Browsing Category

Business

All business-related news will news will upload

ଯୁଦ୍ଧ ପାଇଁ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖା ଯାଉନାହିଁ । ୨୩ ଦିନରେ ବି ଇରାନ-ଇସ୍ରାଏଲ ଏବଂ ଆମେରିକା ଲଢେଇ ଜାରି ରହିଛି । ଏହି ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍…

ଆୟକର ନିୟମ ୨୦୨୬ର ବିଜ୍ଞପ୍ତି ଜାରି,ଏପ୍ରିଲ୍‌ ୧ରୁ ତାହା କାର୍ଯ୍ୟକାରୀ ହେବ ଆୟକର ନିୟମ

କେନ୍ଦ୍ର  ସରକାର ଆୟକର ନିୟମ ୨୦୨୬ର ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ଆସନ୍ତା ଏପ୍ରିଲ୍‌ ୧ରୁ ତାହା କାର୍ଯ୍ୟକାରୀ ହେବାର ପଥ ପ୍ରଶସ୍ତ ହୋଇଛି। ଏଥିରେ ସ୍ବଚ୍ଛତା, ଆୟ ଘୋଷଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ବିଶେ‌ଷ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ…

ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ ,୫ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ବନ୍ଦ ହେଲା…

ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ । ୨୦୨୧ରେ ମାର୍କ ମେଟାଭର୍ସକୁ ନେଇ ଅନେକ ସ୍ୱପ୍ନ ଦେଖାଇଥିଲେ । ଏହା ଏପରି ଏକ ଭର୍ଚୁଆଲ ଦୁନିଆ ଯେଉଁଠି ସବୁ ବାସ୍ତବ ଲାଗେ । ଏଠାରେ ଲୋକେ ପରସ୍ପର ସହ ମିଶିପାରୁଥିଲେ ଏବଂ କାମ ମଧ୍ୟ କରିପାରୁଥିଲେ । ଏପରିକି ଡିଜିଟାଲ ଭାବରେ ଜୀବନ ବଞ୍ଚି…

ଭୁବନେଶ୍ୱରରେ ‘ସୁଭାରିଆ – ଦି ଲଗଜରୀ ଏଡିଟ୍’ର ଶୁଭାରମ୍ଭ: ଐତିହ୍ୟ ଓ ଆଧୁନିକତାର ଅପୂର୍ବ ସମନ୍ୱୟ

ଭୁବନେଶ୍ୱର: ରାଜଧାନୀର ହୋଟେଲ ‘ଦି ପ୍ରେସିଡେନ୍ସି’ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀର ପ୍ରସିଦ୍ଧ ଖାନାଙ୍କ ଜୁଏଲର୍ସ ଏବଂ ଦି ଜି ଷ୍ଟୁଡିଓ ର ମିଳିତ ସହଯୋଗରେ ‘ସୁଭାରିଆ - ଦି ଲଗଜରୀ ଏଡିଟ୍’ ର ଶୁଭାରମ୍ଭ କରାଯାଇଛି। ଏକ ସ୍ୱତନ୍ତ୍ର ପ୍ରେସ୍ ମିଟ୍ ଜରିଆରେ ଏହି ଅଭିନବ…

ଭାରତୀୟ ଷ୍ଟକ ବଜାରରେ ହାହାକାର,ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ…

ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ପ୍ରାରମ୍ଭିକ କାରବାରରେ, ଉଭୟ ବେଞ୍ଚମାର୍କ ସୂଚକାଙ୍କ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ସକାଳ ପ୍ରାୟ ୯:୨୩ ସମୟରେ,…

ପଛୁଆ ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

କୋରାପୁଟ ଜିଲ୍ଲାରେ ସେଞ୍ଚୁରି ପ୍ଲାଏବୋର୍ଡସ୍‌ ଏକ ପ୍ଲାଏଉଡ୍‌ କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିରେ କମ୍ପାନି ୮୭୦.୮୨ କୋଟି ଟଙ୍କା ନିବେଶ କରିବ। ‌ସେହିପରି ପିଡିଲାଇଟ୍‌ ଇଣ୍ଡଷ୍ଟ୍ରିଜ୍‌ ବାଲେଶ୍ବରରେ ଏକ ଟାଇଲ୍‌ ଯୋଡ଼େଇ ଅଠା ଉତ୍ପାଦନ ପ୍ରକଳ୍ପ ବସାଇବ। ଅନ୍ତର୍ଜାତୀୟ ଖ୍ୟାତି…

ବିଭିନ୍ନ ସ୍ଥାନରେ ରେଡ଼ ,୧୫,୦୦୦ରୁ ଅଧିକ ସିଲିଣ୍ଡର ଜବତ

ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ ସଂଘର୍ଷ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିଲେ ମଧ୍ୟ ସରକାର କହିଛନ୍ତି ଯେ ଭୟ କରିବାର କୌଣସି କାରଣ ନାହିଁ। କଳାବଜାରୀ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି ,୩୩.୫ ପ୍ରତିଶତ କମିଲା ଅନ୍ତର୍ଜାତୀୟ ଉଡ଼ାଣ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତର ବିମାନସେବା ଶିଳ୍ପ ଉପରେ ପଡ଼ିଛି। ଫେବ୍ରୁଆରି ୨୮ ତାରିଖରେ ହଠାତ୍‌ ଯୁଦ୍ଧ ଆରମ୍ଭ ହେବା କାରଣରୁ ସେଠାକାର ଅନେକ ଦେଶରେ ଆକାଶମାର୍ଗ ବନ୍ଦ ହୋଇଯାଇଥିଲା। ଏଥିସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ ବିମାନ ଇନ୍ଧନ ବି ମହଙ୍ଗା…

ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପରେ ବିମାନ ଭଡ଼ା ବୃଦ୍ଧି କଲେ ଅକାସା ଏୟାର

ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ପ୍ରଭାବ ବିମାନ ଯାତ୍ରା ଉପରେ ପଡ଼ିଛି । ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଥିବାରୁ, ବିମାନ କମ୍ପାନୀ ଏହି ଟଙ୍କା ଏବେ ଯାତ୍ରୀଙ୍କ ଠାରୁ ଆଦାୟ କରିବାକୁ ଯାଉଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପରେ ଅକାସା ଏୟାର ମଧ୍ୟ ବିମାନ ଭଡ଼ା ବୃଦ୍ଧି କରିଛି । ବର୍ଦ୍ଧିତ…

ରେଳଓ୍ବ କିଚେନରେ ହେବ ‘ଇଣ୍ଡକ୍ସନ କୁକିଂ ଆସିଲା ନିର୍ଦ୍ଦେଶ

ଇରାନ- ଇସ୍ରାଏଲ ଯୁଦ୍ଧର ଭୟାବହତା ସାରା ବିଶ୍ୱରେ ଅନୁଭୂତ ହେଉଛି। ଭାରତରେ ବିଶେଷ କରି ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଦେଶର ଅନେକ ବଡ଼ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ଅଭାବ ଦେଖିବାକୁ ମିଳୁଛି। ଚେନ୍ନାଇ କୋଲକାତା ଏବଂ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ୟାସ ଯୋଗାଣ ସଙ୍କଟ…