ବଢିପାରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ
ହର୍ମୁଜ ପ୍ରଣାଳୀରେ ଆମେରିକାର ନାକାବନ୍ଦୀ ମଧ୍ୟରେ ଇରାନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସାମାନ୍ୟ ନରମ ପଡିଥିବା ଦେଖା ଯାଉଛି। ପାକିସ୍ତାନ ଓ ଇରାନ ମଧ୍ୟରେ ପୁଣି ସାକ୍ଷାତ ଆଲୋଚନା ଖବର ମଧ୍ୟରେ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସୁଛି। ଏଥିରୁ ଜଣାପଡୁଛି ଯେ ୱାସିଂଟନ ଓ…