ଅକ୍ଟୋବର ୧୧ରୁ ରଣଜୀ ଟ୍ରଫି

ରଣଜୀ ଟ୍ରଫି ୨୦୨୪-୨୫ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗ୍ରୁପସ୍ ଘୋଷଣା କରିଛି । ମୋଟ ୩୮ଟି ଟିମକୁ ୬ଟି ଏଲିଟ୍ ଗ୍ରୁପ ଓ ୧ଟି ପ୍ଲେଟ୍ ଗ୍ରୁପରେ ବଣ୍ଟନ କରାଯାଇଛି । ୩୨ଟି ଟିମକୁ ୬ଟି ଏଲିଟ ଗ୍ରୁପରେ ବଣ୍ଟା ଯାଇଥିବା ବେଳେ ଅନ୍ୟ ୬ଟି ଟିମ୍ ଗୋଟିଏ ପ୍ଲେଟ୍ ଗ୍ରୁପ…

କାଶ୍ମୀରରେ ବିଜେପି ଜିତିଲା କି ହାରିଲା?

ନୂଆଦିଲ୍ଲୀ: ବିଜେପି ନେତା କହୁଛନ୍ତି କାଶ୍ମୀରରେ ସେମାନେ ଜିତିଛନ୍ତି । କାରଣ ସେମାନେ ସବୁଠୁ ଅଧିକ ପ୍ରତିଶତ ଭୋଟ ପାଇଛନ୍ତି । ଗତ ନିର୍ବାଚନଠୁ ଅଧିକ ଆସନ ପାଇଛନ୍ତି । କାଶ୍ମୀରବାସୀ ବିଜେପିକୁ ଭୋଟ ଦେଇନାହାଁନ୍ତି ସତ କିନ୍ତୁ ସେମାନେ ସୁରକ୍ଷାକୁ ନେଇ ବିଜେପିକୁ ପ୍ରଶଂସା କରିଛନ୍ତି ।…

ଚର୍ଚ୍ଚାରେ ଏଲନ୍ ମସ୍କ

ଏଲନ୍ ମସ୍କ ନିଜ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ର ମାଲିକାନା ନେବା ପରେ ତାଙ୍କ ଚର୍ଚ୍ଚା ବହୁତ୍‌ ବଢ଼ିଯାଇଥିଲା । ଏଲନ ମସ୍କ ବର୍ତ୍ତମାନ X ରେ ଏପରି କାମ କରିଛନ୍ତି ଯାହା ଆଉ କେହି କରିବା ଅସମ୍ଭବ । ବାସ୍ତବରେ ଏଲନ ମସ୍କ…

ଟିଭିଏସ୍ ର ମିଳୁଛି ବଢ଼ିଆ

ଭାରତୀୟ ବଜାରରେ TVS Radeon 110 ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଯେପରିକି ବେସ୍ ଏଡିସନ୍, ଡିଗି ଡ୍ରମ୍ ଏବଂ ଡିଗି ଡିସ୍କ । ବେସ୍ ଏଡିସନର ଦିଲ୍ଲୀ ଏକ୍ସ-ସୋ’ରୁମ୍ ଦାମ ୫୯,୮୮୦ ଟଙ୍କା । କିନ୍ତୁ ଡିଗି ଡ୍ରମର ଏକ୍ସ-ସୋରୁମ୍ ଦାମ ୭୭,୩୯୪ ଟଙ୍କା ଏବଂ ଡିଗି ଡିସ୍କର ଏକ୍ସ-ସୋରୁମ୍ ଦାମ…

ମୁଣ୍ଡବିନ୍ଧା ହେଉଛି କି !

ଅନେକ କାରଣ ପାଇଁ ମୁଣ୍ଡବିନ୍ଧା ହୁଏ । ଏଥିରେ ମୁଣ୍ଡ ପଛ ଭାଗରେ ହେଉଥିବା ବିନ୍ଧା ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟେ । କାରଣ ଏହି ବିନ୍ଧା ସାଧାରଣ ମୁଣ୍ଡବିନ୍ଧାରୁ ସାମାନ୍ୟ ଭିନ୍ନ ହୋଇଥାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୋଇଥାଏ ଯେ ତକିଆରେ ମୁଣ୍ଡ ରଖି ଶୋଇବା ମଧ୍ୟ…

ସାନ୍ତାଳୀ-ଅଲଚିକି ଭାଷାରେ ସିଟି ପ୍ରବେଶିକା ପରୀକ୍ଷା ବାତିଲ୍

ସାନ୍ତାଳୀ-ଅଲଚିକି ଭାଷାରେ ସିଟି ପ୍ରବେଶିକା ପରୀକ୍ଷାକୁ ବାତିଲ୍ କରାଯାଇଛି । ଗତ ସେପ୍ଟେମ୍ବର ୧୫ ତାରିଖରେ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ରରେ ବୈଷୟିକ ତ୍ରୁଟି କାରଣରୁ ଏହାକୁ ବାତିଲ୍ କରାଯାଇଛି । ପରୀକ୍ଷା ବାତିଲ ହେବା ପରେ ଏବେ ନୂଆ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୯ ତାରିଖରେ…

ଟଳିଲା ବର୍ଷା ଡ଼ର

 ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପଛରେ ରହିଗଲା କଂଗ୍ରେସ

ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ…

ଇସ୍ରାଏଲ ପାଇଲା ବଡ଼ ସୁରାକ

ସେପ୍ଟେମ୍ବର ୨୧ ତାରିଖରେ ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ବିବୃତି ଜାରି କରାଯାଇଥିଲା। ଶୀର୍ଷ କମାଣ୍ଡର ମୃତ୍ୟୁକୁ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ। ଏପରିକି ସେନାର ମିସନ ଗାଜାକୁ ଅଧିକ ସହଜ କରିଥିଲା ସିନୱାରର ମୃତ୍ୟୁ । କିନ୍ତୁ କିଛି ଦିନ…

ଆଜି ଆସିବ ସୁଭଦ୍ରା ଟଙ୍କା

ଆଜି 35 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ 5ହଜାର ଟଙ୍କା ଯିବ । ମଙ୍ଗଳବାର ସୁଦ୍ଧା  ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ତେବେ ଆଜି ଏହି ଟଙ୍କା ଆକାଉଣ୍ଟକୁ ଆସିବାକୁ ଥିବା ବେଳେ ବ୍ୟାଙ୍କ ଆଗରେ ଧାଡି ନଲଗାଇବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।…