Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Entertainment
All entertainment related news will be uploaded here
ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଗାୟକ ସୋନୁ ନିଗମ୍ କରୋନା ପଜିଟିଭ୍
ମେଟ୍ରୋ ଟିଭି ଓଡିଶା,୫/୧: ଏବେ କରୋନାର କାୟା ପୁଣି ମାଡି ଚାଲିଲାଣି । ଏଥିରେ ଅନେକ ସେଲିବ୍ରିଟି ଓ ସିନେ କଳାକାର କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଟିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ପୁରା ପତିବାର କରୋନା ପଜିଟିଭ ହୋଇଛନ୍ତି । ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍!-->!-->!-->…
ଜନ୍ମଦିନ ସେ ବି କୁକୁଡାର
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦୁନିଆ ବଡ ଅଜବ ଏହି ଦୁନିଆରେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜର ଅଜବ ହରକତ ମଧ୍ୟ୍ୟାମରେ ଭାଇରାଲ ହୁଅନ୍ତି । ଯାହା ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରେ । ଏହି ପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହସ ସହ ଖୁସି ମଧ୍ୟ ଲାଗିବ । ଏହି!-->…
ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହେଲେ ୨ଯାଆଁଳା ଶିଶୁ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏକାଧିକ ଶିଶୁ ଜନ୍ମ ହେବା ଏବେ ଆଉ ଆଶ୍ଚର୍ଯ୍ୟ ଲାଗୁ ନାହିଁ । କାରଣ ଅନେକ ଲୋକଙ୍କର ଏକାଧିକ ଶିଶୁ ଗୋଟିଏ ଦିନରେ ଗୋଟିଏ ସମୟରେ ଜନ୍ମ ହେଉଛି କିନ୍ତୁ ଏବେ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଅଜବ ଲାଗିବ । ଦୁଇଟି ଯାଆଁଳା ଶିଶୁ!-->!-->!-->…
ହିନ୍ଦି କହି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦକ୍ଷିଣ ଭାରତୀୟ ଜଗତର ବହୁ ଚର୍ଚ୍ଚିତ ନାୟିକା ରଶ୍ମିକା ମନ୍ଦାନା ଫିଲ୍ମ ଜଗତରେ ଏକ ଚଚ୍ଚିତ ଚେହରା । ତାଙ୍କ ଅଭିନୀତ ବହୁ ଫିଲ୍ମ ହିନ୍ଦି ଭାଷାରେ ଡବିଂ ହୋଇ ହିଟ୍ ମଧ୍ୟ ହୋଇଛି ।ତାଙ୍କୁ ନ୍ୟାଶନାଲ କ୍ରଶ୍ ମଧ୍ୟ କହନ୍ତି । ତାଙ୍କ ଆକ୍ଟିଙ୍ଗ ଓ ଡ୍ୟାନ୍ସ!-->!-->!-->…
ଲାଇଗର ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ବିଜୟ ଦେବରକୋଣ୍ଡା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍ ଜାରି ହୋଇଛି। କରନ ଜୋହର ପ୍ରଯୋଜିତ ଏହି ଲାଇଗର ଫିଲ୍ମରେ ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଝଲକ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି । ବିଜୟଙ୍କ ଆକ୍ସନ ଓ!-->!-->!-->…
ନୂତନ ବର୍ଷର ଅଭିନନ୍ଦନ
ମେଟ୍ରୋ ଟିଭି ବ୍ୟୁରୋ,୧/୧:ନୂଆ ବର୍ଷର ନୂଆ ସକାଳ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ମେଟ୍ରୋ ପରିବାର । ନୂଆ ବର୍ଷର ଆରମ୍ଭ ଆପଣଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦଉ । କିଛି ସ୍ଥାନରେ କୋହଲା ଓ ଆଉ କିଛି ସ୍ଥାନରେ ଖରାରେ ଏଇ ନୂଆ ବର୍ଷର ସକାଳ । ଆସନ୍ତୁ ସମସ୍ତେ କୋଭିଡ ନିୟମ ଓ!-->!-->!-->…
ଘୋଡାର ମୂଲ୍ୟରେ ହେବ କିଣି ମର୍ସିଡିଜ୍ ଓ ବିଏମ୍ଡବ୍ଲ୍ୟୁ
ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆମ ଭାରତରେ ଘୋଡାର ଚାହିଦା କାହିଁ କେତେ ରାଜା ରାଜୁଡା ସମୟରୁ ରହି ଆସିଛି ।ଏହି ଘୋଡାକୁ ଦ୍ରୁତବେଗର ଖେଳରେ ସାମିଲ କରାଯାଏ । ଏହି ପରି ଏକ ମେଳା ମହାରାଷ୍ଟ୍ରର ନନ୍ଦୁରବରର ସାରଙ୍ଗକେଡା ଠାରେ ଚାଲିଛି । ଏହି ମେଳାରେ ସାମିଲ ହେଇଛି ଏକ ବିଶେଷ ଘୋଡା ଯାହାର!-->…
ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ବସ୍ପନ କା ପ୍ୟାର ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଚହଳ ପକାଇଥିବା ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘଟିଥିଲା। ଯେତେବେଳେ ସହଦେବ ତାଙ୍କ ସାଙ୍ଗମାନଙ୍କ ସହିତ ଏକ!-->…
୫୬ ବର୍ଷରେ ପାଦ ଦେଲେ ଦବଙ୍ଗ ଖାନ୍
ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ବଲିଉଡର ମୋଷ୍ଟ ଆମେଜିଙ୍ଗ ବ୍ୟାଚଲର ସଲମାନ ଖାନ୍ ୫୬ବର୍ଷରେ ପର୍ଦାପଣ କରିଛନ୍ତି । ସେ ଡିସେମ୍ବର ୨୭, ୧୯୬୫ରେ ଇନ୍ଦୋରରେ ସଲିମ ଖାନ ଏବଂ ସୁଶୀଲା ଚରକଙ୍କ ଘରେ ଜନ୍ମ ହୋଇଥିଲେ । ନିଜର ଫିଟନେସ୍ ପାଇ ବଲିଉଡରେ ସବୁ ବେଳେ ଚର୍ଚ୍ଚାରେ ଥିବା ସଲମାନଙ୍କ ଲଭ!-->…