Browsing Category

Technology

All technology related news will be uploaded in this

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆସିଛି ଏକ ଦମଦାର ଅପଡେଟ୍,ପୋଷ୍ଟକୁ ଡିଲିଟ୍ ନକରି ମଧ୍ୟ ତାହାର ଅଡିଓ କିମ୍ବା ମ୍ୟୁଜିକ୍…

ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆସିଛି ଏକ ଦମଦାର ଅପଡେଟ୍ । ଏବେ ପୂର୍ବରୁ ପବ୍ଲିସ୍ କରିଥିବା ପୋଷ୍ଟକୁ ଡିଲିଟ୍ ନକରି ମଧ୍ୟ ତାହାର ଅଡିଓ କିମ୍ବା ମ୍ୟୁଜିକ୍ ବଦଳାଇବାର ସୁବିଧା ପାଇପାରିବେ ୟୁଜର୍ସ । ବିଶେଷ କରି କ୍ରିଏଟରମାନଙ୍କ ପାଇଁ ଇନଷ୍ଟାଗ୍ରାମର ଏହି ନୂଆ ଫିଚର୍ସ ବେଶ୍ ଉପଯୋଗୀ…

ନିଜର ଏସୟୁଭି ବାସାଲ୍ଟର ନୂଆ ‘ବାସାଲ୍ଟ X କମ୍ଫର୍ଟ ଏଡିସନ୍’ ଭାରତୀୟ ବଜାରରେ ଲଞ୍ଚ କରିଛି ସିଟ୍ରୋଏନ୍…

ସିଟ୍ରୋଏନ୍ ଇଣ୍ଡିଆ (Citroen India) ନିଜର ଏସୟୁଭି ବାସାଲ୍ଟର ନୂଆ 'ବାସାଲ୍ଟ X କମ୍ଫର୍ଟ ଏଡିସନ୍' ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୮.୭୫ ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ୍)। ଯାହା ମୂଳ 'You' ଭାରିଆଣ୍ଟ (୮.୫୫ ଲକ୍ଷ ଟଙ୍କା) ଠାରୁ ମାତ୍ର ୨୦,୦୦୦ ଟଙ୍କା ଅଧିକ।…

ଆଉ ଏକ ନୂଆ ସ୍ମାର୍ଟ ପ୍ରୋଜେକ୍ଟର ଲଞ୍ଚ କଲା ଦେଶୀ ବ୍ରାଣ୍ଡ XElectron ଜାଣନ୍ତୁ ଫିଚର୍ସ ଓ ପ୍ରାଇସ

ଦେଶୀ ବ୍ରାଣ୍ଡ XElectron ଆଉ ଏକ ନୂଆ ସ୍ମାର୍ଟ ପ୍ରୋଜେକ୍ଟର ଲଞ୍ଚ କରିଛି । ଏହି ସ୍ମାର୍ଟ ପ୍ରୋଜେକ୍ଟର ଆପଣଙ୍କ ଘରର କାନ୍ଥକୁ 4K ସ୍ମାର୍ଟ ସ୍କ୍ରିନ୍ରେ ପରିଣତ କରିପାରିବ। ଏହାର ଦାମ ୭ ହଜାର ଟଙ୍କାରୁ ମଧ୍ୟ କମ୍ । ଏହା ପୂର୍ବରୁ କମ୍ପାନୀ XElectron Luminex Smart Projector ଲଞ୍ଚ…

Tecno ଭାରତୀୟ ବଜାରରେ Tecno Camon 50 Ultra 5G ଲଞ୍ଚ କଲା , ଆସନ୍ତୁ ଜାଣିବା ଫିଚର୍ସ

Tecno ଭାରତୀୟ ବଜାରରେ Tecno Camon 50 Ultra 5G ଲଞ୍ଚ କରିଛି । କମ୍ପାନୀ ଏହି ଫୋନ୍‌ରେ ୫୦MPର ଟ୍ରିପଲ୍ କ୍ୟାମେରା ସେଟ୍ ଅପ୍ ଏବଂ ୬୫୦୦mAh ବ୍ୟାଟେରୀ ସମେତ MediaTek Dimensity 7000 ସିରିଜ୍ ଚିପସେଟ୍ ରହିଛି । ଫିଚର୍ସ : Tecno ର ଏହି ଫୋନରେ ୬.୭୮ ଇଞ୍ଚ ଓ ୧.୫K କର୍ଭଡ୍…

ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ Caviar ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ…

