Browsing Category

Business

All business-related news will news will upload

ରେଳଓ୍ବ କିଚେନରେ ହେବ ‘ଇଣ୍ଡକ୍ସନ କୁକିଂ ଆସିଲା ନିର୍ଦ୍ଦେଶ

ଇରାନ- ଇସ୍ରାଏଲ ଯୁଦ୍ଧର ଭୟାବହତା ସାରା ବିଶ୍ୱରେ ଅନୁଭୂତ ହେଉଛି। ଭାରତରେ ବିଶେଷ କରି ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଦେଶର ଅନେକ ବଡ଼ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ଅଭାବ ଦେଖିବାକୁ ମିଳୁଛି। ଚେନ୍ନାଇ କୋଲକାତା ଏବଂ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ୟାସ ଯୋଗାଣ ସଙ୍କଟ…

ଶୁଳ୍କକୁ ନେଇ ସବୁ ଦେଶକୁ ବ୍ଲାକମେଲ କରୁଛନ୍ତି ଟ୍ରମ୍ପ

ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରିବା ମୁସ୍କିଲ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୀତିଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଟ୍ରମ୍ପ ଶୁଳ୍କକୁ ନେଇ ସବୁ ଦେଶକୁ ବ୍ଲାକମେଲ କରୁଛନ୍ତି। ବିଶ୍ୱମଞ୍ଚରେ ସବୁ ଦେଶ ଉପରେ ଚାପ ସୃଷ୍ଟି…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନ ମହଙ୍ଗା ହେବାରେ ଲାଗିଛି, ଟିକଟ ମୂଲ୍ୟ ବୃଦ୍ଧି କଲେ ବିଭିନ୍ନ ପ୍ରାନ୍ତର…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନ ମହଙ୍ଗା ହେବାରେ ଲାଗିଛି। ତାହାର ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଏୟାରଲାଇନ୍ସ ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି। ଆଭିଏସନ ଟର୍ବାଇନ୍‌ ଫୁଏଲ୍‌ (ଏଟିଏଫ୍‌) ମୂଲ୍ୟ ହଠାତ୍‌ ବଢ଼ିଯିବା କାରଣରୁ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ…

ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ଭାରତର ପ୍ରତିଟି ନାଗରିକଙ୍କ ହାଣ୍ଡିଶାଳ ଉପରେ ପଡ଼ିଲାଣି।ହର୍ମୁଜ ଜଳମାର୍ଗରେ ଇନ୍ଧନ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରଭାବରେ ଭାରତରେ ରନ୍ଧନ ଗ୍ୟାସ ଅଭାବ ପରିଲଖିତ ହୋଇଛି। ସ୍ଥିତିର ମୁକାବିଲା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଏମସା ଲାଗୁ…

ତେଲ ଦର ବୃଦ୍ଧି ଯୋଗୁଁ ସେନସେକ୍ସ ୨୫୦୦ ପଏଣ୍ଟ ହ୍ରାସ

ସେୟାର ବଜାରରେ ବ୍ଲଡବାଥ । ତେଲ ଦର ବୃଦ୍ଧି ଯୋଗୁଁ ସେନସେକ୍ସ ୨୫୦୦ ପଏଣ୍ଟ ହ୍ରାସ । କିଛି କ୍ଷଣରେ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ିଲା! । ଇରାନ ଯୁଦ୍ଧ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବା ଯୋଗୁଁ ଭାରତୀୟ ଶେୟାର ବଜାରରେ ଭୟଙ୍କର ହ୍ରାସ ଦେଖିବାକୁ ମିଳିଛି ।…

