Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
Business
All business-related news will news will upload
ସୁନା ଓ ରୁପା ଦରର ଅସ୍ୱାଭାବିକ ବୃଦ୍ଧି
ଚଳିତ ବର୍ଷ (୨୦୨୫) ସୁନା ଏବଂ ରୁପା ମୂଲ୍ୟରେ ଏକ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଉଭୟ ଧାତୁରେ ବହୁଳ ବୃଦ୍ଧି ରେକର୍ଡ କରାଯାଇଛି, ଯାହାକି ଭାରତୀୟ ବଜାରରେ ବିନିଯୋଗକାରୀ ଏବଂ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।ଯେକୌଣସି ସମୟରେ ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା, ଭୌଗୋଳିକ…
ଯୁବବର୍ଗ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି
ଆଜିର ଯୁବ ବର୍ଗଙ୍କ ମଧ୍ୟରେ ଖର୍ଚ୍ଚ କରିବାର ଶୈଳୀ ବଦଳିଛି। ପୂର୍ବରୁ କେତେକ ରିପୋର୍ଟରେ ଆସିଥିଲା ଯେ ୟୁଥ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି। ହେଲେ ଏବେ ଆପଣ ଫୋନ, ପୋଷାକ, ମହଙ୍ଗା ଗେଜେଟ କଥା ଭୁଲି ଯାଆନ୍ତୁ। ଏବେକା ଯୁବ ପିଢୀ ସେମାନଙ୍କ ପଇସାକୁ ପୁରା ଅଲଗା ଅଲଗା…
ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ
ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାର ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟସେବା, ପରୀକ୍ଷାଗାର, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁଣବତ୍ତା ଇକୋସିଷ୍ଟମର ପ୍ରସାର ।
ଏହି କାର୍ଯ୍ୟକ୍ରମରେ ଗୁଣବତ୍ତା…
ବାଲେଶ୍ବରରେ ନୂଆ ଇଏସ୍ଆଇ ହସ୍ପିଟାଲ୍
କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସପିଟାଲ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି। ସେହି ଦୁଇ…
ଇଣ୍ଡିଗୋ ସଙ୍କଟ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା
ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ ଅସହାୟ? ଏଭଳି ସ୍ଥିତି କାହିଁକି…
ଭାରତୀୟ ଷ୍ଟକ୍ ବଜାରରେ ବଡ଼ ହ୍ରାସ,ସେନସେକ୍ସ ୬୦୯.୬୮ ପଏଣ୍ଟ ହ୍ରାସ ପାଇ ୮୫,୧୦୨.୬୯ ପଏଣ୍ଟରେ ବନ୍ଦ ହୋଇଛି
ସପ୍ତାହର ପ୍ରଥମ ବ୍ୟବସାୟ ଦିବସ ଅର୍ଥାତ୍ ଡିସେମ୍ବର ୮ ସୋମବାରରେ ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖାଯାଇଛି। ଉଭୟ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ସେନସେକ୍ସ ୬୦୯.୬୮ ପଏଣ୍ଟ ହ୍ରାସ ପାଇ ୮୫,୧୦୨.୬୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ…
ଯାତ୍ରୀମାନଙ୍କୁ ୬୧୦ କୋଟି ଟଙ୍କା ଫେରସ୍ତ କରିଛି ଇଣ୍ଡିଗୋ
ଲଗାତାର ୬ ଦିନ ହେଲା ଇଣ୍ଡିଗୋ ସଂକଟ ଜାରି ରହିଛି । ଦେଶର ସର୍ବବୃହତ୍ତ ବିମାନ କମ୍ପାନୀ ଇଣ୍ଡିଗୋ ଆଜି (ରବିବାର) ୬୫୦ଟି ଉଡ଼ାଣ ବାତିଲ କରିଛି । ନିର୍ଦ୍ଧାରିତ ୨୩୦୦ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ମଧ୍ୟରୁ କମ୍ପାନୀ ୧୬୫୦ଟି ଉଡ଼ାଣ ପରିଚାଳନା କରୁଛି। ଏହି ସମୟରେ, ରବିବାର ବେସାମରିକ…
୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି ଭାରତୀୟ ରେଳ
ଶୀତ ଋତୁରେ ବ୍ୟାପକ ବିମାନ ବାତିଲ ଏବଂ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସୁଗମ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି। ଆଜିଠାରୁ ବିଭିନ୍ନ ଜୋନରେ ୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା (୧୦୦ ରୁ ଅଧିକ ଯାତ୍ରା) ଆଗାମୀ ତିନି ଦିନରେ…
ଘରୋଇ ବିମାନ ଭଡ଼ା ଉପରେ ନିୟନ୍ତ୍ରଣ
ଦେଶରେ ଘରୋଇ ବିମାନ ଯାତ୍ରା ଭଡ଼ାରେ ଅସ୍ୱାଭାବିକ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନରେ ଘରୋଇ ବିମାନ ଭଡ଼ାର ସର୍ବୋଚ୍ଚ…
ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫ ପ୍ରତିଶତକୁ ଆଣିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ଘୋଷଣା କରିବା ସହିତ ନିଜର ‘ତଟସ୍ଥ ଆଭିମୁଖ୍ୟ’ ବଜାୟ ରଖିଛନ୍ତି।
ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା…