Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Business
All business-related news will news will upload
ଭାରତକୁ ଆସିବ ପ୍ରଥମ ସବ୍ଷ୍ଟ୍ରେଟ୍ ମାନୁଫାକ୍ଚରିଂ ପ୍ରଯୁକ୍ତି
ଭାରତକୁ ଆସିବ ପ୍ରଥମ ସବ୍ଷ୍ଟ୍ରେଟ୍ ମାନୁଫାକ୍ଚରିଂ ପ୍ରଯୁକ୍ତି। ତାହା ପୁଣି ଓଡ଼ିଶାକୁ। ଚିପ୍ ଉତ୍ପାଦନ ଓ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହା ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଖବର। ଆଜି ଏନେଇ ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ ଓ ଆମେରିକାର ୩ଡି ଗ୍ଲାସ୍ ସଲ୍ୟୁସନ୍ସ ମଧ୍ୟରେ ଏକ…
ସେନ୍ସେକ୍ସ ୧୦୯୨ ପଏଣ୍ଟ୍ ହ୍ରାସ ପାଇ ୭୪,୭୭୫ ପଏଣ୍ଟ୍ରେ ବନ୍ଦ
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନାକୁ ନେଇ ଅନିଶ୍ଚିତତା ଜାରି ରହିଥିବାରୁ ଭାରତର ଦୁଇ ଷ୍ଟକ୍ ବଜାରରେ ଆଜି କାରବାର ପ୍ରଭାବିତ ହୋଇଥିଲା। ନିବେଶକମାନେ ଅଟୋମୋବାଇଲ୍ ଓ ଧାତବ କମ୍ପାନିର ସେୟାରକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍…
Facebook, Instagram ଏବଂ WhatsApp ପାଇଁ ଦବାକୁ ପଡ଼ିବ ଟଙ୍କା
ଏବେ ବଡ଼ ଘୋଷଣା କରିଛି ମେଟା । ଯାହା ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ ସହିତ ୟୁଜର୍ସଙ୍କ ଯୋଗାଯୋଗ ଉପରେ ସିଧାସଳଖ ପ୍ରଭାବ ପକାଇବ। ବର୍ତ୍ତମାନ Instagram, Facebook ଏବଂ WhatsApp ପାଇଁ ନୂଆ ପେଡ୍ ସବସ୍କ୍ରିପସନ୍ ପ୍ଲାନ ପ୍ରଚଳନ କରାଯାଇଛି। କମ୍ପାନୀ ସାରା ବିଶ୍ୱରେ ୟୁଜର୍ସଙ୍କ ପାଇଁ…
ପ୍ରାୟ ୮୦୦ ଘରୋଇ ଉଡ଼ାଣ ହ୍ରାସ କରୁଛି ଏୟାର ଇଣ୍ଡିଆ
ଟାଟା ଗ୍ରୁପ୍ର ଏୟାରଲାଇନ୍ ଏୟାର ଇଣ୍ଡିଆ ସବୁ ସପ୍ତାହରେ ପ୍ରାୟ ୮୦୦ ଘରୋଇ ଉଡ଼ାଣ ହ୍ରାସ କରୁଛି। ଏହି ପରିବର୍ତ୍ତନ ଜୁନରୁ ଅଗଷ୍ଟ ୨୦୨୬ ମଧ୍ୟରେ ରହିବ। କମ୍ପାନି ଏହି ନିଷ୍ପତ୍ତି ଜେଟ୍ ଫୁଏଲର ବଢ଼ୁଥିବା ଦାମ୍ କାରଣରୁ ନେଇଛି। ସେହିଭଳି ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇଣ୍ଡିଗୋ…
ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୦୭୪ ପଏଣ୍ଟ୍ ବୃଦ୍ଧି ପାଇ ୭୬୪୮୯ ପଏଣ୍ଟ୍ରେ ବନ୍ଦ
ଇରାନ ଯୁଦ୍ଧ ଶୀଘ୍ର ଶେଷ ହେବାକୁ ଯାଉଥିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ବଳରେ ଭାରତୀୟ ଷ୍ଟକ୍ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୦୭୪ ପଏଣ୍ଟ୍ ବୃଦ୍ଧି ପାଇ ୭୬୪୮୯ ପଏଣ୍ଟ୍ରେ ବନ୍ଦ ହୋଇଛି।…
2030 ସୁଦ୍ଧା ଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା
2030 ସୁଦ୍ଧା ବିଶ୍ୱ ଅଥନୈତିକ ମାନଚିତ୍ରରେ ଦେଖିବାକୁ ମିଳିବ ନୂଆ ରୂପ । ଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା। ଆମେରିକାକୁ ଟପି ଚୀନ ହେବ ମହାଶକ୍ତିଶାଳୀ। ପିପିପି ଆଧାରରେ କେତେକ ବିକାଶମୁଖୀ ଅର୍ଥନୀତିଗୁଡ଼ିକର ଜିଡିପି ରାଙ୍କିଙ୍ଗ୍ ବଢ଼ିଯିବ। ତଳକୁ ଖସିବେ ଲମ୍ବା ସମୟ ଧରି…
‘ଭବ୍ୟ ମେଗା ଯୋଜନା ଅଧୀନରେ ସାରା ଦେଶରେ ୧୦୦ଟି ବିଶ୍ୱସ୍ତରୀୟ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ
ଦେଶରେ ଉତ୍ପାଦନ (Manufacturing) ଏବଂ ନିବେଶକୁ ବଡ଼ ଧରଣର ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ଦିନ 'ଭବ୍ୟ' (BHAVYA – ଭାରତ ଔଦ୍ୟୋଗିକ ବିକାଶ ଯୋଜନା) ର ବିସ୍ତୃତ ଗାଇଡଲାଇନ ଜାରି…
ଏହି କାରଣ ପାଇଁ ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କା ଦବ ଭାରତୀୟ ରିଜର୍ଭ ବ୍ୟାଙ୍କ୍
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରାକାରଙ୍କୁ ରେକର୍ଡ ୨.୮୭ ଲକ୍ଷ କୋଟି ଟଙ୍କା ଡିଭିଡେଣ୍ଡ ଦେବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାର ବସିଥିବା କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀର ୬୨୩ ତମ ବୈଠକରେ ଏହି ନିଷ୍ପତ୍ତି…
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ବର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗୋଟିଏ ମାସରେ ଲଗାତାର ୩ ଥର ବଢ଼ିଛି ତେଲ ଦର। ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର। ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ…
ମେ ୨୩ରୁ ୨୮ କାହିଁକି ବନ୍ଦ ରହିବ SBI ?
ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଶନିବାର ଠାରୁ ୬ ଦିନ ଅର୍ଥାତ ମେ ୨୩ରୁ ମେ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଏସବିଆଇ। ଅବଶ୍ୟ ଏହି ବନ୍ଦ ସମୟରେ ବ୍ୟାଙ୍କର ବିଭିନ୍ନ ଅନଲାଇନ ସେବା ଯେପରିକି ଇଣ୍ଟରନେଟ ବ୍ୟାଙ୍କିଂ,…