ଚୋର ଧରିବା ପାଇଁ ମଣ୍ଡପରେ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜିତ

ଭୁବନେଶ୍ୱର:ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଆଜି ପୂଜା ମଣ୍ଡପରେ ମହାମାୟୀଙ୍କର ହେବ ଚକ୍ଷୁଦାନ ପର୍ବ  । ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ପୂଜା ମଣ୍ଡପରେ ହେବ ମାଆଙ୍କ ମହାସପ୍ତମୀ ପୂଜା। ମହାଷ୍ଟମୀ ପାଇଁ ସକାଳ ସମୟରେ ନୟାପଲ୍ଲୀ,…

କଶ୍ମୀରରେ ଅପହୃତ ଯବାନଙ୍କୁ ହତ୍ୟା

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିଲେ  ଭାରତୀୟ ସେନାର ୨ ଜଣ ଯବାନ|ସୌଭାଗ୍ୟବଶତଃ ଆତଙ୍କବାଦୀଙ୍କ କବଳରୁ ଜଣେ ଯବାନ ଖସି ଆସିବାରେ ସକ୍ଷମ ହୋଇଥିଲେ| ଆଉ ଜଣେ ଜବାନଙ୍କର ଆଜି ଗୁଳିବିଦ୍ଧ ମୃତଦେହ ମିଳିଛି। ସହିଦ ଯବାନ ହିଲାଲ୍‌ ଅହମଦ ଭଟଙ୍କ ମର…

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଅଣ୍ଟା ଭାଙ୍ଗୁଛି ଇସ୍ରାଏଲ

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଏବେ ଲୁୁଚି ଲୁଚି ଆକ୍ରମଣ କରୁଛି । ଲେବାନନ ଏହି ସଂଗଠନକୁ ସମର୍ଥନ କରୁଥିବାରୁ ଇସ୍ରାଏଲ ଚେତାବନୀ ଦେଇଛି । ପ୍ରତିଶୋଧ ନେବାକୁ ଗତରାତିରେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିଛି ହେଜବୁଲ୍ଲା। ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ୍‌ରେ ଅଧିକ ସୈନ୍ୟ…

କେଉଁ ରାଶି ପାଇଁ ଆଜି ଶୁଭ?

ଅଦ୍ୟ ଅକ୍ଟୋବର ମାସ ୧୦ ତାରିଖ ୨୦୨୪ ମସିହା(ଗୁରୁବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ସପ୍ତମୀ ଦିବା ଘ୧୨/୨୪ ଗତେ ଅଷ୍ଟମୀ ନକ୍ଷତ୍ର- ମୂଳା ପ୍ରାତଃ ଘ୦୫/୫୧ ଗତେ ପୂର୍ବା ଷାଢା ଚନ୍ଦ୍ର - ଧନୁ ଯୋଗ- ଶୋଭନ…

୧୫ ପର୍ଯ୍ୟନ୍ତ ବିଶେଷ ବଦଳିବନି ପାଣିପାଗ

ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଏବଂ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି। ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ଗିରି ଏନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ…

ଆଉ ନାହାଁନ୍ତି ରତନ ଟାଟା

ଶିଳ୍ପପତି ତଥା ଟାଟା ସନ୍ସର ଚ୍ୟାୟାରମ୍ୟାନ ରତନ ଟାଟାଙ୍କ ପରଲୋକ ।  ରତନ ଟାଟାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  ତେବେ ୮୬ ବର୍ଷୀୟ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଖରାପରୁ ଅତିଖରାପ ହୋଇଥିଲା । ଗତ ସୋମବାର ଦିନ ରତନ ଟାଟାଙ୍କ ଅସୁସ୍ଥତା ସମ୍ପର୍କରେ ଖବର…

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା କେତେ ବଢ଼ିଲା ଜାଣନ୍ତୁ

ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ…

ରାଜଧାନୀରେ ନିଆରା ଢ଼ୋଲ ତୋରଣ

ଆସୁଛି ମାଙ୍କ ପୂଜା । ନୂଆ ନୂଆ ମେଢ଼ ଦେଖିବା ପାଇଁ ଆପଣ ଅପେକ୍ଷା କରିଥିବେ ନିଶ୍ଚୟ । ତେବେ ଏଥର ନୂଆ ନୂଆ ତୋରଣ ଶ୍ରଦ୍ଧାଳୁଙ୍କ ଆକର୍ଷଣ କରିବ ।  ପୀଠରେ ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି।  ପୂଜା ମଣ୍ଡପଗୁଡ଼ିକରେ…

ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଭାରତରେ ଉଦଘାଟନ୍

ଦୂରବୀକ୍ଷଣ ଯନ୍ତ୍ରକୁ ନେଇ ଚର୍ଚ୍ଚା  । ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍‌ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ୪୩୦୦ ମିଟର ଉଚ୍ଚତାରେ…

ଯୁବ ବ୍ୟାଟରଙ୍କ ଦମଦାର ବ୍ୟାଟିଂ : ବାଂଲାଦେଶ ସିରିଜ ହାରିଲା

ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ ।   ବାଂଲାଦେଶ କୁ 84 ରନରେ ହରାଇଲା ଭାରତ ।  ଦ୍ୱିତୀୟ ଟି-20 ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତର ମଧ୍ୟମକ୍ରମ ବ୍ୟଟସମ୍ୟାନମାନେ ବଡ଼ ବଡ଼ ହିଟ୍ ସଟ…