ଟ୍ରୋଲର ଶୀକାର ହେଲେ ଅଭିନେତ୍ରୀ କରୀନା କପୁର

ମୁମ୍ବାଇ ଏୟାରପୋର୍ଟରେ କରୀନା କପୁରଙ୍କ ଖାନଙ୍କ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ବାରା ଅଭିନେତ୍ରୀ ଟ୍ରୋଲର ଶୀକାର ହୋଇଛନ୍ତି । ଏହି ଭାଇରାଲ ଭିଡିଓରେ କରୀନା କପୁର ଚେକ୍ ଇନ୍ ଲାଇନ ଭାଙ୍ଗି ସିଧାସଳଖ ଭିତରକୁ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ…

ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଗ୍ରୀଷ୍ମ ଋତୁ ପାଇଁ ଘରୋଇ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି । ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ । ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ।…

ଟ୍ରମ୍ପଙ୍କୁ ପରିହାସ କରିଛି ଇରାନୀ ଦୂତାବାସ

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଆଉ କେବଳ କ୍ଷେପଣାସ୍ତ୍ର ଏବଂ ଆକ୍ରମଣ ମଧ୍ୟରେ ସୀମିତ ନାହିଁ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏବେ ସୋସିଆଲ ମିଡିଆରେ ଏକ ଅନନ୍ୟ ଡିଜିଟାଲ ଯୁଦ୍ଧରେ ପରିଣତ ହୋଇଛି। ଦକ୍ଷିଣ ଆଫ୍ରିକାରେ ଥିବା ଇରାନୀ ଦୂତାବାସ ଗତ କିଛି ଘଣ୍ଟା ମଧ୍ୟରେ ନିଜର…

ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ ପାଳିତ

ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନସ୍ଥାନରେ ବଡ଼ ଧୂମଧାମରେ ପାଳନ କରାଯାଉଛି ଆମ୍ବେଦକରଙ୍କ ଜନ୍ମ ଦିବସ । ଏହାରି ମଧ୍ୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଡ଼କ୍ଟର ବି.ଆର୍.ଆମ୍ବେଦକରଙ୍କ ଜନ୍ମବାର୍ଷିକୀର…

ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା,ଦୁର୍ଘଟଣାରେ ପ୍ରାୟ ୩୦ରୁ ୪୦ ଶ୍ରମିକ ଗୁରୁତର

ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା। ଏଥିରେ ପ୍ଲାଣ୍ଟ୍‌ର ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ଘଟଣା ଘଟିଛି ଛତିଶଗଡ଼ ଶକ୍ତି ଜିଲ୍ଲାର ସିଂଘିତରାଈ ସ୍ଥିତ ବେଦାନ୍ତ ପାଓ୍ବର ପ୍ଲାଣ୍ଟରେ। ମଙ୍ଗଳବାର ଦ୍ବିପ୍ରହର ପ୍ରାୟ ୨ଟା ବେଳେ ଏଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାଥମିକ…

ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡିଛନ୍ତି ନୀତୀଶ

ସରିଲା ନୀତୀଶ ଯୁଗ। ଦୀର୍ଘ ୨୦ ବର୍ଷ ପରେ ନୀତୀଶଙ୍କୁ ଛାଡିବାକୁ ପଡିଲା ମୁଖ୍ୟମନ୍ତ୍ରୀ ଆସନର ମୋହ। ଯେଉଁ ଆସନ ମୋହ ପାଇଁ ରାଜନୀତିରେ ସେ ପଲଟୁରାମ ନାଁରେ ବଦନାମ ହୋଇଛନ୍ତି, ଶେଷରେ ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ଆସନ ଛାଡିଛନ୍ତି ନୀତୀଶ। ଏବେ ସେ ଖାଲି ପରାମର୍ଶଦାତାର ଭୂମିକା…

କଂଗ୍ରେସ-ବିଜେଡି ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ-ରାଜ୍ୟ ବିଜେପି ସଭାପତି ମନମୋହନ…

ଆମେ ଚାହୁଁଛୁ କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।…

ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି

ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମୁତାବିକ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ…

ଆଜିଠୁ ଆହୁରି ବଢ଼ିବ ଖରା,ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି

ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ୯ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ଖରା । ଆଗାମୀ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା…

ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି ,ବିଭିନ୍ନ ପୀଠରେ ଝାମୁଯାତ୍ରା ପାଳିତ

ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି । ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ…