Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
World
All world wide news update will uploaded
ପୁଣିଥରେ ହର୍ମୁଜ୍ ପ୍ରଣାଳୀ ବନ୍ଦ : ୩ଟି ଭାରତୀୟ ସୁପରଟ୍ୟାଙ୍କର୍ ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିବାରେ ସଫଳ
ଇରାନ ପୁଣିଥରେ ହର୍ମୁଜ୍ ପ୍ରଣାଳୀ (Strait of Hormuz) କୁ ବନ୍ଦ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ୩ଟି ଭାରତୀୟ ସୁପରଟ୍ୟାଙ୍କର୍ ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିବାରେ ସଫଳ ହୋଇଛନ୍ତି। ଏହି ଜାହାଜଗୁଡ଼ିକରେ ମୋଟ ୯୪ ଜଣ ଭାରତୀୟ ନାବିକ ଥିବା ବେଳେ ଏହା ବିପୁଳ ପରିମାଣର ଅଶୋଧିତ…
ଆମେରିକା ସହିତ ଏକ ଚୁକ୍ତିନାମା ପରେ ଇରାନ ହର୍ମୁଜ୍ ପ୍ରଣାଳୀ ଖୋଲିଲା
ଆମେରିକାର ନୌସେନା ଅବରୋଧ ମଧ୍ୟ ପ୍ରତ୍ୟାହାର କରାଯାଇଛି। ଚୁକ୍ତିନାମା ଅନୁଯାୟୀ, ଜାହାଜଗୁଡ଼ିକ ୬୦ ଦିନ ପାଇଁ ଟୋଲ୍ ବିନା ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରିପାରିବେ। ଇରାନ ଏହାକୁ ଅନୁମୋଦନ କରିଛି। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକାର ସାମରିକ ଅବରୋଧ ମଧ୍ୟ ପ୍ରତ୍ୟାହାର କରାଯାଇଛି।…
ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ, ୧୬ ମୃତ
ଗୁରୁବାର-ଶୁକ୍ରବାର ରାତିରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ସହ ଅନେକ ନିଖୋଜ ଥିବା ଜଣାପଡିଛି ।
ଲେବାନନର ଜାତୀୟ ସମ୍ବାଦ ଏଜେନ୍ସି (NNA)ର ରିପୋର୍ଟ ଅନୁସାରେ, ଦକ୍ଷିଣ…
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର , ଖୋଲିବ ହର୍ମୁଜ ପ୍ରଣାଳୀ
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ବିବାଦରେ ଏକ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ସଫଳତା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ମଧ୍ୟରେ ଏକ ଐତିହାସିକ ସ୍ମାରକପତ୍ର (MoU) ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତିନାମାର…
ସମସ୍ତ ସାମୁଦ୍ରିକ ପଥ ସୁରକ୍ଷିତ ରହିବା ଦରକାର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜି -୭ ସମ୍ମିଳନୀରେ ଯୋଗ ଦେବାକୁ ଫ୍ରାନ୍ସରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ସେ ସମ୍ମିଳନୀରେ ନିଜର ଉଦବୋଧନ ମଧ୍ୟ ଦେଇଛନ୍ତି । ଉଦବୋଧନ ପୂର୍ବରୁ ବିଶ୍ୱର ଅନେକ ଟପ୍ ନେତାଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଥିଲେ । ଏହାପରେ ନିଜ ଉଦବୋଧନରେ ସେ ପରୋକ୍ଷରେ…
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ,ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୮ ରେକର୍ଡ
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୮ ରେକର୍ଡ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ମଙ୍ଗଳବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। X ରେ ଏକ ପୋଷ୍ଟରେ, NCS କହିଛି ଯେ ଇଣ୍ଡୋନେସିଆରେ 0୮.୫୭ରେ ୪୫ କିଲୋମିଟର ଗଭୀରତାରେ…
ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ ଶାନ୍ତି ଚୁକ୍ତି ସ୍ବାକ୍ଷରିତ , କ’ଣ ଏହି ୧୪ …
ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ରାଜି ହୋଇଛନ୍ତି । ଫଳରେ ହର୍ମୋଜ୍ ଷ୍ଟ୍ରେଟ୍ ରାସ୍ତା ଖୋଲିଛି । ପରସ୍ପର ନିଜର ନୌସେନାକୁ ଅପସାରଣ କରିଛନ୍ତି । ତେବେ ଆମେରିକା ଏବଂ ଇରାନ ମଧ୍ୟରେ୧୪ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ…
ହିଜବୁଲାହର ହେଡକ୍ୱାର୍ଟର୍ ଉପରେ ଏୟାର ଷ୍ଟ୍ରାଇକ୍
ରବିବାର ଇସ୍ରାଏଲ ଏୟାରଫୋର୍ସ ଏକ ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ବେରୁତରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକ୍ ଦେଖିବାକୁ ମିଳିଛି । ଆକ୍ରମଣରେ ହିଜବୁଲାହର ହେଡକ୍ୱାର୍ଟର୍ କୁହାଯାଉଥିବା ଏକ ବିଲ୍ଡିଂକୁ ସେନା ଧ୍ୱଂସ କରିଦେଇଛି ।
ଏକ୍ସରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ…
ଟ୍ରମ୍ପଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ‘ଭିତ୍ତିହୀନ”: ଇରାନ
ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଟ୍ରମ୍ପଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ‘ଭିତ୍ତିହୀନ” ବୋଲି ଖାରଜ କରି ଭାରତରେ ଥିବା ଇରାନୀ ଦୂତାବାସ କହିଛି ଯେ,…
ଟ୍ରମ୍ପଙ୍କ ବଡ଼ ଘୋଷଣା , ଇରାନ ଯୁଦ୍ଧର ହେବ ଅନ୍ତ,ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’
ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’ । ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ, ଇରାନ…