Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Entertainment
All entertainment related news will be uploaded here
ଟ୍ରୋଲର ଶୀକାର ହେଲେ ଅଭିନେତ୍ରୀ କରୀନା କପୁର
ମୁମ୍ବାଇ ଏୟାରପୋର୍ଟରେ କରୀନା କପୁରଙ୍କ ଖାନଙ୍କ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ବାରା ଅଭିନେତ୍ରୀ ଟ୍ରୋଲର ଶୀକାର ହୋଇଛନ୍ତି ।
ଏହି ଭାଇରାଲ ଭିଡିଓରେ କରୀନା କପୁର ଚେକ୍ ଇନ୍ ଲାଇନ ଭାଙ୍ଗି ସିଧାସଳଖ ଭିତରକୁ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ…
୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ‘କ୍ୱିନ୍ ଅଫ୍ ମେଲୋଡିଜ୍’ ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ
'କ୍ୱିନ୍ ଅଫ୍ ମେଲୋଡିଜ୍' ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦ୍ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି…
ବିବାହର ଚାରି ବର୍ଷ ପରେ ମୌନିଙ୍କ ଗର୍ଭବତୀ ଥିବା ନେଇ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଛି
ଟେଲିଭିଜନ ଏବଂ ବଲିଉଡ୍ ଡିଭା ମୌନୀ ରୟ । ଏବେ ସେ ପୁଣି ଥରେ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି। ତାଙ୍କ ଗର୍ଭଧାରଣକୁ ନେଇ ଗୁଜବ ହେଉଛି ।ବିବାହର ଚାରି ବର୍ଷ ପରେ ମୌନିଙ୍କ ଗର୍ଭବତୀ ଥିବା ନେଇ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗତକାଲି ରାତିରେ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇରେ…
ମୁକ୍ତିଲାଭ ଅପେକ୍ଷାରେ ଥିବା ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ର କିଛି ଦୃଶ୍ୟ ଅନଲାଇନରେ ଲିକ…
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା…
ପରଲୋକରେ ଜରୀନଙ୍କ ମା’ ପରବୀନ ଖାନ
‘ବୀର’ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସଲମାନ ଖାନଙ୍କ ହିରୋଇନ ଜରୀନ ଖାନ ଦୁଃଖରେ ଭାଙ୍ଗିପଡିଛନ୍ତି । ଜରୀନଙ୍କ ମା’ ପରବୀନ ଖାନଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ସେ ରୋଗରେ ପଡିଥିଲେ । ଆଜି ତାଙ୍କର ମୁମ୍ବାଇରେ ପରଲୋକ ହୋଇଛି । ଜରୀନଙ୍କ ମା’ଙ୍କ ଦେହାନ୍ତ ପରେ ବଲିଉଡ ଏବଂ ତାଙ୍କ ପ୍ରଶଂସକ…
‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ରବି ଦୁବେ
ରବି ଦୁବେ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ। ଯିଏ ତାଙ୍କ କ୍ୟାରିୟରରେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ‘ସ୍ତ୍ରୀ ତେରୀ କାହାଣୀ’ ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ରବି ଦୁବେ, ‘ଡୋଲି ସଜାକେ’ ଏବଂ ‘ୟହାଁ କେ ହମ୍ ସିକନ୍ଦର’ ରେ କାମ କରିଥିଲେ। ଏହାପରେ ‘ସାସ୍ ବିନା…
ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ ,ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ
ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ୧୩ ଜୁନ୍ ୧୯୫୧ରେ ଜନ୍ମଗ୍ରହଣ କରିଥିବା ରବି ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର…
ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ ମହାଭାରତର ଦୁର୍ଯ୍ୟୋଧନ – ସୋସିଆଲ ମିଡିଆରେ ସୂଚନା ଦେଲେ ରାଣୀ ପଣ୍ଡା
ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ ଅଭିନେତା ପୁନିତ ଇସର । ମହାଭାରତ ଧାରାବାହିକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏବେ ସେ ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ। ତାଙ୍କ ଦମଦାର ସଂଳାପ ଓ ଅଭିନୟ ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରିବ । ଆସନ୍ତା…
ବିବାହର ମାସ ପରେ ଖୁସି ଖବର ଦେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା,ଇନଷ୍ଟାଗ୍ରାମରେ କଲେ ପୋଷ୍ଟ
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ଗୋଟିଏ ମାସ ହୋଇଗଲାଣି । ଉଭୟେ ଫେବୃଆରୀ ୨୬ ତାରିଖରେ ଉଦୟପୁରର ଆଇଟିସି ମେମେଣ୍ଟୋସ୍ ହୋଟେଲରେ ବିବାହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା । ଉଭୟେ ସମସ୍ତ ବନ୍ଧୁ, ପରିବାର ବର୍ଗ ଓ ସାଙ୍ଗମାନଙ୍କ…
ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି,ଏହି ଖୁସିକୁ ସୋସିଆଲ ମିଡିଆରେ…
ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି । ସେ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହ ପ୍ରକାଶ କରିଛନ୍ତି ।
ସୁରଭି ଜ୍ୟୋତି ତାଙ୍କ ପ୍ରେଗ୍ନେସିକୁ ନେଇ ଖୁବ୍ ଖୁସି…