ଲଗଜରୀ ଫୋନ୍ ନିର୍ମାତା କମ୍ପାନୀ Caviar ଫୁଟବଲର ଦୁଇ ଜଣ ଲୋକପ୍ରିୟ ଖେଳାଳି ଲିଓନେଲ ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ କରିଛି । କମ୍ପାନୀ ୨୪ କ୍ୟାରେଟ୍ ସୁନା ଏବଂ ପ୍ରିମିୟମ୍ ଡିଜାଇନ ସହିତ Samsung Galaxy Z Fold 8…

ଭାରତରେ ଲଞ୍ଚ ହୋଇଛି Motorola Edge 70 Max , ଆସନ୍ତୁ ଜାଣିବା ଫିଚର୍ସ

ଭାରତରେ ଲଞ୍ଚ ହୋଇଛି Motorola Edge 70 Max । ଏହି ଫୋନ୍ Motorola ର Edge 70 ସିରିଜର ସବୁଠାରୁ ପ୍ରିମିୟମ୍ ଫୋନ୍। ପୂର୍ବରୁ, କମ୍ପାନୀ ଏହି ସିରିଜରେ Edge 70, Edge 70 Fusion, Edge 70 Pro, ଏବଂ Edge 70 Pro+ ଲଞ୍ଚ କରିଥିଲା । ଏହି ଫୋନରେ ଏକ ପାୱାରଫୁଲ୍ 7,100mAh ବ୍ୟାଟେରୀ…

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi , ଯାହାର ରହିଛି ଜବରଦସ୍ତ ଫିଚର୍ସ

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi । ଯାହାର ରହିଛି ଜବରଦସ୍ତ ଫିଚର୍ସ । ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ଓ । ଯେଉଁ ସ୍ମାର୍ଟଫୋନ ବିଷୟରେ ଆମେ କହୁଛୁ ତାର ନାଁ ହେଉଛି- Redmi…

ଜନ୍ମଦିନ ମନେପକାଇବ WhatsApp,

ଆଜିର ସମୟରେ WhatsApp ସବୁଠାରୁ ପପୁଲାର ମେସେଜିଂ ଆପ୍‌ମାନଙ୍କ ମଧ୍ୟରୁ ଗୋଟିଏ । ଅଫିସ୍ କାମଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥାବାର୍ତ୍ତା ପର୍ଯ୍ୟନ୍ତ, ଲୋକମାନେ ବ୍ୟାପକ ଭାବେ ଏହାକୁ ବ୍ୟବହାର କରୁଛନ୍ତି । ଅନେକେ ନିଜର ପ୍ରିୟ ଲୋକଙ୍କ ଜନ୍ମଦିନରେ WhatsApp ଷ୍ଟାଟସ୍ ମଧ୍ୟ ଲଗାନ୍ତି । ଏବେ…

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ଭାରତରେ ଲଞ୍ଚ୍ ନ କରିବା ପାଇଁ ମେଟା ନିଷ୍ପତ୍ତି

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ଜାରି ବିବାଦ ଭିତରେ ମେଟା ଏକ ବଡ଼ ପଦକ୍ଷେପ ନେଇଛି । ହ୍ୱାଟ୍ସଆପର ମୂଳ କମ୍ପାନି ମେଟା ଏବଂ ଭାରତ ସରକାରଙ୍କ ମଧ୍ୟରେ ୟୁଜରନେମ୍ ଫିଚର୍ ଉପରେ ଆଲୋଚନା ଚାଲିଛି । ୟୁଜରଙ୍କ ସୁରକ୍ଷାକୁ ନେଇ ସରକାର ହ୍ୱାଟ୍ସଆପକୁ ନୋଟିସ୍ ପଠାଇଛନ୍ତି । ଏହାରି ଭିତରେ ମେଟା…

Realme Narzo 100x 5Gର Xରେ ଫୋନ୍‌ର ଏକ ଟିଜର୍ ରିଲିଜ , ଆସନ୍ତୁ ଜାଣିବା ଏହାର ଫିଚର୍ସ

ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ Realme Narzo 100x 5G । କମ୍ପାନୀ ଏହି ଆଗାମୀ ଫୋନ୍ ଲଞ୍ଚ ହେବା କଥା ନିଶ୍ଚିତ କରିଛି । କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫୋନ୍‌ର ଏକ ପୋଷ୍ଟର ଟିଜର୍ ଲଞ୍ଚ କରିଛି । ପୂର୍ବରୁ, କମ୍ପାନୀ ଭାରତୀୟ ବଜାରରେ Narzo 100 Lite ଲଞ୍ଚ କରିସାରିଛି ।…