Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Sports
All sports related news will be uploaded
ଆଇପିଏଲର ୪୪ତମ ମ୍ୟାଚ୍ପ , ଞ୍ଜାବ କିଙ୍ଗ୍ସକୁ ୧୬୩ ରନ୍ରେ ଅଟାଇଛି ଗୁଜରାଟ ଟାଇଟନ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ବିବେଚିତ ପଞ୍ଜାବ କିଙ୍ଗ୍ସକୁ ଆଜି ୧୬୩ ରନ୍ରେ ଅଟାଇଛି ଗୁଜରାଟ ଟାଇଟନ୍ସ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ଜିଣି ଗୁଜରାଟ ସଫଳ ରଣନୀତି ପ୍ରସ୍ତୁତ କରି ପଞ୍ଜାବକୁ ବଡ଼ ସ୍କୋର…
ହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
ଆଗାମୀ ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁରୂପ ଭାବେ ଦଳ ଗଠନ ହୋଇଛି । ବିସିସିଆଇ ଘୋଷଣା ଅନୁସାରେ ହରମନପ୍ରୀତ କୌର ଦଳର ଅଧିନାୟକ ଏବଂ ସ୍ମୃତି ମନ୍ଧାନା ଉପଅଧିନାୟକ ଅଛନ୍ତି। ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା ଏବଂ ରିଚା ଘୋଷଙ୍କ ସମେତ…
ଆଇପିଏଲ୍ ୨୦୨୬ର ୪୩ତମ ମ୍ୟାଚ୍ : ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୬ର ୪୩ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଟସ୍ ଜିଣି ରାଜସ୍ଥାନ ରୟାଲ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅକ୍ଷର ପଟେଲଙ୍କ ନେତୃତ୍ବରେ…
ପ୍ଲେ-ଅଫ୍ ରୁ ଏକପ୍ରକାର ବିଦା ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ ଇଣ୍ଡିଆନ୍ସକୁ ଶନି ଦଶା । ୨୪୩ ରନ କରି ବି ହାରିଲା ମୁମ୍ବାଇ । ପ୍ଲେ-ଅଫ୍ ରାସ୍ତା ଧିରେ ଧିରେ ସଫା ହେବାକୁ ଲାଗିଲାଣି । ତେବେ ବୁଧବାର ଖେଳାଯାଇଥିବା ଏକ ମୁକାବିଲାରେ ୬ ଓ୍ୱିକେଟରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୨୪୩ ରନ୍ କରିଥିଲେ ମଧ୍ୟ ସନ୍ ରାଇଜର୍ସ ହାଇଦ୍ରାବାଦ…
ଆଇପିଏଲ୍ ୨୦୨୬ର ୪୧ ତମ ମ୍ୟାଚ୍: ହାଇଦ୍ରାବାଦକୁ ୨୪୫ ରନ୍ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୧ ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମୁହାଁମୁହିଁ ହୋଇଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିଣି ଆୟୋଜକ ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିଜର ରଣନୀତି ଅନୁସାରେ ବ୍ୟାଟିଂ…
ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କଲେ କିଙ୍ଗ କୋହଲି
ଆଇପିଏଲରେ ପ୍ରଥମ ବ୍ୟାଟର୍ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ ରନ୍ କରିବା ପରେ କିଙ୍ଗ କୋହଲି ରେକର୍ଡ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ୧୫ଟି ବଲ୍ରେ ଅପରାଜିତ ୨୩ ରନ କରିଥିଲେ । ଏହି ମ୍ୟାଚ ପୂର୍ବରୁ କୋହଲି ୯ ହଜାର ରନଠୁ ମାତ୍ର ୧୧…
ଆଇପିଏଲର ୩୭ତମ ଲିଗ୍ ମୁକାବିଲା: ମୁହାଁମୁହିୀଁ ହେବେ ଚେନ୍ନାଇ ଏବଂ ଗୁଜୁରାଟ
ରବିବାର ଆଇପିଏଲର ୩୭ତମ ଲିଗ୍ ମୁକାବିଲାରେ ମୁହାଁମୁହିୀଁ ହେବେ ଚେନ୍ନାଇ ଏବଂ ଗୁଜୁରାଟ । ସିଏସକେ ନିଜ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ଚେନ୍ନାଇ ଗତ ଗୁରୁବାର ଦିନ ମୁମ୍ବାଇକୁ ହରାଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହାର ଦିନକ ପରେ ଗୁଜରାଟ ଡିଫେଣ୍ଡିଂ ଚାମ୍ପିଅନ…
ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗ୍ସ ୬ ୱିକେଟ୍ରେ ପରାସ୍ତ କରିଛି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୩୫ତମ ମ୍ୟାଚରେ ରନ୍ ବର୍ଷା ହୋଇଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗ୍ସ ୬ ୱିକେଟ୍ରେ ପରାସ୍ତ କରିଛି। ଏଠାରେ ପଞ୍ଜାବ ୧୮.୫ ଓଭରରେ ୪ଟି ୱିକେଟ ହରାଇ ୨୬୫ ରନ୍ କରିଛି। ଏହି ବିଜୟ ସହିତ ପଏଣ୍ଟ…
୫୩ତମ ଜନ୍ମଦିନ ପାଳନ କରୁଛନ୍ତି ‘କ୍ରିକେଟର ଭଗବାନ’ସଚିନ ତେନ୍ଦୁଲକର
କ୍ରିକେଟ ପ୍ରେମୀଙ୍କ ପାଇଁ ୨୪ ଏପ୍ରିଲ ଏକ ଉତ୍ସବଠାରୁ କମ୍ ନୁହେଁ କାରଣ ୧୯୭୩ ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି।
‘କ୍ରିକେଟର ଭଗବାନ’ ଭାବରେ ପରିଚିତ ସଚିନ ତେନ୍ଦୁଲକର ଆଜି ୨୪ ଏପ୍ରିଲରେ ତାଙ୍କର ଜନ୍ମଦିନ ପାଳନ…
ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍: ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା
ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ସଭିଙ୍କ ନଜର ରାଜସ୍ଥାନର ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଲକ୍ଷ୍ନୌର ତାରକା ଦ୍ରୁତ ବୋଲର…