Browsing Category

Business

All business-related news will news will upload

ସୁନାର ଚଢ଼ା ଦର ମଧ୍ୟରେ ବି ଅକ୍ଷୟ ତୃତୀୟାରେ ବେଶ ସୁନା କିଣିଛନ୍ତି ଲୋକ,ରାଜ୍ୟରେ ୨ଶହ କୋଟି ଟଙ୍କାର ସୁନା ବିକ୍ରି

ସୁନାର ଚଢ଼ା ଦର ମଧ୍ୟରେ ବି ଅକ୍ଷୟ ତୃତୀୟାରେ ବେଶ ସୁନା କିଣିଛନ୍ତି ଲୋକ । ରାଜ୍ୟରେ ୨ଶହ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟରେ ସୁନା ଦର ହୋଇଯାଇଛି ୫୨ ହଜାର ଟଙ୍କାରୁ ଅଧିକ ମହଙ୍ଗା । ଏହାସତ୍ତ୍ୱେ ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା…

ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମା ଆଲେଚନା

ଆଜି ଠାରୁ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ  ରାଜିନାମାକୁ ନେଇ ଅଟକି ରହିଥିବା ଆଲୋଚନା ଆଗକୁ ବଢ଼ିବ। ‌ଏହି ତିନିଦିନିଆ ଆଲୋଚନାରେ ଭାଗ ନେବାକୁ ଭାରତର ଏକ ପ୍ରତିନିଧି ମଣ୍ଡଳୀ ୱାସିଂଟନ ଯାତ୍ରା କରିଛି। ଭାରତ ପକ୍ଷରୁ ମୂଲଚାଲର ନେତୃତ୍ବ ନେବେ ବାଣିଜ୍ୟ ଓ ଶିଳ୍ପ ବିଭାଗର…

ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ର ହେବ ଶିଳାନ୍ୟାସ,ପ୍ରାୟ ୧୯ଶହ ୪୪ କୋଟି ଟଙ୍କା…

ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ ଇନ୍ ଫୋଭ୍ୟାଲିରେ ହେବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୧୯ଶହ ୪୪ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରହିଛି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ…

ବିମାନଗୁଡ଼ିକର ନବକଳେବର କରୁଛି ଏୟାର ଇଣ୍ଡିଆ,ଡିଜାଇନରେ ପ୍ରମୁଖ ପରିବର୍ତ୍ତନ

ଯାତ୍ରୀଙ୍କୁ ଆଧୁନିକ ସୁବିଧା ଦେବାକୁ ବିମାନରେ ପରିବର୍ତ୍ତନ କରୁଛି ଏୟାର ଇଣ୍ଡିଆ । ଭିତର ଏବଂ ବାହାର ଡିଜାଇନ ପରିବର୍ତ୍ତନ କରାଯାଉଛି । ସିଟ୍ ସାଇଜ ବୃଦ୍ଧି କରାଯାଇଥିବା ବେଳେ, ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଡ୍ରିମ୍ ଲାଇନର ବିମାନଗୁଡ଼ିକର ନବକଳେବର କରୁଛି…

ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର କ୍ୟାବିନେଟ୍‌ ଆଜି ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରି ଦେଇଛି। ଏହା ଫଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ‌ଭୋଗୀମାନେ ୬୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନେ…

ଅକ୍ଷୟ ତୃତୀୟାରେ ସୁନା ଏବଂ ରୂପା ମୂଲ୍ୟ ହେବ ଆକାଶଛୁଆଁ

ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ। ବିବାହ ଋତୁ ଆରମ୍ଭ ହେବା ସହିତ, ଭାରତୀୟ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ରକେଟ ପରି ଗତିରେ…

ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଚୀନ

ନିକଟରେ ଶେଷ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଭାବେ ଚୀନ ଉଭା ହୋଇଛି। ଏଥି ସହିତ ଦୀର୍ଘ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ଆମେରିକା ତଳକୁ ଖସିଯାଇଛି। ଭାରତ ଓ ଚୀନ ମଧ୍ୟରେ ଏହି ଆର୍ଥିକ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ…

ସେନସେକ୍ସ ୧,୨୬୪ ପଏଣ୍ଟ ବୃଦ୍ଧି ପାଇ ୭୮,୧୧୧ରେ ବନ୍ଦ ହୋଇଛି

ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧,୨୬୪ ପଏଣ୍ଟ (୧.୬୪%) ବୃଦ୍ଧି ପାଇ ୭୮,୧୧୧ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୮୯ ପଏଣ୍ଟ (୧.୬୩%) ବୃଦ୍ଧି ପାଇ ୨୪,୨୩୧ରେ ପହଞ୍ଚିଛି। ଆଜିର କାରବାରରେ ଅଟୋ, ଆଇଟି, ଧାତୁ ଏବଂ ରିଅଲ୍‌ ଇଷ୍ଟେଟ୍‌ ଷ୍ଟକ୍‌ରେ…

ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଗ୍ରୀଷ୍ମ ଋତୁ ପାଇଁ ଘରୋଇ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି । ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ । ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ।…

ଫୋନ ଭାରତରେ ଉତ୍ପାଦନ ହେଉଛି ବିଶ୍ବର ୧୫ ପ୍ରତିଶତ ମୋବାଇଲ

ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ବିଶ୍ବର ୧୫ ପ୍ରତିଶତ ମୋବାଇଲ ଫୋନ ଏବେ ଭାରତରେ ଉତ୍ପାଦନ ହେଉଛି। କରୋନା ମହାମାରୀ ସମୟରେ ଦେଶରେ ଆରମ୍ଭ ହୋଇଥିବା ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ ଏଥିରେ ବିଶେଷ ସହାୟକ ହୋଇଛି। ଏହି…