Trending
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
Browsing Category
Technology
All technology related news will be uploaded in this
ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍, ଜାଣନ୍ତୁ କେଉଁଠି
ଆମାଜନରେ ଆରମ୍ଭ ହୋଇଥିବା Great Freedom Saleରେ ଦେଶୀ ବ୍ରାଣ୍ଡର ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ…
ଭାରତରେ ଦୁଇଟି ନୂଆ ଟାବଲେଟ୍ ଲଞ୍ଚ କଲେ Huawei
Huawei ଭାରତରେ ଦୁଇଟି ନୂଆ ଟାବଲେଟ୍ ଲଞ୍ଚ କରିଛି । ଚୀନର ଏହି ବ୍ରାଣ୍ଡ୍ ଏହି ଟାବଲେଟ୍ଗୁଡ଼ିକୁ MatePad 11 ସିରିଜ୍ରେ ଆଣିଛି । ଏଥିରେ ୧୦,୧୦୦mAh ପର୍ଯ୍ୟନ୍ତ ପାୱାରଫୁଲ୍ ବ୍ୟାଟେରୀ ମିଳୁଛି। ହୁଆୱେର ଏହି ଟାବଲେଟଗୁଡ଼ିକ ନିଜସ୍ୱ HarmonyOS ଅପରେଟିଂ ସିଷ୍ଟମରେ ଚାଲିବ।
ନିକଟରେ…
HP ଭାରତରେ OmniPad 12 ଟ୍ୟାବଲେଟର ବିକ୍ରି ଆରମ୍ଭ କରିଛି, ଜାଣନ୍ତୁ ଫିଚର୍ସ
HP ଭାରତରେ OmniPad 12 ଟ୍ୟାବଲେଟର ବିକ୍ରି ଆରମ୍ଭ କରିଛି । କମ୍ପାନୀ କିଛି ସମୟ ପୂର୍ବରୁ ଏହି ଟ୍ୟାବଲେଟକୁ ଲଞ୍ଚ କରିଥିଲା । ଏହା Android ପ୍ଲାଟଫର୍ମରେ କାମ କରେ ଏବଂ ଏହାକୁ ଲ୍ୟାପଟପ୍ ଭଳି ମଧ୍ୟ ବ୍ୟବହାର କରିହେବ । HP ର ଏହି ଟ୍ୟାବଲେଟରେ Qualcomm ର ପାୱାରଫୁଲ୍ ଚିପସେଟ୍, ବଡ଼…
Vivo ସାତ ବର୍ଷ ପରେ ଭାରତୀୟ ବଜାରରେ ଏହାର ଦ୍ୱିତୀୟ S-ସିରିଜ୍ ଫୋନ୍ ଲଞ୍ଚ କରିଛି
Vivo ସାତ ବର୍ଷ ପରେ ଭାରତୀୟ ବଜାରରେ ଏହାର ଦ୍ୱିତୀୟ S-ସିରିଜ୍ ଫୋନ୍ ଲଞ୍ଚ କରିଛି । Vivo S2 ନାମରେ ନାମିତ ଏହି ଫୋନ୍ରେ ୩୨MP କ୍ୟାମେରା ଏବଂ ୭୦୫୦mAh ବ୍ୟାଟେରୀ ସୁବିଧା ରହିଛି । ଯାହା ମିଡ୍ ବଜେଟ୍ ପ୍ରାଇସରେ ପ୍ରଚଳନ କରାଯାଇଛି । କମ୍ପାନୀ ଖୁବ୍ଶୀଘ୍ର ଭାରତରେ ଏହି ସିରିଜ୍ର ଆଉ…
ଭାରତରେ ଲଞ୍ଚ ହେଲା OnePlus N6x,ଅଗଷ୍ଟ ୪ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ
OnePlus ଭାରତରେ ଏହାର ନୂତନ ଏଣ୍ଟ୍ରି-ଲେବଲ୍ ସ୍ମାର୍ଟଫୋନ୍ OnePlus N6x ଲଞ୍ଚ କରିଛି । ଏହି ଫୋନଟି 7000mAhର ବଡ଼ ବ୍ୟାଟେରୀ, 120Hz ଡିସପ୍ଲେ ଏବଂ ଏକ MediaTek Dimensity 6360 Apex ଚିପସେଟ୍ ସହିତ ଲଞ୍ଚ ହୋଇଛି । କମ୍ପାନୀ ଏହାକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ଏବଂ ଦୁଇଟି କଲର…
ୟୁପିଆଇ ମାଧ୍ୟମରେ କରିହେବ ବୁର୍ଜ ଖଲିଫାର ପ୍ରସିଦ୍ଧ ‘ଆଟ୍ ଦି ଟପ୍’ ଅନୁଭବର ଅନଲାଇନ୍ ଟିକେଟ୍ ବୁକିଂ
