Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
World
All world wide news update will uploaded
ଇରାନ ପାଇଁ ଆଜି ରାତି ଅତ୍ୟନ୍ତ ଭୟଙ୍କର ,ଚେତାବନୀ ଦେଲେ ଟ୍ରମ୍ପ
ମଧ୍ୟପ୍ରାଚ୍ୟ (Middle East) ରେ ଶାନ୍ତିର ସମସ୍ତ ଆଶା ମଉଳି ଯାଇଥିବା ବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି। ଆମେରିକା ପକ୍ଷରୁ ଇରାନ ଉପରେ ପୁଣି ଆକ୍ରମଣ କରାଯାଇଥିବା ବେଳେ, ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଚେତାବନୀ ଦେଇଛନ୍ତି। ଟ୍ରମ୍ପ…
୩୬ ମହଲାରୁ ତଳକୁ ଖସିପଡ଼ିଲେ ଦମ୍ପତି ଓ ଶିଶୁ ପୁତ୍ର , ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ,ସାରା ବିଶ୍ୱରେ ଚର୍ଚ୍ଚାର…
ଦକ୍ଷିଣ ଲଣ୍ଡନରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ସୁଉଚ୍ଚ ଅଟ୍ଟାଳିକାର ୩୬ ମହଲାରୁ ତଳକୁ ଖସିପଡ଼ି ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କର ୯ ବର୍ଷର ପୁଅର ମୃତ୍ୟୁ ଘଟିଛି। ଏହି ଘଟଣାଟି ଗତ ମେ ୨୭ ତାରିଖରେ ଘଟିଥିବା ବେଳେ ଜୁନ୍ ୯ ତାରିଖରେ ଏହା…
ପିଓକେ ରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ବିନ୍ଦ୍ରୋହ ହିଂସା ପ୍ରଦର୍ଶନ, ୧୧ ମୃତ ୭୦ ରୁ ଅଧିକ ଲୋକ ଆହତ
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ମିଳିତ ଆୱାମୀ କାର୍ଯ୍ୟ କମିଟି (JAAC) ଉପରେ ପ୍ରତିବନ୍ଧକ ଲଗାଇବା ପରେ ବଡ଼ ଧରଣର ପ୍ରତିବାଦ ଆରମ୍ଭ ହୋଇଛି। ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି…
ଇସ୍ରାଏଲ ଏବଂ ଇରାନକୁ ପରଷ୍ପର ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବ୍ୟାପକ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଇସ୍ରାଏଲ ଏବଂ ଇରାନକୁ ପରଷ୍ପର ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ନିଜର ସୋସିଆଲ ମିଡିଆ…
ନିଜ ସାମରିକ କ୍ଷମତାକୁ ଆହୁରି ମଜଭୁତ କରିବା ପାଇଁ ମିଜାଇଲ ଫ୍ୟାକ୍ଟ୍ରିପରିଦର୍ଶନ କଲେ କିମ୍ ଜୋଙ୍ଗ ଉନ୍
ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ସାମରିକ ଶକ୍ତିକୁ ନେଇ ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ସରକାରୀ ମିଡିଆ ଦ୍ୱାରା ଜାରି ଛବିରେ କିମ ଜୋଙ୍ଗଙ୍କୁ ଏକ ମିଜାଇଲ ପ୍ରଡକ୍ସନ ଫ୍ୟାସେଲିଟି ପରିଦର୍ଶନ କରୁଥିବା ଦେଖା ଯାଇଛନ୍ତି। କୁହାଯାଉଛି ଏଠାରେ ଦେଶର ଆଡଭାନ୍ସ ମିଜାଇଲ…
ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏବଂ ଇରାନ ପୁଣି ମୁହାଁମୁହିଁ
ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ଶାନ୍ତି ପାଇଁ ଆଲୋଚନା ଚାଲିଛି । ଅନ୍ୟ ଦିଗରେ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି ଦୁଇଦେଶ । ଏସବୁ ଭିତରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏବଂ ଇରାନ ପୁଣି ମୁହାଁମୁହିଁ ହୋଇଛନ୍ତି ।
ଇରାନ ନ୍ୟୁଜ୍…
ଟ୍ରମ୍ପଙ୍କୁ ବଡ଼ ଝଟକା, ଇରାନ ବିରୋଧରେ ଯୁଦ୍ଧ ବନ୍ଦ ପ୍ରସ୍ତାବ ସଂସଦରେ ପାରିତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ପଦାରେ ପଡ଼ିଲା ରାଷ୍ଟ୍ରପତି ଟ୍ରମ୍ପଙ୍କ ଇରାନ ନୀତି ପ୍ରତି ବଢୁଥିବା ଅସନ୍ତୋଷ। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକୀୟ ସଂସଦର ନିମ୍ନ ସଦନ ବା ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ…
ଦୀର୍ଘ ୩ ମାସ ପରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ହେବ
ଦୀର୍ଘ ୩ ମାସ ପରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ଇରାନରେ ହେବାକୁ ଯାଉଛି। ସରକାର ତିନି ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି। ଏହି ସୂଚନା ଇରାନର ସରକାରୀ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ହୋଇଛି। ତେହେରାନର ଡେପୁଟି ମେୟର ମହମ୍ମଦ ଅମିନ…
ଭୂକମ୍ପରେ ଥରିଲା ଇଟାଲି ,ଭୂକମ୍ପର ତୀବ୍ରତା ୬.୧ ରେକର୍ଡ
ଭୂକମ୍ପରେ ଥରିଲା ଇଟାଲି। ମଙ୍ଗଳବାର ସକାଳେ ଦକ୍ଷିଣ ଇଟାଲୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ ଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ…
ଇରାନର ସାମରିକ ଭିତ୍ତିଭୂମିକୁ ବୋମା ମାଡ଼ କରି ଉଡ଼ାଇ ଦେଇଛି ଆମେରିକୀୟ ସେନା
ଇରାନ ଉପରେ ପୁଣି ଭୟଙ୍କର ଆକ୍ରମଣ କଲା ଆମେରିକା । ଇରାନର ସାମରିକ ଭିତ୍ତିଭୂମିକୁ ବୋମା ମାଡ଼ କରି ଉଡ଼ାଇ ଦେଇଛି ଆମେରିକୀୟ ସେନା । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି ।…