Browsing Category

World

All world wide news update will uploaded

ଇରାନ ଏବଂ ଆମେରିକା ମଧ୍ୟରେ ପରମାଣୁ ଚୁକ୍ତି ହେବାର ସମ୍ଭାବନା ସୃଷ୍ଟି

ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଓ ସାମରିକ ତିକ୍ତତା ମଧ୍ୟରେ ଏକ ପରମାଣୁ ଚୁକ୍ତି (Nuclear Deal) ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ଚୁକ୍ତିକୁ ନେଇ ତେହେରାନ (ଇରାନର ରାଜଧାନୀ) ଠାରୁ ଆରମ୍ଭ କରି ୱାଶିଂଟନ (ଆମେରିକାର ରାଜଧାନୀ) ପର୍ଯ୍ୟନ୍ତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଲେ ଜର୍ଜିଆ ମେଲୋନି : “ରୋମକୁ…

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, "ରୋମକୁ ସ୍ୱାଗତ, ମୋର ବନ୍ଧୁ!"। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଟ୍ରମ୍ପଙ୍କ ବଡ଼ ଘୋଷଣା , ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ

ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ ।  ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ଟଳିଲା ଇରାନ ଉପରେ ଆମେରିକାର ସେନା ଆକ୍ରମଣ ।  ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଆଜି ଇରାନ ଉପରେ ହେବାକୁ ଥିବା ବଡ଼ ଧରଣର…

ଚୀନରେ ଭୟଙ୍କର ଭୂମିକମ୍ପ,ଭୂକମ୍ପର ତୀବ୍ରତା ୫.୨

ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରବିବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଥିଲା । ଭୂକମ୍ପର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା ବୋଲି ଅନୁମାନ…

ସ୍ୱିଡେନର ରେ ମୋଦୀ ,ମୋଦୀଙ୍କ ଏହି ଗସ୍ତର ଭୂ-ରାଜନୈତିକ ଗୁରୁତ୍ଵକୁ ଦର୍ଶାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୫ଟି ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ରବିବାର ସ୍ଵିଡେନ ଗସ୍ତ କରିଛନ୍ତି। ସ୍ୱିଡେନର ପ୍ରମୁଖ ସହର ଗୋଥେନବର୍ଗର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ଵିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ…

ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହେଲା ଆମେରିକା

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ରବିବାରରେ…

ଡଲାରକୁ ବାଦ ଦେଇ ଆମ ଜାତୀୟ ମୁଦ୍ରାରେ କାରବାର ପାଇଁ ଭାରତ ସହ ଆମର ବୁଝାମଣା ହେଉଛି- ରୁଷ ବିଦେଶ ମନ୍ତ୍ରୀ ସେର୍ଗେଇ…

ଭୂ-ରାଜନୈତିକ ପରିବର୍ତ୍ତନ ଭିତରେ ସବୁ ଦେଶ ନିଜ ବିଦେଶ ନୀତିର ସମୀକ୍ଷା କରିବା ସହ ଏହାକୁ ନୂଆ ରୂପ ଦେଉଛନ୍ତି । ଏହି କ୍ରମରେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକର ଧାରା ମଧ୍ୟ ବଢିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବର୍ଷ ଶେଷରେ ରୁଷ…

ୟୁକ୍ରେନ ଉପରେ ଋଷିଆ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ,ଏକକାଳୀନ ୮୦୦ରୁ ଅଧିକ ଡ୍ରୋନ ମାଡ଼

ୟୁକ୍ରେନ ଉପରେ ଋଷିଆ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ କରିଛି। ୨୦ଟି ଅଞ୍ଚଳ ଉପରକୁ ଋଷିଆ ଏକକାଳୀନ ୮୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ଫଳରେ ରାଜଧାନୀ କିଭ ସମେତ ପଶ୍ଚିମ ସହର ଲିଭ୍, ବ୍ଲାକ୍ ସି ପୋର୍ଟ ସିଟି ଓଡେଶା ଆଦି ସହର ଗୁରୁତର ପ୍ରଭାବିତ ହୋଇଛି। ଅଧିକାରୀଙ୍କ ଅନୁସାରେ ଏହି…

ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା,ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ…

ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ…

ଇରାନ ପ୍ରସ୍ତାବରେ କ୍ଷତିପୂରଣ ଶବ୍ଦ ବ୍ୟବହାରକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ କ୍ଷୁବ୍ଧ

ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଏଯାଏଁ କୌଣସି ନିଷ୍କର୍ଷରେ ପହଞ୍ଚି ନାହିଁ । ଇରାନ ମଧ୍ୟ ପାକିସ୍ତାନ ଜରିଆରେ ଆମେରିକାର ପ୍ରସ୍ତାବର ଜବାବ ପଠାଇଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଲାଇଫ୍ ସପୋର୍ଟ ଉପରେ ରହିଛି…