ଇ- କମର୍ସ ପ୍ଲାଟଫର୍ମ ମିଶୋକୁ ୧,୫୦୦ କୋଟି ଟଙ୍କାର ଟିକସ ନୋଟିସ୍ ଜାରି

ଶସ୍ତା ଏବଂ ସୁଲଭ ସାମଗ୍ରୀ ବିକ୍ରି ପାଇଁ ଜଣାଶୁଣା ଇ- କମର୍ସ ପ୍ଲାଟଫର୍ମ ମିଶୋ ପାଇଁ ବଢ଼ିପାରେ ଅଡ଼ୁଆ। କାରଣ ଆୟକର ବିଭାଗ କମ୍ପାନିକୁ ୧,୫୦୦ କୋଟି ଟଙ୍କାର ଟିକସ ନୋଟିସ୍ ଜାରି କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ମିଶୋ ଏହାର ପ୍ରକୃତ ଆୟକୁ କମ୍ ଦେଖାଇଛି। ସୂଚନା ଅନୁସାରେ, ଆୟକର…

ଅଷ୍ଟ୍ରେଲିଆ ଓ କାନାଡ଼ାରୁ ଭାରତ ପ୍ରାକୃତିକ ଗ୍ୟାସ୍‌ ଆମଦାନି କରିବା ପାଇଁ ପ୍ରସ୍ତୁତ ହେଉଛି

ଆମେରିକା-ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନି ପ୍ରଭାବିତ ହୋଇଛି। ଫଳରେ ମଧ୍ୟପ୍ରାଚ୍ୟରୁ ଭାରତକୁ ତୈଳ ଆସି ପାରୁନାହିଁ। ତେବେ ଏଭଳି ସ୍ଥିତିରେ ବିକଳ୍ପ ଯୋଜନା କରିଛି ଭାରତ। ବିଶେଷକରି ଅଷ୍ଟ୍ରେଲିଆ ଓ କାନାଡ଼ାରୁ ଭାରତ ପ୍ରାକୃତିକ ଗ୍ୟାସ୍‌ ଆମଦାନି…

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର‌ ସେନ୍‌ସେକ୍ସ ୧୦୯୭ ପଏଣ୍ଟ୍‌ ହ୍ରାସ ପାଇ ୭୮,୯୧୮ ପଏଣ୍ଟ୍‌ରେ ବନ୍ଦ ହୋଇଛି

ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର‌ ସେନ୍‌ସେକ୍ସ ୧୦୯୭ ପଏଣ୍ଟ୍‌ ହ୍ରାସ ପାଇ ୭୮,୯୧୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୧୫ ପଏଣ୍ଟ୍‌ ହ୍ରାସ ପାଇ ୨୪,୪୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ…

ବମ୍ବେ ଷ୍ଟକ୍‌ ବଜାରରେ ସାମାନ୍ୟ ସୁଧାର ଆସିଛି,ସେନ୍‌ସେକ୍ସ ୯୦୦ ପଏଣ୍ଟ ବୃଦ୍ଧି ପାଇଛି

ଆମେରିକା-ଇରାକ୍‌ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ ପ୍ରଭାବ ପଡ଼ିଥିବାବେଳେ ଭାରତୀୟ ସେୟାର ବଜାର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛି। ଗତ ୪ ଦିନ ଧରି ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସ ହ୍ରାସର ଧାରା ଜାରି ରହିଥିଲା। ନିବେଶକମାନେ ବଜାରରୁ ପୁଞ୍ଜି ଫେରାଇ ନେଇଥିବାରୁ ଗତ…

ଦୋହଲି ଯାଇଛି ଭାରତୀୟ ସେୟାର ବଜାର,ବଜାର ଖୋଲିବା ପରେ ସେନସେକ୍ସ ଏବଂ ନିଫ୍ଟି କ୍ରାଶ୍

ସାରା ଦେଶରେ ହୋଲିର ମାହୋଲ । ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ଧୁମଧାମରେ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ଇରାନ-ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ବଜାର ଖୋଲିବା ପରେ ସେନସେକ୍ସ ଏବଂ ନିଫ୍ଟି କ୍ରାଶ୍ କରିଯାଇଛି । ବୁଧବାର ସେନସେକ୍ସ ୧୭୦୦ ଅଙ୍କ…