Browsing Category

Business

All business-related news will news will upload

ସୁନା – ରୂପା ଦରରେ ବଡ଼ ପରିବର୍ତନ , ଜାଣି ନିଅନ୍ତୁ ଆଜିର ସୁନା ଦର 

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୬,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଅଗଷ୍ଟ ମାସରେ ମହାଙ୍ଗା ହେବ ମାରୁତି ସୁଜୁକି କାର ,ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ କମ୍ପାନୀ

ଖର୍ଚ୍ଚ ବଢ଼ୁଥିବା ନାଁରେ ଗାଡ଼ି ମଟର ମୋବାଇଲ ସବୁର ଦର ବଢ଼ୁଛି। ଜୁଲାଇ ମାସ ଆରମ୍ଭରୁ କିଛି ମୋଟର କମ୍ପାନୀ ଗାଡ଼ି ଦର ବଢ଼ାଇଥିଲେ, ଆଉ ଏବେ ମାରୁତି ସୁଜୁକି ପୁଣିଥରେ ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ଏହାର ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ ବୋଲି ଘୋଷଣା…

ରାଜ୍ୟରେ ଅଣ୍ଡା ଦର ଆକାଶଛୁଆଁ,୯ ରୁ ୧୦ ଟଙ୍କାରେ ବିକ୍ରି ହେଉଛି ଅଣ୍ଡା

ପନିପରିବା ଭଳି ଏବେ ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଶକ୍ତ ଚାପ ପକାଇଛି ଅଣ୍ଡା। ରାଜ୍ୟରେ ଅଣ୍ଡା ଦର ଏବେ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗି ଆକାଶଛୁଆଁ ହୋଇଛି । ହୋଲସେଲର ବଜାରରେ ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୭.୫୦ ପଇସା ରୁ ୮ ଟଙ୍କାରେ ବିକ୍ରି ହେଉଛି । ଏବଂ ଏହା ଦୋକାନକୁ ଆସିଲେ ୯ ରୁ ୧୦…

ଅଗଷ୍ଟ ମାସରେ ଦିଲ୍ଲୀରେ ଓଡ଼ିଶା ସରକାର କରିବେ ଇନଭେଷ୍ଟର୍ସ ରୋଡ ଶୋ’,ଫୋକସରେ  ରହିବ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର

ଅଗଷ୍ଟ ମାସରେ ଦିଲ୍ଲୀରେ ଓଡ଼ିଶା ସରକାର କରିବେ ଇନଭେଷ୍ଟର୍ସ ରୋଡ ଶୋ’ । ଏନେଇ  ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ଆଧୁନିକ ଶିଳ୍ପ ଉପରେ ଓଡିଶା ଗୁରୁତ୍ୱ ଦେଉଥିବା ବେଳେ ଫୋକସରେ  ରହିବ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର । ରୋଡ୍ ଶୋ’ର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ…

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତେଜିବା ସହ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତେଜିବା ସହ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ ହୋଇଛି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ବ୍ୟାରେଲ ପିଛା ବ୍ରେଣ୍ଡ୍ କୁଡ୍ ପ୍ରାୟ ୮୭ରୁ ୮୮ ଡଲାର ମଧ୍ୟରେ ରହିଛି। ପୂର୍ବମାସ ଯୁଦ୍ଧ ଶିଥିଳ ପଡ଼ିବା ଯୋଗୁ ଅଶୋଧିତ ତୈଳ ଦର ଏପ୍ରିଲ ମାସର ସର୍ବୋଚ୍ଚ ସ୍ତରରୁ…

ଭାରତୀୟ ରେଳବାଇର ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ଆଇଆର୍‌ସିଟିସିର ଏକ ନୂଆ ୱେବସାଇଟ୍‌ ଆରମ୍ଭ

ଭାରତୀୟ ରେଳବାଇର ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ଆଇଆର୍‌ସିଟିସିର ଏକ ନୂଆ ୱେବସାଇଟ୍‌ ଆରମ୍ଭ ହୋଇଛି। ପୁରୁଣା ୱେବସାଇଟ୍‌ରେ ଉନ୍ନତୀକରଣ କରି ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପ୍ରତିଦିନ ଟିକେଟ୍ ବୁକିଂ କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ…

ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି

ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି (Comprehensive Economic and Trade Agreement - CETA) ବୁଧବାରଠାରୁ ଆନୁଷ୍ଠାନିକ ଭାବେ ଲାଗୁ ହୋଇଛି। ଏହି ଚୁକ୍ତି ଲାଗୁ ହେବା ପରେ ବ୍ରିଟେନ୍ ବଜାରରେ ଅନେକ ଭାରତୀୟ ସାମଗ୍ରୀ ଶୁଳ୍କମୁକ୍ତ ହେବ। ଫଳରେ…

ଆଜି ଅଶୋଧିତ ତେଲ ଦର ୫ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ ପିଛା ୮୭.୩୮ ଡଲାର‌ରେ ପହଞ୍ଚିଛି

ବିଶ୍ବର ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଅବରୋଧ କରାଯିବ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରୁ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ବୋଲି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ବିଶ୍ବ ଅର୍ଥନୀତି ଅଧିକ ଅସ୍ଥିର ହୋଇପଡ଼ିଛି। ଏଥିରୁ…

ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି,ଭାରତୀୟ ସେୟାର ବଜାରରେ ବଡ଼ ଧରଣର ଅସ୍ଥିରତା

ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି। ଇରାନ ପ୍ରମୁଖ ଜଳପଥ ‘ହୋର୍ମୁଜ'କୁ ପୁଣି ଥରେ ବନ୍ଦ କରିଦେଇଛି, ଯେଉଁଠାରୁ ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ୍ ଯୋଗାଣ ହୋଇଥାଏ। ଏହି ନିଷ୍ପଭି ଦ୍ଵାରା ପୁଣି ଘନେଇପାରେ ତୈଳ ସଂକଟ । ମହଙ୍ଗା ହେବ ଅଶୋଧିତ ତୈଳ। ପେଟ୍ରୋଲ, ଡିଜେଲ ଏବଂ…

RBI ପାଇଁ ବଡ଼ ଚ୍ୟାଲେଞ୍ଜ ‘ଶର୍ଟ ଡଲାର ଫରୱାର୍ଡ’ ପୋଜିସନ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ ଦୁଇ ବର୍ଷ ଧରି ଦୁର୍ବଳ ହେଉଥିବା ଟଙ୍କାକୁ ସ୍ଥିର ରଖିବା ପାଇଁ ବିଶ୍ୱର ସବୁଠାରୁ ବଡ଼ ‘ଶର୍ଟ ଡଲାର ଫରୱାର୍ଡ’ ପୋଜିସନ୍ ମଧ୍ୟରୁ ଗୋଟିଏ ଗଢ଼ିଥିଲା। ବର୍ତ୍ତମାନ ସେହି ପୋଜିସନ୍କୁ ବଜାରରେ ଅସ୍ଥିରତା ସୃଷ୍ଟି ନକରି କିପରି କମାଯିବ, ତାହା RBI ପାଇଁ ବଡ଼…