ମା’ ହେଲା ବାଘୁଣୀ ‘ରୁପା’

ନନ୍ଦନକାନନରେ 4 ବାଘ ଛୁଆକୁ ଜନ୍ମ ଦେଲା ବାଘୁଣୀ ରୁପା । ସମସ୍ତ ଶାବକ ସୁସ୍ଥ ଅଛନ୍ତି ।  ମା' ରୁପା ସହ 4 ବାଘ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇଛି । ଧଳା ବାଘୁଣୀ ରୁପା ତୃତୀୟ ଥର ପାଇଁ ମା' ହୋଇଥିବା ଜଣାପଡିଛି ।

ପୂର୍ବ ସରକାରକୁ ଟାର୍ଗେଟ କରି ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

ବିଜେଡି କଥା କହିବାରେ ମାହିର, ହେଲେ କାମ କରିବାରେ ଶୂନ। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୪ରୁ ୨୬ ବର୍ଷ ଲାଗିଗଲା। ତଥାପି ସୁକତେଲ ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି। ୧୯୯୮ରେ ଭିତ୍ତି ପଡ଼ିଥିବା ପ୍ରକଳ୍ପ ୨୦୨୪ ପର୍ଯ୍ୟନ୍ତ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି। ତରବରିଆ ଭାବେ ଏହାର…

ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ରାଜ୍ୟ ସରକାର ଚିନ୍ତିତ ଓ ସଚେତନ ଅଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପଠାଇ ଏହାର ତଦନ୍ତ କରିଛନ୍ତି । ଏହି ଘଟଣାର ତ୍ୱରିତ ତଦନ୍ତ…

ବଲିଉଡ୍‌ରେ ପୁଣି କମାଲ କଲେ ଓଡ଼ିଆ ପୁଅ ରାଜ କିଶୋର ହୋତା

ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ପୁଅ । ଫିଲ୍ମ `ଭୁଲ ଭୁଲେୟା-୩'ରେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଲେ । ସୋନପୁରର ରାଜ କିଶୋର ହୋତାଙ୍କୁ ନେଇ ଚର୍ଚ୍ଚା । ପୂର୍ବରୁ ଅନେକ ସୁପରହିଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କରିଥିଲେ କାମ । ଆଇ ଆମ କଲାମ, କୌନ କିତନେ ପାନି…

ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଓ ଅଫିସରଙ୍କୁ ଇଡି କରିବ ଜେରା

ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଓ ଅଫିସରଙ୍କୁ ଇଡି କରିବ ଜେରା । ଖୋଳି ବାହାର କରିବ ପୋତା ଧନର ରହସ୍ୟ । କୋଟି କୋଟି ଟଙ୍କା ସମ୍ପତ୍ତି ଠୁଳର ରହସ୍ୟ ଖୋଜି ବାହାର କରିବ ଇଡି । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ଯନ୍ତ୍ରୀଙ୍କ ତଥ୍ୟ ଇଡିକୁ ଦେଇଛି ରାଜ୍ୟ…

୨୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଗାମୀ ଡିସେମ୍ବର ସୁଦ୍ଧା କୋଟିଏ ୨ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା। ଏଣେ  ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ତିନିଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ…

ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା କାଣ୍ଡ

ଦୀପାବଳି ପରେ ପରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା  । ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।…

ଦିନିକିଆ ବଲାଙ୍ଗିର ଗସ୍ତରେ ମୋହନ ମାଝି

ବେଲପଡାରୁ ହେଲିକପ୍ଟରରେ ଆସି ପାଟଣାଗଡ ରମାଇ ହାଇସ୍କୁଲରେ ପହଞ୍ଚିବେ । ପାଟଣାଗଡ SDH ହସପିଟାଲକୁ ଉଦଘାଟନ କରିବେ ।ଏହାସହ ପାଟଣାଗଡ ବାଇପାସ୍ ୮ କିଲୋମିଟର ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ପାଟଣାଗଡ ରଜଖମାରରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ପୁଣି ହେଲିକେପ୍ଟରରେ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ

ପୁରୀ ସହରରେ ଘନ କୁହୁଡ଼ିର ଆସ୍ତରଣ ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ଼ । ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି। କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ…