ଏଥିରେ ୨୬ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ବିସ୍ଫୋରଣର ଭୟାବହତା ଏତେ ଭୟଙ୍କର ଥିଲା ଯେ ଖୁବ୍ ଦୂର ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଏପରିକି ପ୍ରାୟ ୨୦୦ ମିଟର ଯାଏଁ…
ଆଇଆରଜିସି ହର୍ମୁଜ ପ୍ରଣାଳୀ ମଧ୍ୟରେ ଏକ ନୂଆ ସାମୁଦ୍ରିକ ନିୟନ୍ତ୍ରଣ କ୍ଷେତ୍ର ଘୋଷଣା କରିଛି ଇରାନ
ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି) ହର୍ମୁଜ ପ୍ରଣାଳୀ ମଧ୍ୟରେ ଏକ ନୂଆ ସାମୁଦ୍ରିକ ନିୟନ୍ତ୍ରଣ କ୍ଷେତ୍ର ଘୋଷଣା କରିଛି। ଇରାନ ସରକାରୀ ପ୍ରସାରକଙ୍କ ଅନୁସାରେ ସ୍ମାର୍ଟ କଣ୍ଟ୍ରୋଲର ଏହି ନୂଆ କ୍ଷେତ୍ରର ଦକ୍ଷିଣରେ ମାଉଣ୍ଟ ମୁବାରକ ଓ ୟୁଏଇର ଫଜେରାହ ଦକ୍ଷିଣର ମଧ୍ୟ…
ମୁଁ ଶୀଘ୍ର ଇରାନ ଆମକୁ ପଠାଇଥିବା ଯୋଜନାର ସମୀକ୍ଷା କରିବି – ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପାରସ୍ୟ ଉପସାଗରର ମୁହାଣରେ ଅବସ୍ଥିତ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିବେ ସମୀକ୍ଷା। ରାଷ୍ଟ୍ରପତି ଟ୍ରମ୍ପ ପୋଷ୍ଟ କରିଛନ୍ତି, "ମୁଁ ଶୀଘ୍ର ଇରାନ ଆମକୁ…
ଇରାନରେ ବଡ଼ ଦୁର୍ଘଟଣା,ବୋମା ବିସ୍ଫୋରଣରେ ୧୪ ଜଣ IRGC ସୈନିକ ମୃତ ୨ ଜଣ ଆହତ
ଇରାନରେ ବଡ଼ ଦୁର୍ଘଟଣା । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ୧୪ ସୈନିକଙ୍କ ମୃତ୍ୟୁ…