Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Business
All business-related news will news will upload
ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପରେ ମହଙ୍ଗା ହେବ ପରିବହନ ଖର୍ଚ୍ଚ ,ବିଗିଡ଼ିଯିବ ରୋଷେଇ ଘରର ବଜେଟ୍
ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି। ସମ୍ପ୍ରତି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ପରେ ପରିବହନ ବ୍ୟବସାୟୀ ବା ଟ୍ରକ ଅପରେଟରମାନେ ଗାଡ଼ି ଭଡ଼ା ବଢ଼ାଇବା ପାଇଁ ଇନ୍ଧନ ସହ ଜଡ଼ିତ 'ଫୁଏଲ୍-ଲିଙ୍କଡ୍ ସରଚାର୍ଜ' (Fuel-linked…
ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ବରିଷ୍ଠ ନାଗରିକଙ୍କୁ ସାଇବର ଅପରାଧ ଏବଂ ଆର୍ଥିକ କ୍ଷତିରୁ ରକ୍ଷା କରିବ ଡବଲ OTP ସିଷ୍ଟମ
ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ ପଠାଯିବ। ଉଭୟ OTP ଯାଞ୍ଚ ହେବା ପରେ ହିଁ ଟଙ୍କା ସ୍ଥାନାନ୍ତରିତ ହେବ। ଏହି ସୁବିଧା 60 ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର…
ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି,ତୈଳ ଦର କମିବାର ସମ୍ଭାବନା
ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି । ଏନେଇ ଇରାନର ଗଣମାଧ୍ୟମ ଦାବି କରିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଚାଲିଥିବା ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଦୀର୍ଘଦିନର ବିବାଦ ସାମାନ୍ୟ…
ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟରେ ତେଲ ବିକ୍ରି ହ୍ରାସ
ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ତେଲ ବିକ୍ରି ହ୍ରାସ ପାଇଛି। ସ୍ବାଭାବିକ ଦିନ ତୁଳନାରେ ଆଜି ପେଟ୍ରୋଲ ଓ ଡିଜେଲ ବିକ୍ରି ୬୦ ପ୍ରତିଶତ କମ୍ ହୋଇଛି। ଯେହେତୁ ଗତ ଚାରି ଦିନରେ ଲୋକମାନେ ବିପୁଳ ପରିମାଣରେ ତେଲ ଗାଡ଼ିରେ ପକାଇଛନ୍ତି,…
ତେଲ ଟାଙ୍କିରେ କମିଛି ଧାଡ଼ି, କମିନି ଟେନସନ୍
ତେଲ ଟାଙ୍କିରେ କମିଛି ଧାଡ଼ି, କମିନି ଟେନସନ୍ । ଧାଡି କମିଛି, ହେଲେ ତେଲ ତାତି କମିନି । ପେଟ୍ରୋଲ ପମ୍ପରେ ଆଜି ସକାଳେ ଖୋଲିବା ପୂର୍ବରୁ ଲୋକେ ଧାଡ଼ି ଲଗାଇଛନ୍ତି । ତେଲ ସରିଯିବା ଭୟ, ଲମ୍ବା ଲାଇନ୍, ଅପେକ୍ଷା ଆଉ ଅସନ୍ତୋଷ । କେହି ଲାଇନରେ ରହି ଗାଡିରେ ତେଲ ପକାଉଛନ୍ତି ତ କେହି କେହି ଜାର୍…
ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ,ତେଲ ବିକ୍ରିରେ ୩୭ ପ୍ରତିଶତ…
ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ। ଅନ୍ୟ କୌଣସି ରାଜ୍ୟରେ ତେଲକୁ ନେଇ ଏଭଳି ସ୍ଥିତି ନାହିଁ। ଏହି ଦୁଇ ଦିନରେ ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି ହୋଇଛି। ସାଧାରଣ ଦିନଗୁଡ଼ିକରେ ରାଜ୍ୟରେ ୪୦୦୦ କିଲୋଲିଟର…
ପ୍ରତିରକ୍ଷା, ଏଲ୍ପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ୟୁଏଇ ସହିତ ରାଜିନାମା ସ୍ବାକ୍ଷର କଲା ଭାରତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍ପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ଅନେକଗୁଡ଼ିଏ…
୪୦୦୦ କର୍ମଚାରୀଙ୍କୁ ଛଟେଇ କରିବ ସିସ୍କୋ
ଆମେରିକାର ପ୍ରଯୁକ୍ତି କମ୍ପାନୀ ସିସ୍କୋ ଏହାର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ମେଟା, ଆମାଜନ ଓ ଓରାକଲ୍ ପରେ ଏହା ହେଉଛି ଅନ୍ୟତମ ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯାହା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଭାବରେ କର୍ମଚାରୀ ସଂଖ୍ୟା କମ୍ କରିବାକୁ ବାଧ୍ୟ ହୋଇଛି।…
ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ନେଇ ଚେତବାନୀ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର
ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଶକ୍ତି ସଙ୍କଟ ଉଗ୍ର ହେବାରେ ଲାଗିଛି । ଆଗକୁ ଦେଶରେ ପେଟ୍ରୋଲ-ଡିଜେଲ୍ର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି ସଞ୍ଚୟ ପାଇଁ ଅପିଲ ବି କରିଛନ୍ତି । ଏହାରି ମଧ୍ୟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା…