Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
Business
All business-related news will news will upload
ସେୟାର ମାର୍କେଟ୍ ଏବଂ ବ୍ୟାଙ୍କରେ ପ୍ରାୟ ୨.୨ ଲକ୍ଷ କୋଟି ଟଙ୍କା ପଡି ରହିଛି , ହେଲେ କେହି ନାହାଁନ୍ତି ଦାବିଦାର
ପଡିଛି କୋଟି କୋଟି ଟଙ୍କା । ହେଲେ କେହି ନାହାଁନ୍ତି ଦାବିଦାର । ଅର୍ଥାତ ଏତେ ଟଙ୍କା ନେବାକୁ କେହି ନାହାଁନ୍ତି । ସେୟାର ମାର୍କେଟ୍ ସହବିଭିନ୍ନ ବ୍ୟାଙ୍କରେ ଏମିତି ଅନେକ ଅର୍ଥ ପଡି ରହିଛି ।
ଭାରତୀୟଙ୍କୁ ପସନ୍ଦ ନିବେଶ । ବ୍ୟାଙ୍କ ହେଉ କିମ୍ବା ସେୟାର ମାର୍କେଟ୍, ଭବିଷ୍ୟତକୁ…
ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇଲେ ଏକ ଘଣ୍ଟା ବିଳମ୍ବରେ ସେହି ଟଙ୍କା ପାଇବାକୁ ଥିବା ବ୍ୟକ୍ତିଙ୍କ…
ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଟଙ୍କା ନେଣଦେଣ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ଏହା ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ତେବେ ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର ୟୁପିଆଇ କାରବାର ଉପରେ କଟକଣା…
ଇରାନ ହର୍ମୁଜ୍ ଜଳପଥ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଠାରୁ ଟୋଲ୍ ଟିକସ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ…
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ,ଇରାନ ଏହାର ରାଜସ୍ୱ ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁସାରେ,ଇରାନ ହର୍ମୁଜ୍ ଜଳପଥ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଠାରୁ ଟୋଲ୍ ଟିକସ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା…
ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଜବରଦସ୍ତ କମବ୍ୟାକ,୨୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନିଫ୍ଟି ମଧ୍ୟ ୭୦୦…
ଉଛୁଳିଲା ସେୟାର ମାର୍କେଟ । ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଜବରଦସ୍ତ କମବ୍ୟାକ । ପ୍ରାୟ ୨୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି । ସମସ୍ତ ଷ୍ଟକରେ ରାଲି ଦେଖିବାକୁ ମିଳିଛି ।
ସେହିପରି ଏପ୍ରିଲ ୨ରେ ଟ୍ରମ୍ପଙ୍କ ଘୋଷଣା ପରେ…
ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍
ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ଇସ୍ତଫା ଦେଇଛନ୍ତି। ଅହମଦାବାଦର ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ତାଙ୍କ ଉପରେ ଚାପ ଥିଲା। ଏହା ବ୍ୟତୀତ ନିୟମ ପାଳନରେ ତ୍ରୁଟି ପାଇଁ ବାରମ୍ବାର କମ୍ପାନି ଉପରେ ଜରିମାନା ଲାଗୁଥିଲା।…
ଷ୍ଟକ୍ ଏକ୍ସଚେଞ୍ଜରେ ଉତ୍ସାହଜନକ କାରବାର,ସେନ୍ସେକ୍ସ ୭୮୭ ପଏଣ୍ଟ୍ ବୃଦ୍ଧି ପାଇ ୭୪,୧୦୬ ପଏଣ୍ଟ୍ରେ ବନ୍ଦ ହୋଇଛି
ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ସୋମବାର ଉତ୍ସାହଜନକ କାରବାର ହୋଇଥିଲା। ଏହାର ପ୍ରଭାବରେ ସେନ୍ସେକ୍ସ ୭୮୭ ପଏଣ୍ଟ୍ ବୃଦ୍ଧି ପାଇ ୭୪,୧୦୬ ପଏଣ୍ଟ୍ରେ ବନ୍ଦ ହୋଇଛି। ନିଫ୍ଟି ମଧ୍ୟ ୨୫୫ ପଏଣ୍ଟ୍ ବୃଦ୍ଧି ସହ ୨୨,୯୬୮ ପଏଣ୍ଟ୍ରେ…
ଯୁଦ୍ଧର ପ୍ରଭାବ ଏବେ ଆମେରିକାର ଅର୍ଥ ବ୍ୟବସ୍ଥାଓ ଲୋକଙ୍କ ପକେଟ ଉପରେ ପଡିଲାଣି, ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ମହଙ୍ଗା
ଇରାନ ବିରୋଧରେ ଜାରି ଯୁଦ୍ଧର ପ୍ରଭାବ ଏବେ ଆମେରିକାର ଅର୍ଥ ବ୍ୟବସ୍ଥା ଓ ଲୋକଙ୍କ ପକେଟ ଉପରେ ପଡିବା ଆରମ୍ଭ କରିଦେଲାଣି। ଏଥିରେ ଇନ୍ଧନ ଦର ବୃଦ୍ଧି ଯୋଗୁ ଲୋକେ ଅଧିକ ଚାପ ଅନୁଭବ କରୁଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ମହଙ୍ଗା ହୋଇଯାଇଛି। ଫଳରେ ପରିବହନ, କୃଷି, ଉଦ୍ୟୋଗ ଗତିବିଦ୍ଧି…
ଦିଲ୍ଲୀ,ମୁମ୍ବାଇ ଠାରୁ ଦୁବାଇରେ ଶସ୍ତାରେ ମିଳୁଛି ଭବ୍ୟ ଘର , ବଢୁଛି ଭାରତୀୟ କ୍ରେତାଙ୍କ ସଂଖ୍ୟା
ମଧ୍ୟପ୍ରାଚ୍ୟ ଯୁଦ୍ଧ କେବଳ ତୈଳ ଅଥବା ଗ୍ୟାସ୍ ସଂକଟ ସୃଷ୍ଟି କରିନି ବରଂ ମଧ୍ୟମବର୍ଗିୟଙ୍କ ଲାଗି ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ ଆଣିଦେଇଛି। କଥା କଣ କି ସମସ୍ତେ ଚାହାନ୍ତି ନିଜର ଘରଟିଏ ହେଉ, ହେଲେ ଉଚ୍ଚା ମୂଲ୍ୟ ଲୋକଙ୍କ ସ୍ୱପ୍ନକୁ ସ୍ୱପ୍ନରେ ରଖି ଦେଉଛି। ତେବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଏଥିରେ…
ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍ ପ୍ଲାଜାରେ ଆସନ୍ତା ୧୦ରୁ ନଗଦ କାରବାର ବନ୍ଦ
ଚଳିତ ମାସ ୧୦ରୁ ଟୋଲ୍ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍ ପେମେଣ୍ଟ୍ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲା। ତାହା ଆସନ୍ତା ୧୦ରୁ ଲାଗୁ ହେବ।ଭାରତୀୟ…
ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର, ୧୫୦୦ ପଏଣ୍ଟ ଖସିଲା ସେନସେକ୍ସ
ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ପ୍ରାୟ ୧୫୦୦ ପଏଣ୍ଟ ଖସିଲା ସେନସେକ୍ସ । ସେହିପରି ନିଫ୍ଟି ପ୍ରାୟ ୫୦୦ ପଏଣ୍ଟ ଖସିଛି ।…