Browsing Category

Business

All business-related news will news will upload

ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ

୧୧/୦୪/୨୦୨୬: ପଶ୍ଚିମ ଏସିଆର ପରିସ୍ଥିତି ମଧ୍ୟରେ, ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚନା ଦେବା ପାଇଁ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ, ଆଜି ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏକ ଗଣମାଧ୍ୟମ ବ୍ରିଫିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ୍ ଏବଂ …

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ନ କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ ବୃଦ୍ଧି ପାଇଛି ସୁନା ଓ ରୁପା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ନ କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ, ଆଜି, ମେ ୧୨ ତାରିଖରେ ସୁନା ଓ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ,ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୧୧,୬୨୦ ବୃଦ୍ଧି ପାଇ ₹୨୬୭,୮୨୦ ଟଙ୍କା…

ଷ୍ଟକ୍ ବଜାରରେ ବଡ଼ ହ୍ରାସ,ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଖୋଲିବା ମାତ୍ରେ ଖସିଥିଲା

ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ସେୟାର ବଜାରରେ ବଡ଼ ଘାଟା। ସୋମବାର ଷ୍ଟକ୍ ବଜାରରେ ବଡ଼ ହ୍ରାସ ଦେଖାଯାଇଛି। ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଖୋଲିବା ମାତ୍ରେ ଖସିଥିଲା। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପ୍ରସ୍ତାବ ପ୍ରତ୍ୟାଖାନ ପରେ ବଜାର ଉପରେ…

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଜାତିସଂଘ(ୟୁଏନ୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଓ) ଅନୁସାରେ, ଏପ୍ରିଲରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ସୂଚକାଙ୍କରେ ୧.୬% ବୃଦ୍ଧି ଘଟିଛି । ଏହା ପୂର୍ବ…

ହର୍ମୁଜ ପ୍ରଣାଳୀରେ ଟୋଲ ଅସୁଲ ନିମନ୍ତେ ଏକ ପ୍ରାଧିକରଣ ଗଠନ କରିଛି ଇରାନ, ଚୀନ୍ ମୁଦ୍ରାରେ ନେବ ଟୋଲ ଟ୍ୟାକ୍ସ

ଏକ ସିପିଂଜର୍ଣ୍ଣାଲ ଅନୁସାରେ ହର୍ମୁଜ ପ୍ରଣାଳୀରେ ଜାହାଜଙ୍କୁ ଯାତାୟାତ ଅନୁମତି ଦେବା ପାଇଁ ଓ ସେମାନଙ୍କ ଠାରୁ ଟୋଲ ଅସୁଲ ନିମନ୍ତେ ଇରାନ ଏକ ପ୍ରାଧିକରଣ ଗଠନ କରିଛି। ସିପିଂ ଓ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କିତ ଖବର ଓ ସୂଚନା ପ୍ରଦାନ କରୁଥିବା ଉଦ୍ୟୋଗ ପତ୍ରିକା ‘ଲୟଡସ ଲିଷ୍ଟ’ କହିଛି ଯେ…

୨୦୨୨-୨୩ ଆର୍ଥିକ ବର୍ଷକୁ ନୂଆ ଆଧାର ବର୍ଷ ଭାବେ ବିଚାରକୁ ନିଆଯିବ

ରାଜ୍ୟଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ହିସାବ ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ସେମାନେ ଆଗକୁ ୨୦୨୨-୨୩ ଆର୍ଥିକ ବର୍ଷକୁ ନୂଆ ଆଧାର ବର୍ଷ ଭାବେ ବିଚାରକୁ ନେଇ ନିଜ ଅର୍ଥନୈତିକ ପ୍ରଦର୍ଶନ ମାପିବେ। ଆଜି ପର୍ଯ୍ୟନ୍ତ ସେମାନେ ୨୦୧୧-୧୨ ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ…

ରାଜ୍ୟକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି ।  ମୁଖ୍ଯମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଓଡ଼ିଶାକୁ ୪୮ହଜାର ୩୩୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ।  ତିନିଦିନିଆ ଗୁଜରାଟ ଗସ୍ତ ସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ମାଧ୍ୟମରେ ୬୭ହଜାର ୮୩୮…

୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା

କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟାପକ ବ୍ୟବହାର ପରେ ପ୍ରଯୁକ୍ତି ଶିଳ୍ପରେ ଛଟେଇ ଧାରା ଜାରି ରହିଛି। ଚଳିତ ବର୍ଷର ପ୍ରଥମ ଚାରି ମାସରେ ୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ବିଭିନ୍ନ  କମ୍ପାନୀ  ଘୋଷଣା କରିଛନ୍ତି। ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ଚଳିତ ବର୍ଷ ୯୩,୨୯୪ ଛଟେଇ…

ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚଛି

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର ୯୫ ଟଙ୍କା ୨୩ ପଇସା ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବାରୁ ବିଶ୍ୱ ଷ୍ଟକ୍‌ ମାର୍କେଟରେ ଅସ୍ଥିରତା, ତୈଳ ଦରରେ ଅତ୍ୟଧିକ ବୃଦ୍ଧି…

ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି,ପୁଣିଥରେ ସୁନା ଓ ରୁପା ଦର କମିଯାଇଛି

ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖା ଦେଇଛି। ଏପଟେ ଆକ୍ରମ ହେବା ମାତ୍ରେ ପୁଣିଥରେ ସୁନା ଓ ରୁପା ଦର କମିଯାଇଛି। ମଙ୍ଗଳବାର (ମେ ୫ ତାରିଖ) ସୁନା ଏବଂ ରୁପା ଦର ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA)…