ଏବେ ବିଶ୍ୱର ସବୁଠୁ ଉଚ୍ଚା ଭବନ ବୁର୍ଜ ଖଲିଫାର ପ୍ରସିଦ୍ଧ ‘ଆଟ୍ ଦି ଟପ୍’ ଅନୁଭବର ଅନଲାଇନ୍ ଟିକେଟ୍ ବୁକିଂ ୟୁନିଫାଏଡ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ କରାଯାଇ ପାରିବ। ଏଣୁ ଏହି ଖବର ୟୁନାଇଟେଡ ଆରବ ଏମିରେଟ୍ (ୟୁଏଇ) ବୁଲିଯିବାକୁ ଯୋଜନା କରିଥିବା ଭାରତୀୟଙ୍କ ଲାଗି ଆଶ୍ୱସ୍ତି…
HMD ଏହାର ଶସ୍ତା AI ଫୋନ୍ ଲଞ୍ଚ କରିଛି,ଫୋନରେ ByteDance ର ବିଲ୍ଟ-ଇନ୍ AI ଆସିଷ୍ଟାଣ୍ଟ ରହିଛି
HMD ଏହାର ଶସ୍ତା AI ଫୋନ୍ ଲଞ୍ଚ କରିଛି । ଫୋନର ଲୁକ୍ ଏବଂ ଡିଜାଇନ୍ ନୋକିଆ ଲୁମିଆ ସହିତ ସମାନ । HMDର ଏହି କମ୍ପାକ୍ଟ ସ୍ମାର୍ଟଫୋନ୍ ବିଶେଷ ଭାବରେ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ଯେଉଁମାନେ ବେସିକ୍ ଫିଚର୍ସ ସହିତ AI ବ୍ୟବହାର କରିବାକୁ ଚାହାଁନ୍ତି । ଫୋନରେ ByteDance ର ବିଲ୍ଟ-ଇନ୍ AI…
ଭାରତୀୟ ବଜାରରେ 2027 Kawasaki Ninja 300 ଲଞ୍ଚ ,ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା
ଜାପାନର ପ୍ରସିଦ୍ଧ ସୁପରବାଇକ୍ ନିର୍ମାତା କାୱାସାକି ଭାରତୀୟ ବଜାରରେ 2027 Kawasaki Ninja 300କୁ ଲଞ୍ଚ କରିଛି। ନୂଆ ମଡେଲର ଏକ୍ସ-ଶୋରୁମ ମୂଲ୍ୟ ୩.୩୪ ଲକ୍ଷ ଟଙ୍କା ରଖାଯାଇଛି, ଯାହା ପୂର୍ବ ମଡେଲ ତୁଳନାରେ ୧୭,୦୦୦ ଟଙ୍କା ଅଧିକ। ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା ହୋଇଥିଲେ ମଧ୍ୟ…
Oppo ର ଦମଦାର୍ ସ୍ମାର୍ଟଫୋନ ଲଞ୍ଚ , Oppo K15 5G ରହିଛି ଅନେକ ଦମଦାର୍ ଫିଚର୍ସ
Oppo ନିଜର ବଜେଟ୍ ଫ୍ରେଣ୍ଡଲି K ସିରିଜ୍ରେ ଆଉ ଏକ ନୂଆ 5G ସ୍ମାର୍ଟଫୋନ ଲଞ୍ଚ କରିଛି । Oppo K15 Series ର ଏହି ନୂଆ ସ୍ମାର୍ଟଫୋନରେ 8000mAh ବ୍ୟାଟେରୀ ଓ 50MP କ୍ୟାମେରା ଭଳି ଦମଦାର ଫିଚର ଦିଆଯାଇଛି । ଏହା K15 ସିରିଜର ତୃତୀୟ ସ୍ମାର୍ଟଫୋନ, ଯାହା ଚୀନ୍ରେ ଲଞ୍ଚ ହୋଇଛି । ଏହା…
ଆମେରିକୀୟ କମ୍ପାନୀ Light ଏକ ନୂଆ 5G ଫ୍ଲିପ୍ ଫୋନ୍ ଲଞ୍ଚ କରିଛି, ଯେଉଁଥିରେ ରହିଛି କିପ୍ୟାଡ୍
ଆମେରିକୀୟ କମ୍ପାନୀ Light ଏକ ନୂଆ 5G ଫ୍ଲିପ୍ ଫୋନ୍ ଲଞ୍ଚ କରିଛି, ଯେଉଁଥିରେ କିପ୍ୟାଡ୍ ଦିଆଯାଇଛି । ଏହି ଫୋନ୍ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଲଞ୍ଚ ହୋଇଥିବା Nokia, Samsung ଓ Motorolaର କିପ୍ୟାଡ୍ ଥିବା ଫ୍ଲିପ୍ ଫୋନ୍ ଭଳି ଦେଖାଯାଏ ।
Light କମ୍ପାନୀର ଏହି 5G ଫ୍ଲିପ୍ ଫୋନ୍…