Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Entertainment
All entertainment related news will be uploaded here
ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ, ସୋସିଆଲ ମିଡିଆ ଆକାଉଣ୍ଟରେ କଲେ ଘୋଷଣା
ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ । ଏଣିକି ଆଉ ଗୀତ ଗାଇବେନି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରିଜିତ ସିଂ । ଏନେଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ନିଜେ ଅରିଜିତ ସିଂ । କହିଛନ୍ତି ଯେ ମୁଁ ଏବେ ବୋର୍ ହୋଇଗଲିଣି, ଆଉ ଗୀତ ଗାଇବିନି! । ସେ ଆହୁରି ମଧ୍ୟ…
‘ଲାଫ୍ଟର ସେଫ୍ ୩’ଗ୍ରାଣ୍ଡ ଫିନାଲେ : ବିଜେତା ଟ୍ରଫି ହେତେଇଲା ଟିମ୍ କାଣ୍ଟା
ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ଲାଫ୍ଟର ସେଫ୍ ୩’ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏବେ ଏହି ଶୋ‘କୁ ବିଜେତା ଟିମ୍ ମିଳି ସାରିଛି । ଗତକାଲି କାଣ୍ଟା ଟ୍ରଫି ଏବଂ ଟିମ୍ ଛୁରୀ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଏଥିରେ ଟିମ୍ କାଣ୍ଟା ବିଜେତା ଟ୍ରଫି ହାତକୁ ନେଇଥିଲା ।
ଟିମ୍…
ସଂଗୀତ ଜଗତରୁ ହଜିଗଲା ଜଣେ ତାରକା, ଆରପାରିରେ ଆଲବମ ଜଗତର କିଙ୍ଗ ଅଭିଜିତ ମଜୁମଦାର
ସଂଗୀତ ଜଗତରୁ ହଜିଗଲା ଜଣେ ତାରକା । ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ…
‘ଧୁରନ୍ଧର ୨’ ଓପନିଂ ରେକର୍ଡ ଭାଙ୍ଗିବାରେ ସଫଳ ହେଲା ‘ବର୍ଡର ୨’
ଶେଷରେ ରିଲିଜ୍ ହୋଇଛି ମୋଷ୍ଟ ଅୱେଟେଡ୍ ଫିଲ୍ମ ‘ବର୍ଡର ୨’ । ରିଲିଜ୍ର ପ୍ରଥମ ଦିନରେ ହିଁ ଫିଲ୍ମଟି ଦମ୍ଦାର ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ବକ୍ସ ଅଫିସରେ ଦର୍ଶକଙ୍କ ଠାରୁ ‘ବର୍ଡର ୨’କୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ଏହା ଏକ ବମ୍ଫର ଓପନିଂ ବି କରିଛି । ଯଦିଓ ଫିଲ୍ମଟି ଆଶାଠାରୁ…
ପୁତ୍ର ସନ୍ତାନର ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା
ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା । ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ…
ସାହିଦଙ୍କ ଫିଲ୍ମ ଓ ରୋମିଓର ଟ୍ରେଲର ରିଲିଜ
ବଲିଉଡ ଷ୍ଟାର ସାହିଦ କପୁର ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ସାହିଦଙ୍କ ଫିଲ୍ମ “ଓ ରୋମିଓର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ସାହିଦଙ୍କ ଲୁକ ଓ ଅବତାର…
ପୀୟୁଷଙ୍କ କ୍ରେଜ୍ ପାଇଁ ମାତ୍ର କେଇ ସମୟ ମଧ୍ୟରେ ସବୁ ଟିକେଟ୍ ବିକ୍ରି ଶେଷ
ପୀୟୁଷ କ୍ରେଜ୍ । କେଇ ଘଣ୍ଟାରେ ସରିଗଲା ଟିକେଟ୍ । ଯାଜପୁର ବରୁଣେଶ୍ୱର ମେଳା ଯାତ୍ରା ରାଣୀ ସିଂହବାହିନୀର ନାଟକ ତୁ ମୋ ବଜରଙ୍ଗୀର ଟିକେଟ୍ ମାତ୍ର କେଇ ମିନିଟ୍ ମଧ୍ୟରେ ହୋଇଯାଇଛି ଶେଷ ।
ଯାଜପୁର ବରୁଣେଶ୍ୱର ମେଳାରେ ଯାତ୍ରା ରାଣୀ ସିଂହବାହିନୀର ପଡିଛି । ଯେଉଁଠାରେ ନାଟକ ତୁ ମୋ…
ହଟିଲା ପିୟୁଶଙ୍କ ଉପରୁ ମଞ୍ଚ ଚଢ଼ିବା ପ୍ରତିବନ୍ଧକ, ଆଜିଠାରୁ ମଞ୍ଚ ଉପରେ ଯାତ୍ରା ପରିବେଷଣ କରିପାରିବେ ପୀୟୁଷ…
ଯାତ୍ରା ଫ୍ୟାନଙ୍କ ପାଇ ଖୁସି ଖବର । ହଟିଲା ପିୟୁଶଙ୍କ ଉପରୁ ମଞ୍ଚ ଚଢ଼ିବା ପ୍ରତିବନ୍ଧକ । ଆଜିଠାରୁ ମଞ୍ଚ ଉପରେ ଯାତ୍ରା ପରିବେଷଣ କରିପାରିବେ ପୀୟୁଷ ତ୍ରୀପାଠୀ । ଏନେଇ ପୁର୍ବରୁ ରହିଥିବା ରହିତାଦେଶକୁ ଖାରଜ କରିଛନ୍ତି କୋର୍ଟ। ଭୁବନେଶ୍ୱର ସିଭିଲ ଜଜ ଜୁନିୟର ଡିଭିଜନ ଶୁଣାଣି ବେଳେ…
ଜାନୁଆରୀ ୨୩ ତାରିଖରେ ଧୁରନ୍ଧର ପାର୍ଟ ୨ ସହିତ ହଲରେ ରିଲିଜ ହେବ ବର୍ଡର ୨
ରଣବୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର’ ୪୫ ଦିନ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରୁଛି । ଫିଲ୍ମଟି ୧୩୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରି ସାରିଛି । ଯାହା ଥମିବାର ନାଁ ଧରୁନି ମାର୍ଚ୍ଚ ୧୯ ତାରିଖରେ ପାର୍ଟ ୨ ରିଲିଜ୍ ହେବାକୁ ଯାଉଛି । ଯାହା ଦେଖିବାକୁ ପ୍ରଶଂସକମାନେ ଉତ୍ସାହର…
‘ଭାଲେଣ୍ଟାଇନ୍ସ ଡେ’ ଅବସରରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଧନୁଷ ଏବଂ ମୃଣାଳ ଠାକୁର
ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୁଣାଯାଉଥିବା ବେଳେ, ଏବେ ସେମାନେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ଫେବୃଆରୀ ୧୪ ଅର୍ଥାତ୍…