Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
Entertainment
All entertainment related news will be uploaded here
ସରିଲା ଖଣ୍ଡଗିରି ଯାତ୍ରା ମହାସମର
ସରିଲା ଖଣ୍ଡଗିରି ଯାତ୍ରା। ପ୍ରଥମ ଫେଜ ଯାତ୍ରାରେ ସିଂହବାହିନୀ ଗଣନାଟ୍ୟର ‘ତୁ ମୋ ବଜରଙ୍ଗି’ ଓ କୋଣାର୍କ ଗଣନାଟ୍ୟ ର ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ, ଅଶୋକ ସମ୍ରାଟର ‘ଅଧା ରହିଗଲା ଆମ କାହାଣୀ’ , ଯାଗମରା ମେଲଣ ପଡ଼ିଆରେ ଅନନ୍ତ କେଶରୀ ଦେବ କମିଟି ଦ୍ଵାରା ଯାତ୍ରା ରାଜ ଦରବାରର…
ଫେବୃଆରୀ ୨୭ ରେ ସିନେମା ହଲରେ ମୁକ୍ତିଲାଭ କରିବ “ଦ କେରଳ ଷ୍ଟୋରୀ ୨”
ବିପୁଲ ଅମୃତଲାଲ ଶାହ ଏବଂ ସନସାଇନ୍ ପିକଚର୍ସ ଲିମିଟେଡର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, ଦ କେରଳ ଷ୍ଟୋରୀ-୨। ଯାହାର ଆନୁଷ୍ଠାନିକ ନାମ ହେଉଛି ବିୟଣ୍ଡ ଦ କେରଳ ଷ୍ଟୋରୀ, ପୁଣି ଥରେ ସତ୍ୟ ଜୀବନ କାହାଣୀ ପ୍ରଦର୍ଶିତ କରିବ । ଏହା ପ୍ରକୃତ ପୀଡିତାଙ୍କ ସ୍ୱର, ସମସ୍ତଙ୍କ ପାଇଁ ସ୍ପଷ୍ଟ ଲୁକ୍କାୟିତ…
ମନୋଜ ବାଜପେୟୀଙ୍କ ଫିଲ୍ମ ବିରୋଧରେ FIR
ମନୋଜ ବାଜପେୟୀଙ୍କ ଫିଲ୍ମ ବିରୋଧରେ FIR । ମନୋଜ ବାଜପେୟୀଙ୍କ ଫିଲ୍ମ ‘ଘୁସଖୋର ପଣ୍ଡତ’ ବିରୋଧରେ FIR । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ କଡ଼ା ଆଭିମୁଖ୍ୟ । ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁସଖୋର ପଣ୍ଡତ’କୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ଫିଲ୍ମର…
‘‘ଦି ଡାଏରୀ ଅଫ୍ ମଣିପୁର’’ରେ ନଜର ଆସିବେ ମୋନାଲିସା
ଗତବର୍ଷ ମହାକୁମ୍ଭରେ ମାଳ ବିକ୍ରି କରି ଭାଇରଲ ହୋଇଥିବା ମୋନାଲିସା ପୁଣିଥରେ ପ୍ରୟାଗରାଜ ଫେରିଛନ୍ତି । ଏଥର କିନ୍ତୁ ସେ ମାଳ ବିକ୍ରି ପାଇଁ ନୁହେଁ ବରଂ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଇଣ୍ଟରନେଟ୍ ସେନସେସନ୍ ହେବା ପରେ ସେ ଏବେ ଫିଲ୍ମ ଜଗତରେ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି ।…
‘ଧୁରନ୍ଧର ୨’ର ଟିଜର ରିଲିଜ
‘ଧୁରନ୍ଧର ୨’ର ଟିଜର ରିଲିଜ ହୋଇଛି । ଏହାରି ମଧ୍ୟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର ସିଂଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିଛି ।
ଫିଲ୍ମର ନିର୍ମାତା ନିକଟରେ ରଣବୀର ସିଂଙ୍କ ‘ଧୁରନ୍ଧର ୨’ ର ପ୍ରଥମ ପୋଷ୍ଟର…
ଫେବୃଆରୀ ୨ ରେ ନୁହେଁ, ୨୬ରେ ହେବ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ
ଗ୍ଲାମର ୱାର୍ଲ୍ଡର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା। ବର୍ତ୍ତମାନ ଦୁହେଁ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଆଠ ବର୍ଷର ଡେଟିଂ ପରେ, ଏହି କପଲ ସାତଫେରା ନେବେ। କୁହାଯାଉଛି ଯେ ସେମାନେ ଫେବୃଆରୀ ୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ଏବେ ଏକ…
ଯାଆଁଳା ଶିଶୁର ବାପା ମା ହେଲେ ରାମଚରଣ
ସାଉଥର ପପୁଲାର ଅଭିନେତା ରାମ ଚରଣ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ଯାଆଁଳା ଛୁଆ ଜନ୍ମ କରିଛନ୍ତି । ଗୋଟିଏ ପୁତ୍ର ସନ୍ତାନ ହୋଇଥିଲାବେଳେ ଅନ୍ୟଟି କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଏହି ଖବର ତାଙ୍କ ଘରେ ଆନନ୍ଦର ଲହରୀ ଖେଳେଇ ଦେଇଛି । ଏହାରି ମଧ୍ୟରେ…
ଏହି କାରଣରୁ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବେ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ
ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଚମତ୍କାର ଅଭିନୟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ପାଇଁ ସେ ବେଶ୍ ଜଣାଶୁଣା । ମା’ ହେବା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ତେଣୁ ସେ ଏବେ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହାଁନ୍ତି ବୋଲି…
ଅନୁଭବ ଓ ବର୍ଷା ବିବାଦ : ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅନୁଭବଙ୍କ ବିରୋଧରେ ଚାଲିବ ମାମଲା
ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ଦେଇଥିଲେ ଏତଲା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା କରିଥିଲେ ଅଭିଯୋଗ ।…
ବଲିଉଡ୍ର ବାଜିରାଓ ରଣବୀର ସିଂହ ବିରୋଧରେ ଦୈବ ପରମ୍ପରାକୁ ଅପମାନିତ କରିବା ମାମାଲା ରୁଜୁ
ବଲିଉଡ୍ର ବାଜିରାଓ ରଣବୀର ସିଂହ ଏବେ ଅଡୁଆରେ ଫସିଛନ୍ତି। କିଛି ମାସ ପୂର୍ବରୁ, ସେ ରିଷଭ ଶେଟ୍ଟୀଙ୍କ ଚଳଚ୍ଚିତ୍ର "କାନ୍ତାରା: ଏ ଲିଜେଣ୍ଡ - ଚାପ୍ଟର ୧ "ର ଦୈବା ସିନ୍କୁ ନକଲ କରୁଥିବାର ଦେଖାଯାଇଥିଲା। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏପରି କରିବା ପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ…