Browsing Category

Jobs

ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ସମାପ୍ତ,ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ସହ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ, ଶିଳ୍ପଜଗତରୁ ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ…

‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ,୪୨ ହଜାରରୁ ଅଧିକ…

ଓଡ଼ିଶାକୁ ଫୁଡ୍ ପ୍ରୋସେସିଂ ହବ୍ କରିବା ଦିଗରେ ବଡ଼ ପଦକ୍ଷେପ। 'ଓଡ଼ିଶା ଫୁଡ୍ ପ୍ରୋ ୨୦୨୪'ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ। ୨୨ଟି ଏମଓୟୁ ସ୍ୱାକ୍ଷର ସହ ୩୧ ହଜାର ୬୪୮ କୋଟି ଟଙ୍କାର ନିବେଶ ଓ ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି…

ପ୍ରତିଦିନ ହାରାହାରି ୯୮୫ ଜଣ କର୍ମଚାରୀ ଚାକିରି ନେଉଛି AI

କୃତ୍ରିମ ବୁଦ୍ଧିମତ୍ତା ବା AI ଏବେ ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିର ଚିତ୍ର ବଦଳାଇ ଦେଇଛି । ଗୋଟିଏ ପଟେ AI କମ୍ପାନୀଗୁଡ଼ିକର ଉତ୍ପାଦନ କ୍ଷମତା ବଢ଼ାଉଥିବା ବେଳେ, ଅନ୍ୟପଟେ ହଜାର ହଜାର କର୍ମଚାରୀଙ୍କ ଚାକିରି ଉପରେ ସଙ୍କଟ ସୃଷ୍ଟି କରିଛି। ସମଗ୍ର ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିକୁ ନିଜ କବ୍ଜାକୁ…

ଓଡ଼ିଶାର HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ,୬ ହଜାରରୁ ଅଧିକ ନିଯୁକ୍ତି…

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ…

୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର ,ସୃଷ୍ଟି ହେବ ୨୨,୮୭୩ ଜଣଙ୍କ ପାଇଁ ନିଯୁକ୍ତି

ରାଜ୍ୟର ଶିଳ୍ପାୟନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।  ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୫୭୩.୮୭ କୋଟି ବିନିଯୋଗ ପ୍ରସ୍ତାବକୁ…

ଏସବିଆଇରେ ୧୫୦୦ ପିଓ ପଦବୀ ପାଇଁ ହେବ ନିଯୁକ୍ତି ,ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ନିଯୁକ୍ତି ପ୍ରକ୍ରିୟା

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଚଳିତ ବର୍ଷ ୧୫୦୦ ପ୍ରୋବେସନାରୀ ଅଧିକାରୀ (ପିଓ) ନିଯୁକ୍ତି ନେଇ ଯୋଜନା କରିଛି। ଏ ନେଇ ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ମୋଟ ୧୫୦୦ ପଦବୀ ମଧ୍ଯରୁ ୧୪୪୬ଟି ନିୟମିତ ଏବଂ ୫୪ଟି ବ୍ୟାକଲଗ୍ ପଦବୀ ରହିଛି। ଆବେଦନକାରୀ…

୫୦୦ରୁ ଅଧିକ ଜାଗାରେ ଚାକିରି ପାଇଁ ଆବେଦନ କରି ବିଫଳ ହେବ ପରେ ରାପିଡୋ ଚଲାଉଛନ୍ତି ଯୁବ ଇଞ୍ଜିନିୟର

ବେକାରୀ ସମସ୍ୟାର ଏକ କରୁଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟ୍ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ୫୦୦ରୁ ଅଧିକ ଜାଗାରେ ଚାକିରି ପାଇଁ ଆବେଦନ କରି ବିଫଳ ହୋଇଛନ୍ତି । ଆଉ ଶେଷରେ ପେଟ ପୋଷିବା ପାଇଁ 'ରାପିଡୋ' (Rapido) ବାଇକ୍ ରାଇଡର୍…

ଓଡ଼ିଶା ସରକାରଙ୍କ ଜାପାନର IHI Corporation ଏବଂ ACME ଗ୍ରୁପ୍ ସହ MoC ସ୍ୱାକ୍ଷର,୭ ହଜାର ୬୦୦ ଜଣଙ୍କ ପାଇଁ…

ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ।  ରାଜ୍ୟରେ ସବୁଜ ଅର୍ଥନୀତିର ବିକାଶ ପାଇଁ ଓଡ଼ିଶା ସରକାର ଜାପାନର ପ୍ରତିଷ୍ଠିତ IHI Corporation ଏବଂ ACME ଗ୍ରୁପ୍ ସହ ଏକ ସହଯୋଗ ପତ୍ର ବା MoC ସ୍ୱାକ୍ଷର କରିଛନ୍ତି ।  ଏହି ଚୁକ୍ତି ସ୍ୱାକ୍ଷର…

ୟୁଏଇର IHC ଗ୍ରୁପ୍ ସହ ୧.୧୦ ଲକ୍ଷ କୋଟି ଟଙ୍କାର ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ MoU,୫୩,୫୦୦ରୁ ଉର୍ଦ୍ଧ୍ୱ…

ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ, ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ…

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା

SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ SI ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା…