Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
Entertainment
All entertainment related news will be uploaded here
‘ଅମର ସିଂ ଚମକିଲା’ ଏମି ପୁରସ୍କାର ୨୦୨୫ ପୁରସ୍କାର ପାଇଁ ମନୋନୀତ
ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ବିଶ୍ୱ ମଞ୍ଚରେ ଭାରତର ନାମ ଉଜ୍ଜ୍ୱଳ କରିଛନ୍ତି। ନେଟଫ୍ଲିକ୍ସର ବାୟୋପିକ୍ ଫିଲ୍ମ ‘ଅମର ସିଂ ଚମକିଲା’ ପାଇଁ ସେ ଇଣ୍ଟରନ୍ୟାସନାଲ ଏମି ପୁରସ୍କାର ୨୦୨୫ରେ ଦୁଇଟି ବିଭାଗରେ ମନୋନୀତ ହୋଇଛନ୍ତି – ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ଶ୍ରେଷ୍ଠ ଟିଭି ମୁଭି’। ଏହି…
ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହ ପୀଡ଼ିତ ଥିଲେ ସଲମାନ ଖାନ
ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହିତ ମଧ୍ୟ ଲଢ଼ିଛନ୍ତି। ସମ୍ପ୍ରତି, ଆମାଜନ ପ୍ରାଇମ ଭିଡିଓର ଶୋ ‘ଟୁ ମଚ ୱିଥ କାଜୋଲ ଆଣ୍ଡ ଟ୍ବିଙ୍କଲ’ରେ, ସଲମାନ ଏହି…
‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି
ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ ନହଟାର ‘ଫିଲ୍ମ ଇନ୍ଫର୍ମେସନ୍’ ମ୍ୟାଗାଜିନରେ ପ୍ରକାଶିତ…
୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ, ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର
୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି । ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫିଲ୍ମ ‘ଜୱାନ’ ପାଇଁ ଶାହରୁଖଙ୍କୁ ଓ '12th ଫେଲ୍'ପାଇଁ ବିକ୍ରାନ୍ତ ମେସିଙ୍କୁ ଏହି…
ନିଜ ଫିଲ୍ମକୁ ସିନେ ପରଦାରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ ବେବୋ
ନିଜ ଫିଲ୍ମକୁ ସିନେ ପରଦାରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ ବେବୋ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଏହା ପଛର କାରଣ ବାବଦରେ କରୀନା ଏକ ସାକ୍ଷାତକାରରେ କହିଛନ୍ତି | କରୀନା କପୁର ପ୍ରକାଶ କରିଛନ୍ତି ଯେ ସେ ନିଜକୁ ପରଦାରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ସେ…
ମାଙ୍କ ପିଲ୍ମର ରିମେକ ରେ ନଜର ଆସିବେ ଝିଅ
ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁପର୍ଡୁପର୍ ହିଟ୍ ‘ଚାଲ୍ବାଜ୍’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୯୮୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଶ୍ରୀଦେବୀ ଡବଲ୍ ରୋଲ୍ରେ ନଜର ଆସିଥିଲେ ଏବଂ ତାଙ୍କର ମନଛୁଆଁ ଅଭିନୟ ଦର୍ଶକଙ୍କୁ କିମିଆ କରିଥିଲା। ଶ୍ରୀଦେବୀ ଆଜି ଦୁନିଆରେ ନଥିଲେ ବି…
ଆସନ୍ତା ନଭେମ୍ବରରେ ରିଲିଜ ହେବା ମୁରବି
ମେଣ୍ଟିସ୍ ଫିଲ୍ମସ୍ର ପ୍ରସ୍ତୁତି ‘ମୁରବି’ ଆସନ୍ତା ନଭେମ୍ବରରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରହିଛି ବିପରୀତଧର୍ମୀ ଦୁଇ ପରିବାରର କାହାଣୀ। କୁନା ତ୍ରିପାଠୀ ଜେନା ପରିବାରର ମୁରବି ସାଜିଥିବା ବେଳେ ସ୍ୱାଇଁ ପରିବାରର ମୁରବି ହୋଇଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ। ସ୍ୱାଇଁବାବୁ…
ପରଲୋକ ରେ ତାମିଲ ହାସ୍ୟାଭିନେତା ରୋବୋ ଶଙ୍କର
ତାମିଲ ଅଭିନେତା ତଥା ହାସ୍ୟାଭିନେତା ରୋବୋ ଶଙ୍କରଙ୍କ ଗତ ଗୁରୁବାର ଚେନ୍ନାଇରେ ପରଲୋକ ହୋଇଛି। ମାତ୍ର ୪୬ବର୍ଷ ବୟସରେ ରୋବୋଙ୍କ ହଠାତ ଏପରି ମୃତ୍ୟୁ ଖବରକୁ ଅଭିନେତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।ହସ୍ପିଟାଲ୍ ବିବୃତ୍ତିରେ କୁହାଯାଇଛି ଯେ, ‘ଶଙ୍କରଙ୍କୁ …
କଲ୍କି – 2 ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ଼ ଖବର ଆସିଛି। ୨୦୨୪ରେ ରିଲିଜ୍ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'କଲ୍କି ୨୮୯୮ଏଡି'ର ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ। ନିର୍ମାତା ଏନେଇ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଅଭିନେତ୍ରୀ ଆଉ…
୨୫ରୁ ଓଟିଟି ଫ୍ଲାଟ୍ଫର୍ମ ପ୍ରାଇମ୍ ଭିଡିଓରେ ‘ଟୁ ମଚ୍ ଓ୍ବିଥ୍ କାଜୋଲ ଆଣ୍ଡ୍ ଟ୍ବିଙ୍କଲ’ ନାମକ ଏକ ଟକ୍ ଶୋ’…
ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍ଫର୍ମ ପ୍ରାଇମ୍ ଭିଡିଓରେ ‘ଟୁ ମଚ୍ ଓ୍ବିଥ୍ କାଜୋଲ ଆଣ୍ଡ୍ ଟ୍ବିଙ୍କଲ’ ନାମକ ଏକ ଟକ୍ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍ ଭିଡିଓ ପକ୍ଷରୁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ…