Browsing Category

Sports

All sports related news will be uploaded

2026 T20 World Cup ପାକିସ୍ତାନ ହାତେଇବ ବୋଲି ଏକ ସଂଯାଗ ସାମ୍ନାକୁ ଆସିଛି

2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ ବିଜୟୀ ହେବ ବୋଲି ଏକ ସଂଯାଗ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେ କେହି ଏହାକୁ ବିଶ୍ୱାସ କରିବାକୁ ବାଧ୍ୟ ହୋଇପାରନ୍ତି।…

ଟି୨୦ ବିଶ୍ୱକପ: ଆଜି ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ

ଆଜି ଟି୨୦ ବିଶ୍ୱକପରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ଟି-୨୦ ବିଶ୍କକପରେ ଆୟୋଜକ ଭାରତ ନିଜର ୩ ମ୍ୟାଚରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି । ହେଲେ ଦଳ ଏବେ ଗ୍ରୁପ୍‌-ଏର ସମସ୍ତ ମ୍ୟାଚ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି । ତେଣୁ ଆଜି ନେଦରଲାଣ୍ଡ…

ହୋଟେଲରେ ବାସନ ମାଜିଲେ ପାକିସ୍ତାନୀ ଖେଳାଳି

ପାକିସ୍ତାନ ଜାତୀୟ ହକି ଦଳର ଅଷ୍ଟ୍ରେଲିଆ ଗସ୍ତ ପୁଣିଥରେ ଦେଶର କ୍ରୀଡ଼ା ପ୍ରଶାସନର ପର୍ଦ୍ଦାଫାସ କରିଛି । FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା କରିଥିବା ଏହି ଦଳ କେବଳ ମ୍ୟାଚ୍‌ରେ ପରାସ୍ତ ହୋଇନାହିଁ ଅପମାନଜନକ ପରିସ୍ଥିତି ମଧ୍ୟ ସହିଛି । ଲାହୋର ବିମାନବନ୍ଦରରୁ ଫେରିବା ପରେ…

ଟି୨୦ ବିଶ୍ୱକପ: ସୁପର-୮ରେ ସ୍ଥାନ ପକ୍କା କଲା ନ୍ୟୁଜିଲ୍ୟାଣ୍ଡ

ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି। ୧୭୪ ରନର ପିଛା କରି, ରାଚିନ ରବିନ୍ଦ୍ର ଏବଂ ଗ୍ଲେନ ଫିଲିପ୍ସଙ୍କ ଅର୍ଦ୍ଧଶତକ ବଳରେ ନୁଜିଲାଣ୍ଡ ବିଜୟୀ ହୋଇଛି।…

ଟି-୨୦ ବିଶ୍ୱକପ: ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି

ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ପିଛା କରି ଦ୍ୱିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର…

ଭାରତ-ପାକ ଲଢେଇ, ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ

ଭାରତ-ପାକ ମଧ୍ୟରେ କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ । ୬.୩୦ ଟସ୍ ପଡିଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ । ତେଣୁ ଭାରତ ବ୍ୟାଟିଂ କରିବ । ଏଥର ବି ହାତ ମିଶାଇଲେନି ଦୁଇ…

ଟି ଟ୍ବେଣ୍ଟି ବିଶ୍ୱକପ: ଆଜି ଭାରତ-ପାକ୍ ମହାଲଢେଇ

ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ।  ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ ଓ…

ଟି-୨୦ ବିଶ୍ୱକପ୍: ନାମିବ୍ୟାକୁ ୯୩ ରନରେ ପରାସ୍ତ କଲା ଭାରତ

ନାମିବ୍ୟାକୁ ୯୩ ରନରେ ପରାସ୍ତ କଲା ଭାରତ । ଟି-୨୦ ବିଶ୍ୱକପ୍ ଇତିହାସରେ ରନ ଦୃଷ୍ଟିରୁ ଏହା ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ବିଜୟ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦୯ ରନ କରିଥିଲା। ଜବାବରେ ନାମିବ୍ୟା କେବଳ ୧୧୬ ରନ୍…

ଟ୍ବେଣ୍ଟି୨୦ ବିଶ୍ବକପ୍‌: ନାମିବ୍ୟା ବିପକ୍ଷରେ ଭାରତୀୟ ଟିମ ଆଜି ଦ୍ବିତୀୟ ମ୍ୟାଚ ଖେଳିବ

ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଗୁରୁବାର ଗତଥରର ଚମ୍ପିଆନ୍‌ ଭାରତ ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଚଳିତ ବିଶ୍ବକପ୍‌ରେ ଆଫ୍ରିକୀୟ ଦେଶ ନାମିବ୍ୟା ଅନ୍ୟତମ ଦୁର୍ବଳ ଦଳ। ତେବେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କୌଣସି ଦଳକୁ ଦୁର୍ବଳ ମଣିବା ଘାତକ ହୋଇପାରେ; ତା’ର ଉଦାହରଣ ଭାରତ ପ୍ରଥମ ମ୍ୟାଚ୍‌ରେ…

ଟି 20 ବିଶ୍ବକପ : ଆୟର୍ଲାଣ୍ଡକୁ ୬୭ ରନ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ

ପୂର୍ବବିଜେତା ଅଷ୍ଟ୍ରେଲିଆ ବଡ଼ ବିଜୟରୁ ତା’ର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‌-ବି’ର ଏକତରଫା ମ୍ୟାଚ୍‌ରେ ଦୁର୍ବଳ ଆୟର୍ଲାଣ୍ଡକୁ ୬୭ ରନ୍‌ରେ ପରାସ୍ତ କରିଛି । ବୁଧବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ବିନିମୟରେ ୧୮୨ ରନ୍‌ କରିଥିଲା । କଙ୍ଗାରୁ ଦଳର ପାଳିରେ…