Browsing Category

Technology

All technology related news will be uploaded in this

ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି…

ଆଜିଠୁ SIM କାର୍ଡ ନିୟମ କଡ଼ା । ନିର୍ଦ୍ଧାରିତ ସୀମା ପୂରଣ ହୋଇଥିଲେ ଆଉ ମିଳିବନି ନୂଆ କନେକ୍ସନ୍ । ଟେଲିକମ୍ କମ୍ପାନୀ କରିବେ ଯାଞ୍ଚ । ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି ଜାଣିବା ଜରୁରୀ । ଦେଶରେ ଜଣେ…

ଫିଟନେସ୍ ଟ୍ରାକିଂ ଦୁନିଆରେ ଲଞ୍ଚ ହେବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ଡିଭାଇସ୍ ‘ଟେମ୍ପଲ୍, ମନର ଗୁପ୍ତ କଥା ଏବଂ…

ଫିଟନେସ୍ ଟ୍ରାକିଂ ଦୁନିଆରେ ଏବେ କ୍ରାନ୍ତି ଆସିବାକୁ ଯାଉଛି। ଏପର୍ଯ୍ୟନ୍ତ ହାତରେ ସ୍ମାର୍ଟୱାଚ୍ କିମ୍ବା ଫିଟନେସ୍ ବ୍ୟାଣ୍ଡ ପିନ୍ଧିବାର ଯେଉଁ କ୍ରେଜ୍ ରହିଥିଲା, ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଆସୁଛି ଏକ ଭିନ୍ନ ଧରଣର ସ୍ମାର୍ଟ ଗ୍ୟାଜେଟ୍। ଜୋମାଟୋ ଏବଂ ଇଟର୍ନାଲର ପ୍ରତିଷ୍ଠାତା…

ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି Poco M8 ସିରିଜର ସ୍ମାର୍ଟଫୋନ୍,ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ

Poco M8 ସିରିଜରେ କମ୍ପାନୀ ଏକ କମ୍ ଦାମର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଅଗଷ୍ଟ ୨୧ ତାରିଖ ଅର୍ଥାତ୍ ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସହ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମଧ୍ୟ ଲିଷ୍ଟ କରାଯାଇଛି । ଫୋନର ଅନେକ…

Tecno ଭାରତରେ ଲଞ୍ଚ୍ କରିଛି ନୂଆ Pova 8 Pro 5G,ଗେମିଂ ପରଫର୍ମାନ୍ସକୁ ଆହୁରି ଭଲ କରିବା ପାଇଁ ଏଥିରେ ରହିଛି Tecno…

Tecno ଭାରତରେ ଲଞ୍ଚ୍ କରିଛି ନୂଆ Pova 8 Pro 5G । Pova ସିରିଜରେ ଏହା ପୂର୍ବରୁ ଲଞ୍ଚ୍ ହୋଇଥିବା Pova 8 5G ସହିତ ଆଉ ଏକ ପାୱାରଫୁଲ୍ ଅପ୍ସନ୍ ଭାବେ ସାମିଲ ହୋଇଛି ।ଏହି ଫୋନରେ ମିଳୁଛି MediaTek Dimensity 7400 Ultimate ଚିପସେଟ୍ । ଏହା ସହିତ ରହିଛି 12 ଜିବି ପର୍ଯ୍ୟନ୍ତ RAM ଏବଂ…

ସ୍ମାର୍ଟଫୋନ୍ ବଜାରରେ ଖୁବଶୀଘ୍ର ଧମାଲ୍ କରିପାରେ POCOର ନୂଆ X8 Pro ସିରିଜ୍,ଦମଦାର ଫିଚର୍ସ ସହ ମିଳିପାରେ ବଡ଼…

ସ୍ମାର୍ଟଫୋନ୍ ବଜାରରେ ଖୁବଶୀଘ୍ର ଧମାଲ୍ କରିପାରେ POCOର ନୂଆ X8 Pro ସିରିଜ୍ । ଗ୍ଲୋବାଲ୍ ଲଞ୍ଚକୁ ନେଇ କମ୍ପାନୀ ପକ୍ଷରୁ ମିଳିଛି ବଡ଼ ସୂଚନା । ମିଡ୍-ରେଞ୍ଜ୍ ସେଗମେଣ୍ଟରେ ଲଞ୍ଚ ହେବାକୁ ଥିବା ଏହି ସିରିଜରେ ଦମଦାର ଫିଚର୍ସ ସହ ବଡ଼ ବ୍ୟାଟେରୀ ମିଳିପାରେ। ଫିଚର୍ସ: POCO X8 Pro…

Google Pixel 11 ସିରିଜ୍ ସହ କମ୍ପାନୀ ଲଞ୍ଚ କଲା ନୂଆ ସ୍ମାର୍ଟୱାଚ୍ Pixel Watch 5 ଲଞ୍ଚ

Google Pixel 11 ସିରିଜ୍ ସହ କମ୍ପାନୀ ନୂଆ ସ୍ମାର୍ଟୱାଚ୍ Pixel Watch 5 ମଧ୍ୟ ଲଞ୍ଚ କରିଛି । ଏହି ସ୍ମାର୍ଟୱାଚକୁ ୪୧ ମିଲିମିଟର ଏବଂ ୪୫ ମିଲିମିଟର- ଦୁଇଟି ଡାଏଲ୍ ସାଇଜରେ ଆଣାଯାଇଛି । ଏଥିରେ ଅନେକ ହେଲ୍ଥ ଫିଚର୍ ସହ AI ବେସ୍ଡ Google Gemini ସୁବିଧା ମଧ୍ୟ ମିଳିବ। ଫିଚର୍ସ:…

ପ୍ରାୟ ୧୦ ବର୍ଷ ପରେ ନିଜର ଲୋଗୋ ବଦଳାଇ ଟ୍ରୋଲ ହେଲା ଇନଷ୍ଟାଗ୍ରାମ୍

ଇନଷ୍ଟାଗ୍ରାମ୍ ପ୍ରାୟ ୧୦ ବର୍ଷ ପରେ ନିଜର ଲେଖା ଲୋଗୋ ବା ୱାର୍ଡମାର୍କକୁ ବଦଳାଇଛି । ନୂଆ ଡିଜାଇନକୁ ଅଧିକ କ୍ଲିୟର୍ ଏବଂ ମଡର୍ନ୍ କରିବାକୁ କମ୍ପାନୀ ଚେଷ୍ଟା କରିଛି । କିନ୍ତୁ ନୂଆ ଡିଜାଇନ୍ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଟ୍ରୋଲିଂ ଆରମ୍ଭ ହୋଇଛି । କିଛି ୟୁଜର୍…

Robot Phone ଲଞ୍ଚ କଲା Honor ,୨୦୦MP କ୍ୟାମେରା ସହିତ ବଡ଼ ବ୍ୟାଟେରୀ ଏବଂ ଅନେକ ପାଓ୍ବାରଫୁଲ ଫିଚର୍ସ ସାମିଲ

Honor ଶେଷରେ Robot Phone ଲଞ୍ଚ କରିଛି । ଚୀନ୍ କମ୍ପାନୀ ଏହି ୟୁନିକ୍ ଡିଜାଇନ୍ ଫୋନକୁ ମାର୍ଚ୍ଚ ମାସରେ ମୋବାଇଲ୍ ୱାର୍ଲ୍ଡ  କଂଗ୍ରେସରେ ପ୍ରଦର୍ଶନ କରିଥିଲା । ଏହି ଫୋନରେ ୨୦୦MP କ୍ୟାମେରା ସହିତ ବଡ଼ ବ୍ୟାଟେରୀ ଏବଂ ଅନେକ ପାଓ୍ବାରଫୁଲ ଫିଚର୍ସ ସାମିଲ ରହିଛି । ଫିଚର୍ସ: Honorର…

ଗ୍ଲୋବାଲ୍ ମାର୍କେଟରେ ଆଉ ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi,ଜାଣନ୍ତୁ ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର…

Xiaomiର ସବ୍-ବ୍ରାଣ୍ଡ Redmi ଗ୍ଲୋବାଲ୍ ମାର୍କେଟରେ ଆଉ ଦୁଇଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ Redmi 17 5G ସହିତ Redmi 17 4G ମଡେଲକୁ ମଧ୍ୟ ଲଞ୍ଚ କରିଛି । ଏହି ଦୁଇ ଫୋନରେ ରହିଛି ଯବରଦସ୍ତ ଫିଚର୍ସ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ…

ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କଲା ଦେଶୀ ବ୍ରାଣ୍ଡ୍ Lava,ଫୋନରେ ରହିଛି ୫,୦୦୦ mAh ର ବଡ଼ ବ୍ୟାଟେରୀ

Lava ପକ୍ଷରୁ ଭାରତୀୟ ବଜାରରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଦେଶୀ ବ୍ରାଣ୍ଡ୍ Lava ର ଏହି ନୂଆ ସ୍ମାର୍ଟଫୋନଟି ବିଶେଷ କରି ବଜେଟ୍ ଫ୍ରେଣ୍ଡଲି ୟୁଜର୍ସଙ୍କୁ ଧ୍ୟାନରେ ରଖି ବଜାରକୁ ଆଣାଯାଇଛି । ଫୋନରେ ରହିଛି ୫,୦୦୦ mAh ର ବଡ଼ ବ୍ୟାଟେରୀ । ଏହା ସହିତ ମିଳୁଛି ମିଲିଟାରୀ…